ଆୟୁବ ପୁସ୍ତକ 33
1 ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।
2 ମୁଁ କହିବା ପାଇଁ ପ୍ରସ୍ତୁତ।
3 ମାରେ ହୃଦଯ ନିର୍ମଳ। ସେଥିପାଇଁ ମୁଁ ସତ୍ ବାକ୍ଯ ହିଁ କହିବି। ମୁଁ ଜାଣିଥିବା ବିଷଯ ରେ ସତ୍ଯହିଁ କବଳେ କହିବି।
4 ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।
5 ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ।
6 ପରମେଶ୍ବରଙ୍କ ସମ୍ମୁଖ ରେ ତୁମ୍ଭେ ଏବଂ ମୁଁ ସମାନ। ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ବର ମାଟି ହିଁ ବ୍ଯବହାର କରିଛନ୍ତି।
7 ଆୟୁବ ମାେତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠାେର ହବେି ନାହିଁ।
8 କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।
9 ତୁମ୍ଭେ କହିଲ, 'ମୁଁ ପବିତ୍ର, ମୁଁ ନିରୀହ, ମୁଁ କିଛି ଭୁଲ କରିନାହିଁ, ମୁଁ ଦୋଷୀ ନୁହେଁ।
10 ମୁଁ କିଛି ଭୁଲ କରିନାହିଁ ଅଥଚ ପରମେଶ୍ବର ମାେ ବିପକ୍ଷ ରେ। ପରମେଶ୍ବର ମାେତେ ଶତ୍ରୁଭଳି ବ୍ଯବହାର କରନ୍ତି।
11 ପରମେଶ୍ବର ମାରେ ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି। ମୁଁ ଯାହା କରେ ପରମେଶ୍ବର ତାହା ଲକ୍ଷ୍ଯ କରନ୍ତି।'
12 କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ବର ଯେ କୌଣସି ମଣିଷ ଅପେକ୍ଷା ବଡ଼।
13 ତୁମ୍ଭେ ପରମେଶ୍ବରଙ୍କ ସହିତ କାହିଁକି ୟୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ? ତୁମ୍ଭେ ଭାବୁଛ ପରମେଶ୍ବର ସବୁକଥା ତୁମ୍ଭକୁ ବୁଝାଇ କହିବେ।
14 କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।
15 ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।
16 ତା'ପରେ ସେ ମନୁଷ୍ଯମାନଙ୍କର କାନ ଖାଲିେ ଦିଅନ୍ତି ଏବଂ ସମାନଙ୍କେୁ ଭୟଭୀତ କରାନ୍ତି ସମାନେେ ଯାହା ଶୁଣନ୍ତି।
17 ପରମେଶ୍ବର ଲୋକଙ୍କୁ ମନ୍ଦ କାର୍ୟ୍ଯରୁ ନିବୃତ କରାଇବାକୁ ଚତାବେନୀ ଶୁଣାନ୍ତି ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
18 ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।
19 କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।
