ଯିରିମିୟ 9
1 ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।
2 ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।
3 ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।
4 ତୁମ୍ଭମାନେେ ପ୍ରେତ୍ୟକକ ପ୍ରତିବେଶୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ବାସ କର ନାହିଁ। କାରଣ ପ୍ରେତ୍ୟକକ ଭ୍ରାତା ପ୍ରତାରକ ଓ ପ୍ରେତ୍ୟକକ ପ୍ରତିବେଶୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
5 ସମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକୁ ପ୍ରବ୍ଯଞ୍ଚନା କରିବେ ଓ କବେେ ସତ୍ଯକଥା କହିବେ ନାହିଁ। ସମାନେେ ମିଥ୍ଯା କହିବାକୁ ନିଜ ନିଜ ଜିହ୍ବାକୁ ଶିଖାଇ ଅଛନ୍ତି। ଥକିବା ପର୍ୟ୍ଯନ୍ତ ସମାନେେ ମନ୍ଦକର୍ମ କରନ୍ତି।
6 ଗୋଟିଏ ମନ୍ଦକର୍ମ ପ ରେ ଅନ୍ୟ ଏକ ମନ୍ଦକର୍ମ ଚାଲେ ଓ ପ୍ରବଞ୍ଚନା ଲାଗି ରହେ। ତେଣୁ ସଦାପ୍ରଭୁ କହନ୍ତି, ଏହି ମିଥ୍ଯା ଓ ପ୍ରବଞ୍ଚନା ଯୋଗୁଁ ସମାନେେ ଆମ୍ଭକୁ ଜାଣିବାକୁ ଅସ୍ବୀକାର କରନ୍ତି।
7 ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନି ରେ ତରଳାଏ, ସହେିପରି ଆମ୍ଭେ ସମାନଙ୍କେୁ ପରୀକ୍ଷା କରିବା। ଆମ୍ଭ ଲୋକମାନେ ପାପ କରିଥିବା ହତେୁ ଆଉ ଆମ୍ଭେ କ'ଣ କରିପାରିବା ?
8 ସମାନଙ୍କେର ଜିହ୍ବା ପ୍ରାଣନାଶକ ବାଣସ୍ବରୂପ। ତାହା କବଳେ ମିଥ୍ଯା ଓ ପ୍ରବଞ୍ଚନାର କଥା କ ହେ। ସମାନେେ ମୁହଁ ରେ ପ୍ରତିବେଶୀ ସହିତ ପ୍ ରମାେଳାପ କରନ୍ତି, ମାତ୍ର ଅନ୍ତର ରେ ସମାନଙ୍କେୁ ବିନାଶ କରିବାକୁ ଯୋଜନା କରନ୍ତି।
9 ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପ୍ରତିଫଳ ଦବୋ। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ'ଣ ରହିପାରିବା ?
10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।
11 ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ଯକ୍ତି ଏଠା ରେ ଅଛନ୍ତି କି ? ସଦାପ୍ରଭୁଙ୍କ ଦ୍ବାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ଯକ୍ତ କରିବାକୁ କହେି ବ୍ଯକ୍ତି ଅଛି କି ? ଦେଶ କାହିଁକି ଧ୍ବଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦଗ୍ଧିଭୂତ ହେଲା, କହେି ସଠାେ ରେ ୟାତାଯାତ କଲେ ନାହିଁ ?
