ଆୟୁବ ପୁସ୍ତକ 10
1 ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।
2 ମୁଁ ପରମେଶ୍ବରଙ୍କୁ କହି ପାରିବି, ' ମାେତେ କଳଙ୍କିତ କର ନାହିଁ। ମାେତେ କବଳେ ଏତିକି କୁହନ୍ତୁ, ମୁଁ କ'ଣ ଭୁଲ କରିଛି। ଆପଣଙ୍କର ମାେ ବିପକ୍ଷ ରେ କ'ଣ କହିବାର ଅଛି।
3 ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।
4 ହେ ପରମେଶ୍ବର, ତୁମ୍ଭର କ'ଣ ଚର୍ମର ଚକ୍ଷୁ ଅଛି। ମନୁଷ୍ଯମାନେ ଯେପରି ଦେଖନ୍ତି, ତୁମ୍ଭେ କ'ଣ ସପରେି ଦେଖ।
5 ତୁମ୍ଭର ଆଯୁ କ'ଣ ମନୁଷ୍ଯର ଆଯୁ ଭଳି କ୍ଷୀଣ। ତୁମ୍ଭର ଜୀବନ କ'ଣ ମନୁଷ୍ଯର ଜୀବନଭଳି କ୍ଷଣସ୍ଥାଯୀ?
6 ତୁମ୍ଭେ ମାରେ ଅଧର୍ମ ଓ ପାପକୁ ଖୋଜୁଛ।
7 ତୁମ୍ଭେ ତ ଜାଣ ମୁଁ ନିର୍ଦ୍ ଦୋଷ। କିନ୍ତୁ ତୁମ୍ଭ ହାତରୁ ମାେତେ କହେି ଉଦ୍ଧାର କରିପାରିବେ ନାହିଁ।
8 ହେ ପରମେଶ୍ବର, ତୁମ୍ଭେ ମାେତେ ତୁମ୍ଭ ହାତ ରେ ଗଢ଼ିଛ। ମାରେ ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମାେତେ ଧ୍ବଂସ କରିଛ।
9 ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?
10 ତୁମ୍ଭେ କ୍ଷୀର ପରି ମାେତେ ଢ଼ାଳି ଦଇେଛ, ତୁମ୍ଭେ ଛନୋ ପରି ମାେତେ ଘୁରାଅ ଏବଂ ଚିପୁଡ଼ି ଦିଅ।
11 ଏତେ ତୁମ୍ଭେ ମାେତେ ହାଡ ଓ ଶିରା ରେ ମାରେ ଶରୀର ଗଢ଼ିଛ ତା'ପରେ ଚର୍ମ ଓ ମାଂସ ରେ ମାରେ ଶରୀର ଆଚ୍ଛାଦିତ କରିଛ।
12 ତୁମ୍ଭେ ମାେତେ ଜୀବନ ଦାନ କରିଛ ଏବଂ ମାେତେ ଦୟା ଦଖାଇେଛ। ତୁମ୍ଭେ ମାରେ ଯତ୍ନ ନଇେଛ ଏବଂ ମାରେ ଆତ୍ମାର ପର୍ୟ୍ଯବେକ୍ଷକ ହାଇେଛ।
13 ତଥାପି ଏସବୁ ବିଷଯ ତୁମ୍ଭେ ତୁମ୍ଭ ହୃଦଯ ରେ ଗୋପନ ରଖିଥିଲ ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାଯ। ହଁ, ମୁଁ ଜାଣେ ଏହାହିଁ ତୁମ୍ଭ ମନର ବିଚାର।
14 ଯଦି ମୁଁ ପାପ କରିଛି, ତୁମ୍ଭେ ମାେତେ ଦେଖିବ, ଯେ ହତେୁ ତୁମ୍ଭେ ମାେତେ ଅଧର୍ମ କରିଥିବାରୁ ଶାସ୍ତି ଦବେ।
15 ମୁଁ ଯେତବେେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମାେ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ ଦୋଷ ମୁଁ ମୁଣ୍ଡ ଟକେି ପା ରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
16 ଯଦି ମାେ ଜୀବନ ରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ ବା ମୁଣ୍ଡ ଟକେି ବାଟ ଚାଲିବାର ଶକ୍ତି ହାସଲ କରୁଛି। ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମାେ ବିରୁଦ୍ଧ ରେ ପ୍ରଯୋଗ କରୁଛ।
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମାେ ବିରୁଦ୍ଧ ରେ ନଇେଆସ ମାେତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମାେ ଉପରେ ବାରମ୍ବାର ନାନା ପ୍ରକାର ରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ଯ ପରେ ସୈନ୍ଯ ମାେ ବରୁଦ୍ଧ ରେ ପଠାଇଛ।
18 ହେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ଜନ୍ମ ହବୋକୁ ଦଲେ ? ମୁଁ ଇଚ୍ଛା କରେ କହେି ମାେତେ ଦେଖିବା ପୂର୍ବରୁ ମରିୟାଇଥାନ୍ତି।
19 ମାେତେ ଭଲ ହାଇେଥାଆନ୍ତା ଯଦି ମୁଁ ବଞ୍ଚି ନ ଥାଆନ୍ତି। କି ମାତୃଗର୍ଭରୁ ସିଧା କବରକୁ ୟାଇଥିଲେ ଭଲ ହାଇେଥାନ୍ତା।
20 ମାରେ ଜୀବନ ପ୍ରାଯ ଶଷେ ହାଇୟୋଇଛି, ତେଣୁ ମାେତେ ଛାଡ଼ି ଦିଅ। ଯାହା କିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
21 ପୂର୍ବରୁ ମୁଁ ସହେି ସ୍ଥାନକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ। ଯାହା ମୃତ୍ଯୁ ଓ ଅନ୍ଧକାର ଅଟେ।