20 ସେ ଏତେ ୟନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପା ରେ ନାହିଁ। ସେ ଏପରିକି ସୁସ୍ବାଦୁ ଖାଦ୍ୟକୁ ମଧ୍ଯ ଘୃଣା କରେ।
21 ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।
22 ସହେି ଲୋକ ମୃତ୍ଯୁର ଦ୍ବାର ଦେଶ ରେ ପହଞ୍ଚି ୟାଏ। ତା'ର ଜୀବନ ମୃତ୍ଯୁର ନିକଟ ହାଇେ ଆ ସେ।
23 ପରମେଶ୍ବରଙ୍କର ହଜାରେ ଦୂତ ଅଛନ୍ତି। ସହେି ଦୂତମାନଙ୍କ ମଧ୍ଯରୁ ଜଣେ ହୁଏତ ସହେି ବ୍ଯକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସହେି ଦୂତ ହୁଏତ ସହେି ଲୋକ କରିଥିବା ଭଲ କାର୍ୟ୍ଯଗୁଡ଼ିକୁ ସେ କହିପା ରେ।
24 ହୁଏତ ସହେି ଦୂତ ସହେି ଲୋକକୁ କୃପା କରିବେ ଏବଂ ତା' ତରଫରୁ ପରମେଶ୍ବରଙ୍କୁ କହି ପାରନ୍ତି, ' ସହେି ଲୋକ କବରକୁ ୟିବା ପାଇଁ ରକ୍ଷା ପାଉ' ମୁଁ କ୍ଷତି ପୂରଣ ପାଇଅଛି।
25 ସହେି ଲୋକର ଶରୀର ପୁଣି ସତଜେ ହବେ ଓ ସେ ପୁଣି ସୁସ୍ଥ ସବଳ ହାଇଯେିବ। ସେ ଯଭେଳି ୟୁବକ ଥିଲା ପୁଣି ସହେିଭଳି ହାଇଯେିବ।
26 ସହେି ଲୋକ ପରମେଶ୍ବରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ବର ମଧ୍ଯ ତା' ପ୍ରତି ପ୍ରସନ୍ନ ହବେେ। ତା'ପରେ ସେ ପରମେଶ୍ବରଙ୍କର ମୁଖ ଦେଖିବ ଓ ଆନନ୍ଦ ରେ ଚିତ୍କାର କରି ଉଠିବ, ଯେତବେେଳେ ସେ ମନୁଷ୍ଯଙ୍କୁ ତା'ର ଯଥାର୍ଥ ଅବସ୍ଥା ଫରୋଇ ଦବେେ।
27 ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
28 ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'
29 ପରମେଶ୍ବର ଏକଥା ବାରମ୍ବାର ସହେି ଲୋକ ପାଇଁ କରନ୍ତି।
30 କାହିଁକି ? ସହେି ଲୋକକୁ ଚତାବେନୀ ଦଇେ ତା'ର ଆତ୍ମାକୁ ମୁକ୍ତି ଦଇେ ତାକୁ ମରଣରୁ ରକ୍ଷା କରନ୍ତି। ଫଳ ରେ ସେ ଲୋକ ତା'ର ଜୀବନ ଆନନ୍ଦ ରେ ବିତାଇବ।
31 ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।
32 କିନ୍ତୁ ଆୟୁବ ତୁମ୍ଭେ ଯଦି ମାେ କଥା ରେ ଏକମତ ନ ହେଉଛ ତା' ହେଲେ ତୁମ୍ଭେ କହିୟାଅ। ତୁମ୍ଭର ୟୁକ୍ତି ମାେତେ କୁହ ଯାହା ଫଳ ରେ ମୁଁ ତାକୁ ସଂ ଶାଧେନ କରି ଦବେି।
33 କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମାେ କଥା ଶୁଣ। ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।
