ଆୟୁବ ପୁସ୍ତକ 21

1 ତା'ପରେ ଆୟୁବ ଉତ୍ତର ଦଲୋ,

2 ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।

3 ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।

4 ମୁଁ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ଯ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ର୍ଧୈୟ୍ଯ ଧରିପାରୁ ନାହିଁ।

5 ତୁମ୍ଭେ ମାେତେ ଦେଖ ଓ ସ୍ତମ୍ଭିତ ହୁଅ। ତୁମ୍ଭ ମୁହଁ ରେ ତୁମ୍ଭେ ହାତ ଦଇେ ମାେତେ ଚକିତ ହାଇେ ଚାହଁ।

6 ମୁଁ ଯେତବେେଳେ ଚିନ୍ତା କରେ ମାେ ପ୍ରତି କ'ଣ ସବୁ ଘଟିଗଲା। ଭୟ ରେ ମାରେ ସର୍ବାଙ୍ଗ ଥରଥର କମ୍ପି ଉେଠ।

7 କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।

8 ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି, ସମାନେେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।

9 ସମାନଙ୍କେ ଘର ସବୁ ନିରାପଦ ଥାଏ। ସମାନେେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ବର ମଧ୍ଯ ସମାନଙ୍କେୁ ଶାସ୍ତି ଦବୋକୁ ବାଡ଼ିଟିଏ ବ୍ଯବହାର କରନ୍ତି ନାହିଁ।

10 ସମାନଙ୍କେ ଷଣ୍ଢ ସଂଗମ କରି ନିଷ୍ଫଳ ହୁଏ ନାହିଁ। ସମାନଙ୍କେ ଗାଈସବୁ ବାଛୁରୀ ପ୍ରସବ କରେ। ବାଛୁରୀ ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।

11 ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।

12 ସମାନେେ ତବଲା ଓ ବୀଣା ବଜାଇ ନୃତ୍ଯ ଗୀତ ରେ ମାତନ୍ତି।

13 ଦୁଷ୍ଟ ବ୍ଯକ୍ତି ସାରାଜୀବନ ସୌଭାଗ୍ଯ ରେ ଦିନ କାଟନ୍ତି। ତା'ପରେ ସମାନେେ ମୃତ୍ଯୁ ମୁଖ ରେ ପଡ଼ନ୍ତି। କୌଣସି ୟନ୍ତ୍ରଣା ଭୋଗ ନ କରି ସମାନେେ କବରକୁ ୟାଆନ୍ତି।

14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'

15 ଦୁଷ୍ଟ ଲୋକମାନେ କହନ୍ତି, 'ସର୍ବଶକ୍ତିମାନ ପରମେଶ୍ବର କିଏ ଯେ, ଆମ୍ଭେ ତାଙ୍କର ସବୋ କରିବୁ ବୋଲି। ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା।'

16 ଏହା ସତ୍ଯ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ଯ ସମାନଙ୍କେ ହାତ ରେ ନାହିଁ। ମୁଁ ସମାନଙ୍କେ ଉପଦେଶ ଗ୍ରହଣ କରିପାରିବି ନାହିଁ।

17 ପରମେଶ୍ବର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି। ଦୁଷ୍ଟ ଲୋକେ କେତେଥର ବିପଦ ରେ ପଡ଼ନ୍ତି। କେତେ ଥର ସମାନେେ ପରମେଶ୍ବରଙ୍କ କୋର୍ଧର ଶିକାର ହାଇେ ଦଣ୍ଡ ପାଆନ୍ତି।

18 ପବନ କୁଟା ଖଣ୍ଡକୁ ଉଡ଼ାଇ ନଲୋପରି ପରମେଶ୍ବର କେତେ ଥର ସମାନଙ୍କେୁ ଉଡ଼ାଇ ନିଅନ୍ତି। ବତାଶ ରେ କେତେ ଥର ସମାନେେ ତୁଷପରି ଉଡ଼ି ୟାଆନ୍ତି।

19 କିନ୍ତୁ ତୁମ୍ଭେ କୁହ, 'ପରମେଶ୍ବର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।' ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ। ତା' ହେଲେ ୟାଇ ଦୁଷ୍ଟ ଲୋକ ଜାଣିବ ଯେ ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।

20 ସହେି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ କୋର୍ଧର ଶିକାର ହେଉ।

21 ଯେତବେେଳେ ତାକୁ ଦିଆ ୟାଇଥିବା ସମୟ ଶଷେ ହୁଏ ଓ ସେତବେେଳେ ସେ ମରିୟାଏ। ସେ ତା'ର ପଛ ରେ ଛାଡ଼ି ୟାଇଥିବା ପରିବାର ବିଷଯ ରେ କାହିଁକି ଭାବିବ ?