22 ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।
1 My soul is weary of my life; I will leave my complaint upon myself; I will speak in the bitterness of my soul.
2 I will say unto God, Do not condemn me; shew me wherefore thou contendest with me.
3 Is it good unto thee that thou shouldest oppress, that thou shouldest despise the work of thine hands, and shine upon the counsel of the wicked?
4 Hast thou eyes of flesh? or seest thou as man seeth?
5 Are thy days as the days of man? are thy years as man’s days,
6 That thou inquirest after mine iniquity, and searchest after my sin?
7 Thou knowest that I am not wicked; and there is none that can deliver out of thine hand.
8 Thine hands have made me and fashioned me together round about; yet thou dost destroy me.
9 Remember, I beseech thee, that thou hast made me as the clay; and wilt thou bring me into dust again?
10 Hast thou not poured me out as milk, and curdled me like cheese?
11 Thou hast clothed me with skin and flesh, and hast fenced me with bones and sinews.
12 Thou hast granted me life and favour, and thy visitation hath preserved my spirit.
13 And these things hast thou hid in thine heart: I know that this is with thee.
14 If I sin, then thou markest me, and thou wilt not acquit me from mine iniquity.
15 If I be wicked, woe unto me; and if I be righteous, yet will I not lift up my head. I am full of confusion; therefore see thou mine affliction;
16 For it increaseth. Thou huntest me as a fierce lion: and again thou shewest thyself marvellous upon me.
17 Thou renewest thy witnesses against me, and increasest thine indignation upon me; changes and war are against me.
18 Wherefore then hast thou brought me forth out of the womb? Oh that I had given up the ghost, and no eye had seen me!
19 I should have been as though I had not been; I should have been carried from the womb to the grave.
20 Are not my days few? cease then, and let me alone, that I may take comfort a little,
21 Before I go whence I shall not return, even to the land of darkness and the shadow of death;
22 A land of darkness, as darkness itself; and of the shadow of death, without any order, and where the light is as darkness.
Job 4 in Tamil and English
1 അതിന്നു തേമാന്യനായ എലീഫസ് ഉത്തരം പറഞ്ഞതെന്തെന്നാൽ:
Then Eliphaz the Temanite answered and said,
2 നിന്നോടു സംസാരിപ്പാൻ തുനിഞ്ഞാൽ നീ മുഷിയുമോ? എന്നാൽ വാക്കടക്കുവാൻ ആർക്കു കഴിയും?
If we assay to commune with thee, wilt thou be grieved? but who can withhold himself from speaking?
3 നീ പലരേയും ഉപദേശിച്ചു തളർന്ന കൈകളെ ശക്തീകരിച്ചിരിക്കുന്നു.
Behold, thou hast instructed many, and thou hast strengthened the weak hands.
4 വീഴുന്നവനെ നിന്റെ വാക്കു താങ്ങി കുഴയുന്ന മുഴങ്കാൽ നീ ഉറപ്പിച്ചിരിക്കുന്നു.
Thy words have upholden him that was falling, and thou hast strengthened the feeble knees.
5 ഇപ്പോൾ നിനക്കതു ഭവിച്ചിട്ടു നീ വിഷാദിക്കുന്നു; നിനക്കതു തട്ടീട്ടു നീ ഭ്രമിച്ചുപോകുന്നു.
But now it is come upon thee, and thou faintest; it toucheth thee, and thou art troubled.
6 നിന്റെ ഭക്തി നിന്റെ ആശ്രയമല്ലയോ? നിന്റെ നടപ്പിന്റെ നിർമ്മലത നിന്റെ പ്രത്യാശയല്ലയോ?