1 Wherefore, Job, I pray thee, hear my speeches, and hearken to all my words.
2 Behold, now I have opened my mouth, my tongue hath spoken in my mouth.
3 My words shall be of the uprightness of my heart: and my lips shall utter knowledge clearly.
4 The Spirit of God hath made me, and the breath of the Almighty hath given me life.
5 If thou canst answer me, set thy words in order before me, stand up.
6 Behold, I am according to thy wish in God’s stead: I also am formed out of the clay.
7 Behold, my terror shall not make thee afraid, neither shall my hand be heavy upon thee.
8 Surely thou hast spoken in mine hearing, and I have heard the voice of thy words, saying,
9 I am clean without transgression, I am innocent; neither is there iniquity in me.
10 Behold, he findeth occasions against me, he counteth me for his enemy,
11 He putteth my feet in the stocks, he marketh all my paths.
12 Behold, in this thou art not just: I will answer thee, that God is greater than man.
13 Why dost thou strive against him? for he giveth not account of any of his matters.
14 For God speaketh once, yea twice, yet man perceiveth it not.
15 In a dream, in a vision of the night, when deep sleep falleth upon men, in slumberings upon the bed;
16 Then he openeth the ears of men, and sealeth their instruction,
17 That he may withdraw man from his purpose, and hide pride from man.
18 He keepeth back his soul from the pit, and his life from perishing by the sword.
19 He is chastened also with pain upon his bed, and the multitude of his bones with strong pain:
20 So that his life abhorreth bread, and his soul dainty meat.
21 His flesh is consumed away, that it cannot be seen; and his bones that were not seen stick out.
22 Yea, his soul draweth near unto the grave, and his life to the destroyers.
23 If there be a messenger with him, an interpreter, one among a thousand, to shew unto man his uprightness:
24 Then he is gracious unto him, and saith, Deliver him from going down to the pit: I have found a ransom.
25 His flesh shall be fresher than a child’s: he shall return to the days of his youth:
26 He shall pray unto God, and he will be favourable unto him: and he shall see his face with joy: for he will render unto man his righteousness.
27 He looketh upon men, and if any say, I have sinned, and perverted that which was right, and it profited me not;
28 He will deliver his soul from going into the pit, and his life shall see the light.
29 Lo, all these things worketh God oftentimes with man,
30 To bring back his soul from the pit, to be enlightened with the light of the living.
31 Mark well, O Job, hearken unto me: hold thy peace, and I will speak.
32 If thou hast any thing to say, answer me: speak, for I desire to justify thee.
33 If not, hearken unto me: hold thy peace, and I shall teach thee wisdom.
Job 4 in Tamil and English
1 അതിന്നു തേമാന്യനായ എലീഫസ് ഉത്തരം പറഞ്ഞതെന്തെന്നാൽ:
Then Eliphaz the Temanite answered and said,
2 നിന്നോടു സംസാരിപ്പാൻ തുനിഞ്ഞാൽ നീ മുഷിയുമോ? എന്നാൽ വാക്കടക്കുവാൻ ആർക്കു കഴിയും?
If we assay to commune with thee, wilt thou be grieved? but who can withhold himself from speaking?
3 നീ പലരേയും ഉപദേശിച്ചു തളർന്ന കൈകളെ ശക്തീകരിച്ചിരിക്കുന്നു.
Behold, thou hast instructed many, and thou hast strengthened the weak hands.
4 വീഴുന്നവനെ നിന്റെ വാക്കു താങ്ങി കുഴയുന്ന മുഴങ്കാൽ നീ ഉറപ്പിച്ചിരിക്കുന്നു.
Thy words have upholden him that was falling, and thou hast strengthened the feeble knees.
5 ഇപ്പോൾ നിനക്കതു ഭവിച്ചിട്ടു നീ വിഷാദിക്കുന്നു; നിനക്കതു തട്ടീട്ടു നീ ഭ്രമിച്ചുപോകുന്നു.
But now it is come upon thee, and thou faintest; it toucheth thee, and thou art troubled.
6 നിന്റെ ഭക്തി നിന്റെ ആശ്രയമല്ലയോ? നിന്റെ നടപ്പിന്റെ നിർമ്മലത നിന്റെ പ്രത്യാശയല്ലയോ?
Is not this thy fear, thy confidence, thy hope, and the uprightness of thy ways?
7 ഓർത്തു നോക്കുക: നിർദ്ദോഷിയായി നശിച്ചവൻ ആർ? നേരുള്ളവർ എവിടെ മുടിഞ്ഞുപോയിട്ടുള്ളു?
Remember, I pray thee, who ever perished, being innocent? or where were the righteous cut off?
8 ഞാൻ കണ്ടേടത്തോളം അന്യായം ഉഴുതു കഷ്ടത വിതെക്കുന്നവർ അതു തന്നേ കൊയ്യുന്നു.
Even as I have seen, they that plow iniquity, and sow wickedness, reap the same.
