Job 29:14
ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।
Job 29:14 in Other Translations
King James Version (KJV)
I put on righteousness, and it clothed me: my judgment was as a robe and a diadem.
American Standard Version (ASV)
I put on righteousness, and it clothed me: My justice was as a robe and a diadem.
Bible in Basic English (BBE)
I put on righteousness as my clothing, and was full of it; right decisions were to me a robe and a head-dress.
Darby English Bible (DBY)
I put on righteousness, and it clothed me; my justice was as a mantle and a turban.
Webster's Bible (WBT)
I put on righteousness, and it clothed me: my judgment was as a robe and a diadem.
World English Bible (WEB)
I put on righteousness, and it clothed me. My justice was as a robe and a diadem.
Young's Literal Translation (YLT)
Righteousness I have put on, and it clotheth me, As a robe and a diadem my justice.
| I put on | צֶ֣דֶק | ṣedeq | TSEH-dek |
| righteousness, | לָ֭בַשְׁתִּי | lābaštî | LA-vahsh-tee |
| and it clothed | וַיִּלְבָּשֵׁ֑נִי | wayyilbāšēnî | va-yeel-ba-SHAY-nee |
| judgment my me: | כִּמְעִ֥יל | kimʿîl | keem-EEL |
| was as a robe | וְ֝צָנִ֗יף | wĕṣānîp | VEH-tsa-NEEF |
| and a diadem. | מִשְׁפָּטִֽי׃ | mišpāṭî | meesh-pa-TEE |
Cross Reference
ଯିଶାଇୟ 61:10
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।
ଯିଶାଇୟ 59:17
ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।
ଗୀତସଂହିତା 132:9
ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:14
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।
ଆୟୁବ ପୁସ୍ତକ 27:6
ମୁଁ ମାରେ ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କବେେ ଠିକ୍ ବାଟକୁ ପରିତ୍ଯାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ମାରେବିବକେ ମାେତେ ନିନ୍ଦା କରିବ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:8
କନ୍ଯାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:8
କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:7
ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।
ଯିଶାଇୟ 62:3
ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ସୁନ୍ଦର ମୁକୁଟ ସ୍ବରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ରାଜକିରୀଟ ସ୍ବରୂପ ହବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:14
ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।
ଯିଶାଇୟ 28:5
ସଦେିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ବହୁତ ସୁନ୍ଦର ମୁକୁଟ' ସଦୃଶ ହବେେ।
ଦିତୀୟ ବିବରଣ 24:13
ସେ ଯେପରି ଆପଣା ବସ୍ତ୍ର ଘନେି ଶଯନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ୟ୍ଯାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ଯ ତାହାକକ୍ସ୍ଟ ଅବଶ୍ଯ ଫରୋଇ ଦବେ। ତହିଁରେ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ତକ୍ସ୍ଟମ୍ଭ ପ୍ରତି ଧାର୍ମୀକତା ହବେ।