22 କହେି ପରମେଶ୍ବରଙ୍କୁ ଜ୍ଞାନ ବିଷଯ ରେ ଶିକ୍ଷା ଦଇପୋରିବ କି ? ପରମେଶ୍ବର ମଧ୍ଯ ଅତି ଉଚ୍ଚ ସ୍ଥାନ ରେ ବାସ କରୁଥିବା ଲୋକମାନଙ୍କ କଥା ବିଚାର କରନ୍ତି।

23 କହେି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ଯ ଲାଭକରି ମୃତ୍ଯୁବରଣ କରେ। ସେ ଏକ ନିରାପଦ ଓ ଆରାମଦାୟକ ଜୀବନ ୟାପନ କରେ।

24 ତା'ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ। ତା'ର ହାଡ ଶକ୍ତ ହାଇେଥାଏ।

25 କିନ୍ତୁ ଅନ୍ୟ ଜଣେ ବ୍ଯକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମ ରେ, ସେ କେତବେେଳେ ମଙ୍ଗଳର ସ୍ବାଦ ପାଇପା ରେ ନାହିଁ।

26 ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।

27 କିନ୍ତୁ ମୁଁ ଜାଣେ ତୁମ୍ଭେ କ'ଣ ଚିନ୍ତା କରୁଛ ଏବଂ ଏକଥା ଜାଣେ ତୁମ୍ଭେ ମାେତେ ଆଘାତ ଦବୋକୁ ଚାହୁଁଛ।

28 ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'

29 ନିଶ୍ଚଯ ତୁମ୍ଭେ ପଥିକମାନଙ୍କ ସହିତ କଥା ହାଇେଛ। ନିଶ୍ଚଯ ସମାନଙ୍କେ କାହାଣୀକୁ ସ୍ବୀକାର କରିବ।

30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।

31 କହେି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ଯାଯ କଲେ ବି। କହେି ତା'ର ଅନ୍ଯାଯ କାର୍ୟ୍ଯ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।

32 ତଥାପି ଦୁଷ୍ଟ ବ୍ଯକ୍ତି କବରକୁ ବୁହାୟିବ ଓ ତାକୁ ପ୍ରହରୀ ଜଗିବେ।

33 ଉପତ୍ୟକାର ମାଟି ମଧ୍ଯ ଦୁଷ୍ଟ ଲୋକଙ୍କ ପାଇଁ ସ୍ବାଦିଷ୍ଟ ହବେ। ହଜାର ହଜାର ଲୋକ ତା'ର ଶବ ଶାେଭାୟାତ୍ରା ରେ ଅଂଶଗ୍ରହଣ କରିବେ।

34 ତେଣୁ ତୁମ୍ଭେ ମାେତେ ତୁମ୍ଭର ବୃଥା କଥା ରେ ସାନ୍ତ୍ବନା ଦଇେ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।

1 But Job answered and said,

2 Hear diligently my speech, and let this be your consolations.

3 Suffer me that I may speak; and after that I have spoken, mock on.

4 As for me, is my complaint to man? and if it were so, why should not my spirit be troubled?

5 Mark me, and be astonished, and lay your hand upon your mouth.

6 Even when I remember I am afraid, and trembling taketh hold on my flesh.

7 Wherefore do the wicked live, become old, yea, are mighty in power?

8 Their seed is established in their sight with them, and their offspring before their eyes.

9 Their houses are safe from fear, neither is the rod of God upon them.

10 Their bull gendereth, and faileth not; their cow calveth, and casteth not her calf.

11 They send forth their little ones like a flock, and their children dance.

12 They take the timbrel and harp, and rejoice at the sound of the organ.

13 They spend their days in wealth, and in a moment go down to the grave.

14 Therefore they say unto God, Depart from us; for we desire not the knowledge of thy ways.

15 What is the Almighty, that we should serve him? and what profit should we have, if we pray unto him?

16 Lo, their good is not in their hand: the counsel of the wicked is far from me.

17 How oft is the candle of the wicked put out! and how oft cometh their destruction upon them! God distributeth sorrows in his anger.

18 They are as stubble before the wind, and as chaff that the storm carrieth away.

19 God layeth up his iniquity for his children: he rewardeth him, and he shall know it.

20 His eyes shall see his destruction, and he shall drink of the wrath of the Almighty.

21 For what pleasure hath he in his house after him, when the number of his months is cut off in the midst?

22 Shall any teach God knowledge? seeing he judgeth those that are high.

23 One dieth in his full strength, being wholly at ease and quiet.

24 His breasts are full of milk, and his bones are moistened with marrow.

25 And another dieth in the bitterness of his soul, and never eateth with pleasure.

26 They shall lie down alike in the dust, and the worms shall cover them.

27 Behold, I know your thoughts, and the devices which ye wrongfully imagine against me.

28 For ye say, Where is the house of the prince? and where are the dwelling places of the wicked?

29 Have ye not asked them that go by the way? and do ye not know their tokens,

30 That the wicked is reserved to the day of destruction? they shall be brought forth to the day of wrath.

31 Who shall declare his way to his face? and who shall repay him what he hath done?

32 Yet shall he be brought to the grave, and shall remain in the tomb.

33 The clods of the valley shall be sweet unto him, and every man shall draw after him, as there are innumerable before him.