9 ദൈവത്തിന്റെ ശ്വാസത്താൽ അവർ നശിക്കുന്നു; അവന്റെ കോപത്തിന്റെ ഊത്തിനാൽ മുടിഞ്ഞുപോകുന്നു.
By the blast of God they perish, and by the breath of his nostrils are they consumed.
10 സിംഹത്തിന്റെ ഗർജ്ജനവും കേസരിയുടെ നാദവും ബാലസിംഹങ്ങളുടെ ദന്തങ്ങളും അറ്റുപോയി.
The roaring of the lion, and the voice of the fierce lion, and the teeth of the young lions, are broken.
11 സിംഹം ഇരയില്ലായ്കയാൽ നശിക്കുന്നു; സിംഹിയുടെ കുട്ടികൾ ചിതറിപ്പോകുന്നു;
The old lion perisheth for lack of prey, and the stout lion’s whelps are scattered abroad.
12 എന്റെ അടുക്കൽ ഒരു ഗൂഢവചനം എത്തി; അതിന്റെ മന്ദസ്വരം എന്റെ ചെവിയിൽ കടന്നു.
Now a thing was secretly brought to me, and mine ear received a little thereof.
13 മനുഷ്യർക്കു ഗാഢനിദ്ര പിടിക്കുന്നേരം രാത്രിദർശനങ്ങളാലുള്ള മനോഭാവനകളിൽ ഭയവും നടുക്കവും എന്നെ പിടിച്ചു.
In thoughts from the visions of the night, when deep sleep falleth on men,
14 എന്റെ അസ്ഥികൾ ഒക്കെയും കുലുങ്ങിപ്പോയി.
Fear came upon me, and trembling, which made all my bones to shake.
15 ഒരാത്മാവു എന്റെ മുഖത്തിന്നെതിരെ കടന്നു എന്റെ ദേഹത്തിന്നു രോമഹർഷം ഭവിച്ചു.
Then a spirit passed before my face; the hair of my flesh stood up:
16 ഒരു പ്രതിമ എന്റെ കണ്ണിന്നെതിരെ നിന്നു; എങ്കിലും അതിന്റെ രൂപം ഞാൻ തിരിച്ചറിഞ്ഞില്ല; മന്ദമായോരു സ്വരം ഞാൻ കേട്ടതെന്തെന്നാൽ:
It stood still, but I could not discern the form thereof: an image was before mine eyes, there was silence, and I heard a voice, saying,
17 മർത്യൻ ദൈവത്തിലും നീതിമാൻ ആകുമോ? നരൻ സ്രഷ്ടാവിലും നിർമ്മലനാകുമോ?
Shall mortal man be more just than God? shall a man be more pure than his maker?
18 ഇതാ, സ്വദാസന്മാരിലും അവന്നു വിശ്വാസമില്ല; തന്റെ ദൂതന്മാരിലും അവൻ കുറ്റം ആരോപിക്കുന്നു.
Behold, he put no trust in his servants; and his angels he charged with folly:
19 പൊടിയിൽനിന്നുത്ഭവിച്ചു മണ്പുരകളിൽ പാർത്തു പുഴുപോലെ ചതെഞ്ഞു പോകുന്നവരിൽ എത്ര അധികം!
How much less in them that dwell in houses of clay, whose foundation is in the dust, which are crushed before the moth?
20 ഉഷസ്സിന്നും സന്ധ്യെക്കും മദ്ധ്യേ അവർ തകർന്നു പോകുന്നു; ആരും ഗണ്യമാക്കാതെ അവർ എന്നേക്കും നശിക്കുന്നു.
They are destroyed from morning to evening: they perish for ever without any regarding it.
21 അവരുടെ കൂടാരക്കയറു അറ്റുപോയിട്ടു അവർ ജ്ഞാനഹീനരായി മരിക്കുന്നില്ലയോ?
Doth not their excellency which is in them go away? they die, even without wisdom.