Job 13:24
ହେ ପରମେଶ୍ବର, ଆପଣ କାହିଁକି ମାଠାରୁେ ଦୂ ରଇେ ଯାଉଛନ୍ତି, ଏବଂ ଶତ୍ରୁଭଳି ବ୍ଯବହାର କରୁଛନ୍ତି ?
Job 13:24 in Other Translations
King James Version (KJV)
Wherefore hidest thou thy face, and holdest me for thine enemy?
American Standard Version (ASV)
Wherefore hidest thou thy face, And holdest me for thine enemy?
Bible in Basic English (BBE)
Why is your face veiled from me, as if I was numbered among your haters?
Darby English Bible (DBY)
Wherefore dost thou hide thy face, and countest me for thine enemy?
Webster's Bible (WBT)
Why hidest thou thy face, and holdest me for thy enemy?
World English Bible (WEB)
Why hide you your face, And hold me for your enemy?
Young's Literal Translation (YLT)
Why dost Thou hide Thy face? And reckonest me for an enemy to Thee?
| Wherefore | לָֽמָּה | lāmmâ | LA-ma |
| hidest | פָנֶ֥יךָ | pānêkā | fa-NAY-ha |
| thou thy face, | תַסְתִּ֑יר | tastîr | tahs-TEER |
| holdest and | וְתַחְשְׁבֵ֖נִי | wĕtaḥšĕbēnî | veh-tahk-sheh-VAY-nee |
| me for thine enemy? | לְאוֹיֵ֣ב | lĕʾôyēb | leh-oh-YAVE |
| לָֽךְ׃ | lāk | lahk |
Cross Reference
ଆୟୁବ ପୁସ୍ତକ 19:11
ପରମେଶ୍ବରଙ୍କ ରାଗ ମାେ ବିରୁଦ୍ଧ ରେ ପ୍ରଜ୍ବଳିତ ହବୋ ରେ ଲାଗିଛି। ସେ ମାେତେ ତାଙ୍କର ଶତ୍ରୁ ଭାବୁଛନ୍ତି।
ଯିରିମିୟଙ୍କ ବିଳାପ 2:5
ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇଶ୍ରାୟେଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ବଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ଯା ମଧିଅରେ ଶାେକ ଓ ବିଳାପ ବୃଦ୍ଧି କରିଅଛନ୍ତି।
ଗୀତସଂହିତା 13:1
ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ୍ କାର୍ୟ୍ଯ କିଅବା ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ଆଗ୍ରହୀ ହାଇେ ନାହିଁ।
ଯିଶାଇୟ 8:17
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
ଗୀତସଂହିତା 88:14
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
ଗୀତସଂହିତା 44:24
ହେ ପରମେଶ୍ବର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ। ତୁମ୍ଭେ କ'ଣ ଆମ୍ଭର ଦୁଃଖ ଓ ୟନ୍ତ୍ରଣା ସବୁ ଭୁଲି ୟାଇଅଛ।
ଆୟୁବ ପୁସ୍ତକ 33:10
ମୁଁ କିଛି ଭୁଲ କରିନାହିଁ ଅଥଚ ପରମେଶ୍ବର ମାେ ବିପକ୍ଷ ରେ। ପରମେଶ୍ବର ମାେତେ ଶତ୍ରୁଭଳି ବ୍ଯବହାର କରନ୍ତି।
ଦିତୀୟ ବିବରଣ 32:20
ତେଣୁ ସଦାପ୍ରଭୁ କହିଲେ, 'ଆମ୍ଭେ ତାଙ୍କଠାରକ୍ସ୍ଟ ଦୂର ହବୋ, ତା'ପରେ ଦେଖିବା ତାଙ୍କର କ'ଣ ହେଉଛି। ସମାନେେ ବିଦ୍ରୋହୀ ଲୋକ ସମାନେେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ବସ୍ତତା ନାହିଁ
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:15
କିନ୍ତୁ ତାକୁ ଶତୃ ଭଳି ବ୍ଯବହାର ନ କରି, ଭାଇ ଭଳି ଚତଇେେ ଦିଅ।
ଗୀତସଂହିତା 77:6
ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ଗୀତସଂହିତା 10:1
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ। ଯେଉଁମାନେ ବିପଦରେ ପଡ଼ନ୍ତି ସମାନେେ ତୁମ୍ଭକୁ ଦେଖିପାରନ୍ତି ନାହିଁ।
ଆୟୁବ ପୁସ୍ତକ 31:35
ମୁଁ କାମନା କରେ ମାେ କଥା ଜଣେ କହେି ଶୁଣ। ମାେ ପକ୍ଷର କଥା କହିବାକୁ ମାେତେ ଦିଆଯାଉ। ମୁଁ ଚା ହେଁ ସର୍ବଶକ୍ତିମାନ ପରମେଶ୍ବର ମାେତେ ଉତ୍ତର ଦିଅନ୍ତୁ। ମୁଁ କ'ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଚା ହେଁ ସେ ତାହା ଲେଖି ଦିଅନ୍ତୁ।
ଆୟୁବ ପୁସ୍ତକ 30:21
ହେ ପରମେଶ୍ବର, ତୁମ୍ଭେ ଜାରେ ପବନ ଦ୍ବାରା ମାେତେ ଉଡ଼ାଇ ଦିଅ। ତୁମ୍ଭେ ମାେତେ ଝଡ଼ ଚାରିଆଡ଼େ ଫିଙ୍ଗିଦିଅ।
ଆୟୁବ ପୁସ୍ତକ 29:2
ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।
ଆୟୁବ ପୁସ୍ତକ 16:9
ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।
ଆୟୁବ ପୁସ୍ତକ 10:2
ମୁଁ ପରମେଶ୍ବରଙ୍କୁ କହି ପାରିବି, ' ମାେତେ କଳଙ୍କିତ କର ନାହିଁ। ମାେତେ କବଳେ ଏତିକି କୁହନ୍ତୁ, ମୁଁ କ'ଣ ଭୁଲ କରିଛି। ଆପଣଙ୍କର ମାେ ବିପକ୍ଷ ରେ କ'ଣ କହିବାର ଅଛି।
ପ୍ରଥମ ଶାମୁୟେଲ 28:16
ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ତୁମ୍ଭକୁ ପରିତ୍ଯାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷ ରେ ଅଛନ୍ତି। ତେଣୁ ତୁମ୍ଭେ ମାେତେ କାହିଁକି ବ୍ଯସ୍ତ କରୁଅଛ?