13 ଏସବୁର କାରଣ ସଦାପ୍ରଭୁ କହନ୍ତି, ତାହା ହେଲା ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଆମ୍ଭର ଯେଉଁ ବ୍ଯବସ୍ଥାମାନ ରଖିଲୁ ତାହା ସମାନେେ ପରିତ୍ଯାଗ କରିଅଛନ୍ତି। ଆମ୍ଭର ବାକ୍ଯ ପାଳନ କରି ନାହାଁନ୍ତି କି ତଦନୁସା ରେ ଆଚରଣ କରି ନାହାଁନ୍ତି।
14 ସମାନେେ ନିଜ ଇଚ୍ଛାନୁସା ରେ ଅବାଧ୍ଯ ହାଇେଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସା ରେ ବାଲ୍ଦବେ ତାଙ୍କର ଅନୁଗାମୀ ହାଇେ ଆଚରଣ କରିଅଛନ୍ତି।
15 ତେଣୁ ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସମାନଙ୍କେୁ ପାନ କରିବାକୁ ଦବୋ।
16 ସମାନେେ କିଅବା ସମାନଙ୍କେର ପୂର୍ବପୁରୁଷ ଜାଣି ନ ଥିବା ଦେଶୀଯମାନଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କରିବା। ସମାନଙ୍କେୁ ସଂହାର ନ କରିବା ୟାଏ ସମାନଙ୍କେ ପଛ ରେ ଖଡ୍ଗ ପଠାଇବା।
17 ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
18 ସମାନେେ କହନ୍ତି, ' ସହେି ସ୍ତ୍ରୀ ଲୋକମାନେ ଶୀଘ୍ର ଆସନ୍ତୁ ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ। ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହବେ ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହବେ।'
19 କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି। 'ଆମ୍ଭମାନେେ ପ୍ରକୃତ ରେ ବିନଷ୍ଟ ହାଇେଅଛୁ। ଆମ୍ଭମାନେେ ବିଶଷେ ଭାବରେ ଲଜ୍ଜିତ, କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହାଇେଅଛି ଓ ଆମ୍ଭମାନେେ ଦେଶ ପରିତ୍ଯାଗ କରିଅଛୁ।'
20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ଯ ଶୁଣ, ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ଯ ଗ୍ରହଣ କରୁ। ଆଉ ତୁମ୍ଭମାନେେ ନିଜ ନିଜ କନ୍ଯାମାନଙ୍କୁ ହାହାକାର କରିବାକୁ ଓ ପ୍ରେତ୍ୟକକ ନିଜ ପ୍ରତିବେଶୀନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
21 'କାରଣ ମୃତ୍ଯୁ ଆମ୍ଭମାନଙ୍କର ଝରକା ଦଇେ ଆମ୍ଭମାନଙ୍କର ପ୍ରାସାଦ ରେ ପ୍ରବେଶ କରିଅଛି। ଏହା ବାହା ରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କ ରେ ୟୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।'
22 'ଯିରିମିୟ ଏହା କହନ୍ତି, 'ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମନୁଷ୍ଯମାନଙ୍କର ଶବ ଖତପରି କ୍ଷେତ୍ର ରେ ପଡ଼ି ରହିବ ଆଉ ଶସ୍ଯ ଚ୍ଛଦନକୋରୀର ଶସ୍ଯ ପଛ ରେ ପଡ଼ିଲା ପରି ସମାନେେ କ୍ଷେତ୍ର ରେ ପଡ଼ି ରହିବେ। କହେି ସମାନଙ୍କେୁ ସଂଗ୍ରହ କରିବାକୁ ନ ଥିବେ।'
23 ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।
24 ଯଦି କହେି ଦର୍ପ କରିବ, ତବେେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁଙ୍କ ଜଗତ ରେ ସ୍ନହେ, କରୁଣା ବିଚାର ଓ ଧର୍ମସାଧନ କରୁ, କାରଣ ସଦାପ୍ରଭୁ କହନ୍ତି ଏସବୁ ରେ ଆମ୍ଭର ସନ୍ତାଷେ ଥାଏ।
25 ସଦାପ୍ରଭୁ କହନ୍ତି ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସମାନଙ୍କେର ଅସୁନ୍ନତ ଅନୁସାରେ ଦଣ୍ଡ ଦବୋ, ଏପରି ସମୟ ଆସୁଅଛି।
26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମାନେ ଓ ମାୟୋବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦବୋ, କାରଣ ସମାନେେ ଶରୀର ରେ ଅସୁନ୍ନତ ମାତ୍ର ସମଗ୍ର ଇଶ୍ରାୟେଲ ଅନ୍ତଃକରଣ ରେ ଅସୁନ୍ନତ ଅଟନ୍ତି।
1 Oh that my head were waters, and mine eyes a fountain of tears, that I might weep day and night for the slain of the daughter of my people!