34 How then comfort ye me in vain, seeing in your answers there remaineth falsehood?

Job 36 in Tamil and English

1 ଇଲୀହୁ ତା'ର କଥା ଜାରି ରଖି କହିଲା। ସେ କହିଲା
Elihu also proceeded, and said,

2 ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।
Suffer me a little, and I will shew thee that I have yet to speak on God’s behalf.

3 ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।
I will fetch my knowledge from afar, and will ascribe righteousness to my Maker.

4 ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।
For truly my words shall not be false: he that is perfect in knowledge is with thee.

5 ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।
Behold, God is mighty, and despiseth not any: he is mighty in strength and wisdom.

6 ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।
He preserveth not the life of the wicked: but giveth right to the poor.

7 ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।
He withdraweth not his eyes from the righteous: but with kings are they on the throne; yea, he doth establish them for ever, and they are exalted.

8 ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସମାନେେ ରସି ଓ ଜଞ୍ଜିର ରେ ବନ୍ଧା ହୁଅନ୍ତି।
And if they be bound in fetters, and be holden in cords of affliction;

9 ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।
Then he sheweth them their work, and their transgressions that they have exceeded.

10 ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।
He openeth also their ear to discipline, and commandeth that they return from iniquity.

11 ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।
If they obey and serve him, they shall spend their days in prosperity, and their years in pleasures.

12 ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।
But if they obey not, they shall perish by the sword, and they shall die without knowledge.

13 ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
But the hypocrites in heart heap up wrath: they cry not when he bindeth them.

14 ସହେି ଲୋକମାନେ ମରିବେ, ଯେତବେେଳେ ସମାନେେ ଅଦ୍ଯପି ୟୁବା, ମନ୍ଦିରର ପୁରୁଷ ବେଶ୍ଯାପରି।
They die in youth, and their life is among the unclean.

15 କିନ୍ତୁ ପରମେଶ୍ବର ଦୁଃଖୀ ଲୋକମାନଙ୍କୁ ସମାନଙ୍କେର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ବର ଏହି ଦୁଃଖ ମାଧ୍ଯମ ରେ ଲୋକମାନଙ୍କୁ ସଚତନେ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
He delivereth the poor in his affliction, and openeth their ears in oppression.

16 ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।
Even so would he have removed thee out of the strait into a broad place, where there is no straitness; and that which should be set on thy table should be full of fatness.

17 କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।
But thou hast fulfilled the judgment of the wicked: judgment and justice take hold on thee.

18 ତୁମ୍ଭର କୋରଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳ ରେ ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନଇେ ନଯାଉ।
Because there is wrath, beware lest he take thee away with his stroke: then a great ransom cannot deliver thee.

19 ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।
Will he esteem thy riches? no, not gold, nor all the forces of strength.

20 ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।
Desire not the night, when people are cut off in their place.

21 ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷଯ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।
Take heed, regard not iniquity: for this hast thou chosen rather than affliction.

22 ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
Behold, God exalteth by his power: who teacheth like him?

23 କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'
Who hath enjoined him his way? or who can say, Thou hast wrought iniquity?

24 ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।
Remember that thou magnify his work, which men behold.

25 ପ୍ରେତ୍ୟକକ ଲୋକ ପରମେଶ୍ବର କ'ଣ କରିଛନ୍ତି ଦେଖିପାରିବ। ଦୂର ଦେଶର ଲୋକମାନେ ସହେିସବୁ କଥା ଦେଖିପାରିବେ।
Every man may see it; man may behold it afar off.

26 ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
Behold, God is great, and we know him not, neither can the number of his years be searched out.

27 ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।
For he maketh small the drops of water: they pour down rain according to the vapour thereof:

28 ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।
Which the clouds do drop and distil upon man abundantly.

29 କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।
Also can any understand the spreadings of the clouds, or the noise of his tabernacle?

30 ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।
Behold, he spreadeth his light upon it, and covereth the bottom of the sea.

31 ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।
For by them judgeth he the people; he giveth meat in abundance.

32 ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।
With clouds he covereth the light; and commandeth it not to shine by the cloud that cometh betwixt.

33 ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ଯ ଆଗାମୀ ଝଡ଼ ବତାସ ଆସିବା ଜାଣିପାରନ୍ତି।
The noise thereof sheweth concerning it, the cattle also concerning the vapour.