ଆୟୁବ ପୁସ୍ତକ 13:8 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 13 ଆୟୁବ ପୁସ୍ତକ 13:8

Job 13:8
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ, କବଳେ ସେ ପରମେଶ୍ବର ବୋଲି ? ତୁମ୍ଭେ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ କି ?

Job 13:7Job 13Job 13:9

Job 13:8 in Other Translations

King James Version (KJV)
Will ye accept his person? will ye contend for God?

American Standard Version (ASV)
Will ye show partiality to him? Will ye contend for God?

Bible in Basic English (BBE)
Will you have respect for God's person in this cause, and put yourselves forward as his supporters?

Darby English Bible (DBY)
Will ye accept his person? will ye contend for ùGod?

Webster's Bible (WBT)
Will ye accept his person? will ye contend for God?

World English Bible (WEB)
Will you show partiality to him? Will you contend for God?

Young's Literal Translation (YLT)
His face do ye accept, if for God ye strive?

Will
ye
accept
הֲפָנָ֥יוhăpānāywhuh-fa-NAV
his
person?
תִּשָּׂא֑וּןtiśśāʾûntee-sa-OON
contend
ye
will
אִםʾimeem
for
God?
לָאֵ֥לlāʾēlla-ALE
תְּרִיבֽוּן׃tĕrîbûnteh-ree-VOON

Cross Reference

ହିତୋପଦେଶ 24:23
ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;

ଯାତ୍ରା ପୁସ୍ତକ 23:2
ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।

ଲେବୀୟ ପୁସ୍ତକ 19:15
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

ଆୟୁବ ପୁସ୍ତକ 32:21
ଅନ୍ୟ ବ୍ଯକ୍ତିମାନଙ୍କୁ ମୁଁ ଯଭେଳି ବ୍ଯବହାର କରେ, ଆୟୁବ ସହିତ ମୁଁ ସଭେଳି ବ୍ଯବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ ତାହା ମୁଁ କହିବି।

ଆୟୁବ ପୁସ୍ତକ 34:19
ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।

ମଲାଖୀ 2:9
ତୁମ୍ଭମାନେେ ଆମ୍ଭର ପଥ ଅନୁସରଣ କରିନାହଁ। ତୁମ୍ଭେ ଆମ୍ଭର ଶିକ୍ଷାଦ୍ବାରା ପକ୍ଷପାତିତା ଦଖାଇେଛ। ତେଣୁ ସମସ୍ତ ଲୋକମାନଙ୍କ ଆଗ ରେ ଆମ୍ଭେ ତୁମ୍ଭମାନଙ୍କୁ ଘୃଣିତ ଓ ଅପମାନିତ କରାଇବା।