2 Oh that I had in the wilderness a lodging place of wayfaring men; that I might leave my people, and go from them! for they be all adulterers, an assembly of treacherous men.
3 And they bend their tongues like their bow for lies: but they are not valiant for the truth upon the earth; for they proceed from evil to evil, and they know not me, saith the Lord.
4 Take ye heed every one of his neighbour, and trust ye not in any brother: for every brother will utterly supplant, and every neighbour will walk with slanders.
5 And they will deceive every one his neighbour, and will not speak the truth: they have taught their tongue to speak lies, and weary themselves to commit iniquity.
6 Thine habitation is in the midst of deceit; through deceit they refuse to know me, saith the Lord.
7 Therefore thus saith the Lord of hosts, Behold, I will melt them, and try them; for how shall I do for the daughter of my people?
8 Their tongue is as an arrow shot out; it speaketh deceit: one speaketh peaceably to his neighbour with his mouth, but in heart he layeth his wait.
9 Shall I not visit them for these things? saith the Lord: shall not my soul be avenged on such a nation as this?
10 For the mountains will I take up a weeping and wailing, and for the habitations of the wilderness a lamentation, because they are burned up, so that none can pass through them; neither can men hear the voice of the cattle; both the fowl of the heavens and the beast are fled; they are gone.
11 And I will make Jerusalem heaps, and a den of dragons; and I will make the cities of Judah desolate, without an inhabitant.
12 Who is the wise man, that may understand this? and who is he to whom the mouth of the Lord hath spoken, that he may declare it, for what the land perisheth and is burned up like a wilderness, that none passeth through?
13 And the Lord saith, Because they have forsaken my law which I set before them, and have not obeyed my voice, neither walked therein;
14 But have walked after the imagination of their own heart, and after Baalim, which their fathers taught them:
15 Therefore thus saith the Lord of hosts, the God of Israel; Behold, I will feed them, even this people, with wormwood, and give them water of gall to drink.
16 I will scatter them also among the heathen, whom neither they nor their fathers have known: and I will send a sword after them, till I have consumed them.
17 Thus saith the Lord of hosts, Consider ye, and call for the mourning women, that they may come; and send for cunning women, that they may come:
18 And let them make haste, and take up a wailing for us, that our eyes may run down with tears, and our eyelids gush out with waters.
19 For a voice of wailing is heard out of Zion, How are we spoiled! we are greatly confounded, because we have forsaken the land, because our dwellings have cast us out.
20 Yet hear the word of the Lord, O ye women, and let your ear receive the word of his mouth, and teach your daughters wailing, and every one her neighbour lamentation.
21 For death is come up into our windows, and is entered into our palaces, to cut off the children from without, and the young men from the streets.
22 Speak, Thus saith the Lord, Even the carcases of men shall fall as dung upon the open field, and as the handful after the harvestman, and none shall gather them.
23 Thus saith the Lord, Let not the wise man glory in his wisdom, neither let the mighty man glory in his might, let not the rich man glory in his riches:
24 But let him that glorieth glory in this, that he understandeth and knoweth me, that I am the Lord which exercise lovingkindness, judgment, and righteousness, in the earth: for in these things I delight, saith the Lord.
25 Behold, the days come, saith the Lord, that I will punish all them which are circumcised with the uncircumcised;
26 Egypt, and Judah, and Edom, and the children of Ammon, and Moab, and all that are in the utmost corners, that dwell in the wilderness: for all these nations are uncircumcised, and all the house of Israel are uncircumcised in the heart.
Exodus 36 in Tamil and English
1 పరిశుద్ధస్థలముయొక్క సేవనిమిత్తము ప్రతివిధమైన పనిచేయ తెలిసికొనుటకై యెహోవా ఎవరికి ప్రజ్ఞావివేకములు కలుగజేసెనో అట్టి బెసలేలును అహోలీయాబును మొదలైన ప్రజ్ఞావంతులందరును యెహోవా ఆజ్ఞాపించిన అంతటిచొప్పున చేయుదురనెను.
