Job 21:2
ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।
Job 21:2 in Other Translations
King James Version (KJV)
Hear diligently my speech, and let this be your consolations.
American Standard Version (ASV)
Hear diligently my speech; And let this be your consolations.
Bible in Basic English (BBE)
Give attention with care to my words; and let this be your comfort.
Darby English Bible (DBY)
Hear attentively my speech, and let this replace your consolations.
Webster's Bible (WBT)
Hear diligently my speech, and let this be your consolations.
World English Bible (WEB)
"Listen diligently to my speech. Let this be your consolation.
Young's Literal Translation (YLT)
Hear ye diligently my word, And this is your consolation.
| Hear | שִׁמְע֣וּ | šimʿû | sheem-OO |
| diligently | שָׁ֭מוֹעַ | šāmôaʿ | SHA-moh-ah |
| my speech, | מִלָּתִ֑י | millātî | mee-la-TEE |
| this let and | וּתְהִי | ûtĕhî | oo-teh-HEE |
| be | זֹ֝֗את | zōt | zote |
| your consolations. | תַּנְח֥וּמֹֽתֵיכֶֽם׃ | tanḥûmōtêkem | tahn-HOO-moh-tay-hem |
Cross Reference
ବିଚାରକର୍ତାମାନଙ୍କ ବିବରଣ 9:7
ୟୋଥମ୍ ଜାଣିବାକକ୍ସ୍ଟ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖମର ନତେୃବର୍ଗ ଅବୀମଲକେକକ୍ସ୍ଟ ସମାନଙ୍କେର ରାଜା କରିଛନ୍ତି। ଏକଥା ଶକ୍ସ୍ଟଣି ସେ ଗରିଷୀମ ପର୍ବତ ଉପରେ ଠିଆ ହାଇେ ଲୋକମାନଙ୍କୁ ଉଚ୍ଚସ୍ବର ରେ କହିଲେ, ତୁମ୍ଭେ ଶିଖିମ ନଗରର ନତେୃବର୍ଗଗଣ,
ଯିଶାଇୟ 55:2
ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।
ଆୟୁବ ପୁସ୍ତକ 34:2
ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।
ଆୟୁବ ପୁସ୍ତକ 33:31
ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।
ଆୟୁବ ପୁସ୍ତକ 33:1
ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।
ଆୟୁବ ପୁସ୍ତକ 18:2
ଆୟୁବ ତୁମ୍ଭେ କେତବେେଳେ କଥା କହିବା ବନ୍ଦ କରିବ। ତୁମ୍ଭେ ଚୁପ ହୁଅ ଏବଂ ଶୁଣ। ଆମ୍ଭକୁ କିଛି କହିବାକୁ ଦିଅ।
ଆୟୁବ ପୁସ୍ତକ 16:2
ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।
ଆୟୁବ ପୁସ୍ତକ 15:11
ପରମେଶ୍ବର ତୁମ୍ଭକୁ ସାନ୍ତ୍ବନା ଦବୋକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ୟଥେଷ୍ଟ ନୁହେଁ। ଆମ୍ଭମାନେେ ପରମେଶ୍ବରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ଯ ରେ ବୁଝାଇ କହିଲୁ।
ଆୟୁବ ପୁସ୍ତକ 13:3
ମୁଁ ତୁମ୍ଭ ସହିତ ତର୍କ କରିବାକୁ ଚାହୁଁ ନାହିଁ। ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ କହିବାକୁ ଚା ହେଁ। ମୁଁ ପରମେଶ୍ବରଙ୍କ ସହିତ ମାେ ବିପଦ ସମ୍ପର୍କ ରେ ୟୁକ୍ତି କରିବାକୁ ଇଚ୍ଛା କରେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:1
ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ ରେ ଅଧିକ ମନୋୟୋଗୀ ହବୋ ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ ହାଇେ ପଥଭ୍ରଷ୍ଟ ହବେୁ।