ଆୟୁବ ପୁସ୍ତକ 3:4
ମୁଁ ଚା ହେଁ ସହେି ଦିନଟି ଅନ୍ଧାର ରହିଥାଆନ୍ତା ଏବଂ ମୁଁ ଚା ହେଁ ପରମେଶ୍ବର ସହେି ଦିନଟିକୁ ଭୁଲି ୟାଆନ୍ତୁ। ମୁଁ ଚା ହେଁ ଯେ ସଦେିନ ଦିପ୍ତୀ ପ୍ରକାଶିତ ହାଇେ ନ ଥାଆନ୍ତା।
Let that | הַיּ֥וֹם | hayyôm | HA-yome |
day | הַה֗וּא | hahûʾ | ha-HOO |
be | יְֽהִ֫י | yĕhî | yeh-HEE |
darkness; | חֹ֥שֶׁךְ | ḥōšek | HOH-shek |
not let | אַֽל | ʾal | al |
God | יִדְרְשֵׁ֣הוּ | yidrĕšēhû | yeed-reh-SHAY-hoo |
regard | אֱל֣וֹהַּ | ʾĕlôah | ay-LOH-ah |
above, from it | מִמָּ֑עַל | mimmāʿal | mee-MA-al |
neither | וְאַל | wĕʾal | veh-AL |
let the light | תּוֹפַ֖ע | tôpaʿ | toh-FA |
shine | עָלָ֣יו | ʿālāyw | ah-LAV |
upon | נְהָרָֽה׃ | nĕhārâ | neh-ha-RA |
Cross Reference
ଯାତ୍ରା ପୁସ୍ତକ 10:22
ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ତାଙ୍କର ହସ୍ତ ଆକାଶ ଆଡକୁ ଉଠାଇଲେ। ତା'ପରେ ଅନ୍ଧକାର ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶର ରେ କ୍ରମାଗତ ତିନିଦିନ ରହିଲା।
ଦିତୀୟ ବିବରଣ 11:12
ସହେି ଦେଶ ବିଷଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମନୋୟୋଗ କରନ୍ତି। ବର୍ଷର ଆରମ୍ଭରକ୍ସ୍ଟ ବର୍ଷର ଶଷେ ପର୍ୟ୍ଯନ୍ତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
ଯୋୟେଲ 2:2
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।
ଆମୋଷ 5:18
ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।
ମାଥିଉଲିଖିତ ସୁସମାଚାର 27:45
ଦ୍ବପ୍ରହରଠାରୁ ତିନିଟା ବାଜିବା ପର୍ୟ୍ଯନ୍ତ ସାରା ଦେଶ ରେ ଅନ୍ଧକାର ଘୋଟିଗଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:20
ଆମ୍ଭେ ବହୁତ ଦିନ ପର୍ୟ୍ଯନ୍ତ ସୁର୍ୟ୍ଯ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚ଼ଣ୍ଡ ଝଡ଼ ବତାସର ବଗେ କମିଲା ନାହିଁ। ଆମ୍ଭମାନେେ ଜୀବନ ରକ୍ଷା କରିବାର ସମସ୍ତ ଆଶା ରହଇେ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ଯୁ ଘଟିବ। ଅନକେ ଦିନ ପର୍ୟ୍ଯନ୍ତ ଆମ୍ଭମାନେେ କହେି କିଛି ଖାଇ ନଥିଲୁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:10
ପଞ୍ଚମ ଦୂତ ତାହାଙ୍କ ପାତ୍ର ସହେି ପଶୁର ସିଂହାସନ ଉପରେ ଢ଼ାଳିଲେ। ଏହାଦ୍ବାରା ପଶୁର ରାଜ୍ଯ ରେ ଅନ୍ଧକାର ଘୋଟିଗଲା। ଲୋକମାନେ ୟନ୍ତ୍ରଣା ରେ ଜିଭ କାମୁଡ଼ିଲେ।