Then wrought Bezaleel and Aholiab, and every wise hearted man, in whom the Lord put wisdom and understanding to know how to work all manner of work for the service of the sanctuary, according to all that the Lord had commanded.
2 బెసలేలును అహోలీ యాబును యెహోవా ఎవరి హృదయములో ప్రజ్ఞ పుట్టించెనో ఆ పని చేయుటకు ఎవని హృదయము వాని రేపెనో వారి నందరిని మోషే పిలిపించెను.
And Moses called Bezaleel and Aholiab, and every wise hearted man, in whose heart the Lord had put wisdom, even every one whose heart stirred him up to come unto the work to do it:
3 ఆ పని చేయుటకై వారు పరిశుద్ధస్థలముయొక్క సేవకొరకు ఇశ్రాయేలీయులు తెచ్చిన అర్పణములన్నిటిని మోషేయొద్ద నుండి తీసికొనిరి. అయినను ఇశ్రాయేలీయులు ఇంక ప్రతి ఉదయమున మనఃపూర్వకముగా అర్పణములను అతని యొద్దకు తెచ్చు చుండిరి.
And they received of Moses all the offering, which the children of Israel had brought for the work of the service of the sanctuary, to make it withal. And they brought yet unto him free offerings every morning.
4 అప్పుడు పరిశుద్ధస్థల సంబంధమైన పని అంతయు చేయు ప్రజ్ఞావంతులందరిలో ప్రతివాడు తాను చేయుపని విడిచివచ్చి
And all the wise men, that wrought all the work of the sanctuary, came every man from his work which they made;
5 మోషేతోచేయవలెనని యెహోవా ఆజ్ఞాపించిన పని విషయమైన సేవకొరకు ప్రజలు కావలసిన దానికంటె బహు విస్తారము తీసికొని వచ్చుచున్నారని చెప్పగా
And they spake unto Moses, saying, The people bring much more than enough for the service of the work, which the Lord commanded to make.
6 మోషేపరిశుద్ధస్థలమునకు ఏ పురుషుడైనను ఏ స్త్రీయైనను ఇకమీదట ఏ అర్పణనైనను తేవద్దని ఆజ్ఞాపించెను గనుక పాళె మందంతటను ఆ మాట చాటించిరి; ఆ పని అంతయు చేయునట్లు దానికొరకు వారు తెచ్చిన సామగ్రి చాలినది, అది అత్యధికమైనది
And Moses gave commandment, and they caused it to be proclaimed throughout the camp, saying, Let neither man nor woman make any more work for the offering of the sanctuary. So the people were restrained from bringing.
7 గనుక ప్రజలు తీసికొనివచ్చుట మానిరి.
For the stuff they had was sufficient for all the work to make it, and too much.
8 ఆ పని చేసినవారిలో ప్రజ్ఞగల ప్రతివాడును మందిరమును పది తెరలతో చేసెను. అతడు వాటిని నీల ధూమ్ర రక్తవర్ణములుగల పేనిన సన్ననారతో చిత్రకారుని పనియైన కెరూబులు గలవాటినిగా చేసెను.
And every wise hearted man among them that wrought the work of the tabernacle made ten curtains of fine twined linen, and blue, and purple, and scarlet: with cherubims of cunning work made he them.
9 ప్రతి తెరపొడుగు ఇరువది యెనిమిది మూరలు; ప్రతి తెర వెడల్పు నాలుగు మూరలు; ఆ తెరలన్నిటి కొలత ఒక్కటే.
The length of one curtain was twenty and eight cubits, and the breadth of one curtain four cubits: the curtains were all of one size.
10 అయిదు తెరలను ఒక దానితో ఒకటి కూర్చెను; మిగిలిన అయిదు తెరలను ఒకదానితో ఒకటి కూర్చెను.
And he coupled the five curtains one unto another: and the other five curtains he coupled one unto another.
11 మొదటి కూర్పు చివరనున్న తెర అంచున నీలినూలుతో కొలుకులను చేసెను. రెండవ కూర్పున వెలుపటి తెర అంచున అట్లు చేసెను.