Is not this thy fear, thy confidence, thy hope, and the uprightness of thy ways?
7 ഓർത്തു നോക്കുക: നിർദ്ദോഷിയായി നശിച്ചവൻ ആർ? നേരുള്ളവർ എവിടെ മുടിഞ്ഞുപോയിട്ടുള്ളു?
Remember, I pray thee, who ever perished, being innocent? or where were the righteous cut off?
8 ഞാൻ കണ്ടേടത്തോളം അന്യായം ഉഴുതു കഷ്ടത വിതെക്കുന്നവർ അതു തന്നേ കൊയ്യുന്നു.
Even as I have seen, they that plow iniquity, and sow wickedness, reap the same.
9 ദൈവത്തിന്റെ ശ്വാസത്താൽ അവർ നശിക്കുന്നു; അവന്റെ കോപത്തിന്റെ ഊത്തിനാൽ മുടിഞ്ഞുപോകുന്നു.
By the blast of God they perish, and by the breath of his nostrils are they consumed.
10 സിംഹത്തിന്റെ ഗർജ്ജനവും കേസരിയുടെ നാദവും ബാലസിംഹങ്ങളുടെ ദന്തങ്ങളും അറ്റുപോയി.
The roaring of the lion, and the voice of the fierce lion, and the teeth of the young lions, are broken.
11 സിംഹം ഇരയില്ലായ്കയാൽ നശിക്കുന്നു; സിംഹിയുടെ കുട്ടികൾ ചിതറിപ്പോകുന്നു;
The old lion perisheth for lack of prey, and the stout lion’s whelps are scattered abroad.
12 എന്റെ അടുക്കൽ ഒരു ഗൂഢവചനം എത്തി; അതിന്റെ മന്ദസ്വരം എന്റെ ചെവിയിൽ കടന്നു.
Now a thing was secretly brought to me, and mine ear received a little thereof.
13 മനുഷ്യർക്കു ഗാഢനിദ്ര പിടിക്കുന്നേരം രാത്രിദർശനങ്ങളാലുള്ള മനോഭാവനകളിൽ ഭയവും നടുക്കവും എന്നെ പിടിച്ചു.
In thoughts from the visions of the night, when deep sleep falleth on men,
14 എന്റെ അസ്ഥികൾ ഒക്കെയും കുലുങ്ങിപ്പോയി.
Fear came upon me, and trembling, which made all my bones to shake.
15 ഒരാത്മാവു എന്റെ മുഖത്തിന്നെതിരെ കടന്നു എന്റെ ദേഹത്തിന്നു രോമഹർഷം ഭവിച്ചു.
Then a spirit passed before my face; the hair of my flesh stood up:
16 ഒരു പ്രതിമ എന്റെ കണ്ണിന്നെതിരെ നിന്നു; എങ്കിലും അതിന്റെ രൂപം ഞാൻ തിരിച്ചറിഞ്ഞില്ല; മന്ദമായോരു സ്വരം ഞാൻ കേട്ടതെന്തെന്നാൽ:
It stood still, but I could not discern the form thereof: an image was before mine eyes, there was silence, and I heard a voice, saying,
17 മർത്യൻ ദൈവത്തിലും നീതിമാൻ ആകുമോ? നരൻ സ്രഷ്ടാവിലും നിർമ്മലനാകുമോ?
Shall mortal man be more just than God? shall a man be more pure than his maker?
18 ഇതാ, സ്വദാസന്മാരിലും അവന്നു വിശ്വാസമില്ല; തന്റെ ദൂതന്മാരിലും അവൻ കുറ്റം ആരോപിക്കുന്നു.
Behold, he put no trust in his servants; and his angels he charged with folly:
19 പൊടിയിൽനിന്നുത്ഭവിച്ചു മണ്പുരകളിൽ പാർത്തു പുഴുപോലെ ചതെഞ്ഞു പോകുന്നവരിൽ എത്ര അധികം!
How much less in them that dwell in houses of clay, whose foundation is in the dust, which are crushed before the moth?
20 ഉഷസ്സിന്നും സന്ധ്യെക്കും മദ്ധ്യേ അവർ തകർന്നു പോകുന്നു; ആരും ഗണ്യമാക്കാതെ അവർ എന്നേക്കും നശിക്കുന്നു.
They are destroyed from morning to evening: they perish for ever without any regarding it.
21 അവരുടെ കൂടാരക്കയറു അറ്റുപോയിട്ടു അവർ ജ്ഞാനഹീനരായി മരിക്കുന്നില്ലയോ?
Doth not their excellency which is in them go away? they die, even without wisdom.