And he made loops of blue on the edge of one curtain from the selvedge in the coupling: likewise he made in the uttermost side of another curtain, in the coupling of the second.
12 ఒక తెరలో ఏబది కొలుకులను చేసెను, రెండవ కూర్పునున్న తెర అంచున ఏబదికొలుకులను చేసెను. ఈ కొలుకులు ఒక దానితో ఒకటి సరిగా నుండెను.
Fifty loops made he in one curtain, and fifty loops made he in the edge of the curtain which was in the coupling of the second: the loops held one curtain to another.
13 మరియు అతడు ఏబది బంగారు గుండీలను చేసి ఆ గుండీలచేత ఆ తెరలను ఒక దానితో ఒకటి కూర్పగా అది ఒక్క మందిరముగా ఉండెను.
And he made fifty taches of gold, and coupled the curtains one unto another with the taches: so it became one tabernacle.
14 మరియు మందిరముమీద గుడారముగా మేకవెండ్రుక లతో తెరలను చేసెను; వాటిని పదకొండు తెరలనుగాచేసెను.
And he made curtains of goats’ hair for the tent over the tabernacle: eleven curtains he made them.
15 ప్రతి తెర పొడుగు ముప్పది మూరలు ప్రతి తెర వెడల్పు నాలుగుమూరలు;
The length of one curtain was thirty cubits, and four cubits was the breadth of one curtain: the eleven curtains were of one size.
16 ఆ పదకొండు తెరల కొలత ఒక్కటే. అయిదు తెరలను ఒకటిగాను ఆరు తెరలను ఒకటిగాను కూర్చెను.
And he coupled five curtains by themselves, and six curtains by themselves.
17 మొదటి కూర్పునందలి వెలుపటి తెర అంచున ఏబదికొలుకులను చేసెను. మరియు రెండవ కూర్పునందలి వెలుపటి తెర అంచున ఏబది కొలుకు లను చేసెను.
And he made fifty loops upon the uttermost edge of the curtain in the coupling, and fifty loops made he upon the edge of the curtain which coupleth the second.
18 ఆ గుడారము ఒక్కటిగా నుండునట్లు దాని కూర్చుటకు ఏబది యిత్తడి గుండీలను చేసెను.
And he made fifty taches of brass to couple the tent together, that it might be one.
19 మరియు ఎఱ్ఱరంగు వేసిన పొట్టేళ్ల తోళ్లతో గుడారము కొరకు కప్పును దానికి మీదుగా సముద్రవత్సల తోళ్లతో పైకప్పును చేసెను.
And he made a covering for the tent of rams’ skins dyed red, and a covering of badgers’ skins above that.
20 మరియు అతడు మందిరమునకు తుమ్మకఱ్ఱతో నిలువు పలకలు చేసెను.
And he made boards for the tabernacle of shittim wood, standing up.
21 పలక పొడుగు పది మూరలు పలక వెడల్పు మూరెడునర.
The length of a board was ten cubits, and the breadth of a board one cubit and a half.
22 ప్రతి పలకకు ఒకదాని కొకటి సమదూరముగల కుసులు రెండు ఉండెను. అట్లు మంది రముయొక్క పలకలన్నిటికి చేసెను.
One board had two tenons, equally distant one from another: thus did he make for all the boards of the tabernacle.
23 కుడివైపున, అనగా దక్షిణ దిక్కున ఇరువది పలకలుండునట్లు మందిరమునకు పలకలు చేసెను.
And he made boards for the tabernacle; twenty boards for the south side southward:
24 ఒక్కొక్క పలక క్రింద దాని రెండు కుసులకు రెండు దిమ్మలను, ఆ యిరువది పలకల క్రింద నలుబది వెండి దిమ్మలను చేసెను.
And forty sockets of silver he made under the twenty boards; two sockets under one board for his two tenons, and two sockets under another board for his two tenons.
25 మందిరముయొక్క రెండవ ప్రక్కకు, అనగా ఉత్తర దిక్కున ఇరువది పలకలను వాటి నలుబది వెండి దిమ్మలను,
And for the other side of the tabernacle, which is toward the north corner, he made twenty boards,
26 అనగా ఒక్కొక్క పలక క్రింద రెండు దిమ్మలను ఒక పలక క్రింద రెండు దిమ్మ లను చేసెను.
And their forty sockets of silver; two sockets under one board, and two sockets under another board.
27 పడమటి దిక్కున మందిరముయొక్క వెనుక ప్రక్కను ఆరు పలకలు చేసెను.
And for the sides of the tabernacle westward he made six boards.
28 వెనుకప్రక్కను మందిరము యొక్క మూలలకు రెండు పలకలను చేసెను.
And two boards made he for the corners of the tabernacle in the two sides.
29 అవి అడుగున కూర్చబడి మొదటి ఉంగరముదాక ఒక దానితో ఒకటి శిఖరమున కూర్చబడినవి. అట్లు రెండు మూలలలో ఆ రెండు పలకలు చేసెను.
And they were coupled beneath, and coupled together at the head thereof, to one ring: thus he did to both of them in both the corners.
30 ఎనిమిది పలక లుండెను; వాటి వెండి దిమ్మలు పదునారు దిమ్మలు; ప్రతి పలక క్రింద రెండు దిమ్మలుండెను.
And there were eight boards; and their sockets were sixteen sockets of silver, under every board two sockets.
31 మరియు అతడు తుమ్మ కఱ్ఱతో అడ్డకఱ్ఱలను చేసెను. మందిరముయొక్క ఒకప్రక్క పలకకు అయిదు అడ్డ కఱ్ఱలను
And he made bars of shittim wood; five for the boards of the one side of the tabernacle,
32 మందిరముయొక్క రెండవ ప్రక్క పలకలకు అయిదు అడ్డకఱ్ఱలను, పడమటివైపున మందిరము యొక్క వెనుక ప్రక్క పలకలకు అయిదు అడ్డకఱ్ఱలను చేసెను.
And five bars for the boards of the other side of the tabernacle, and five bars for the boards of the tabernacle for the sides westward.
33 పలకల మధ్యనుండు నడిమి అడ్డకఱ్ఱను ఈ కొననుండి ఆ కొనవరకు చేరియుండ చేసెను.
And he made the middle bar to shoot through the boards from the one end to the other.
34 ఆ పలకలకు బంగారు రేకులు పొదిగించి వాటి అడ్డకఱ్ఱలుండు వాటి ఉంగరములను బంగారుతో చేసి అడ్డ కఱ్ఱలకు బంగారు రేకులను పొదిగించెను.
And he overlaid the boards with gold, and made their rings of gold to be places for the bars, and overlaid the bars with gold.
35 మరియు అతడు నీల ధూమ్ర రక్తవర్ణములుగల అడ్డతెరను పేనిన సన్ననారతో చేసెను, చిత్రకారునిపనియైన కెరూబులుగలదానిగా దాని చేసెను.
And he made a vail of blue, and purple, and scarlet, and fine twined linen: with cherubims made he it of cunning work.
36 దాని కొరకు తుమ్మకఱ్ఱతో నాలుగు స్తంభములనుచేసి వాటికి బంగారు రేకులను పొదిగించెను. వాటి వంకులు బంగారువి, వాటికొరకు నాలుగు వెండి దిమ్మలను పోతపోసెను.
And he made thereunto four pillars of shittim wood, and overlaid them with gold: their hooks were of gold; and he cast for them four sockets of silver.
37 మరియు అతడు గుడారపు ద్వారముకొరకు నీల ధూమ్ర రక్తవర్ణములుగల పేనిన సన్ననారతో బుటా పనియైన అడ్డ తెరను చేసెను.
And he made an hanging for the tabernacle door of blue, and purple, and scarlet, and fine twined linen, of needlework;
38 దాని అయిదు స్తంభములను వాటి దిమ్మలను చేసి వాటి బోదెలకును వాటి పెండె బద్దలకును బంగారు రేకులను పొదిగించెను; వాటి అయిదు దిమ్మలు ఇత్తడివి.
And the five pillars of it with their hooks: and he overlaid their chapiters and their fillets with gold: but their five sockets were of brass.