ଯିରିମିୟ 5:8 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 5 ଯିରିମିୟ 5:8

Jeremiah 5:8
ସମାନେେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରେତ୍ୟକକ ତା'ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।

Jeremiah 5:7Jeremiah 5Jeremiah 5:9

Jeremiah 5:8 in Other Translations

King James Version (KJV)
They were as fed horses in the morning: every one neighed after his neighbour's wife.

American Standard Version (ASV)
They were as fed horses roaming at large; every one neighed after his neighbor's wife.

Bible in Basic English (BBE)
They were full of desire, like horses after a meal of grain: everyone went after his neighbour's wife.

Darby English Bible (DBY)
[As] well fed horses, they roam about, every one neigheth after his neighbour's wife.

World English Bible (WEB)
They were as fed horses roaming at large; everyone neighed after his neighbor's wife.

Young's Literal Translation (YLT)
Fed horses -- they have been early risers, Each to the wife of his neighbour they neigh.

They
were
סוּסִ֥יםsûsîmsoo-SEEM
as
fed
מְיֻזָּנִ֖יםmĕyuzzānîmmeh-yoo-za-NEEM
horses
מַשְׁכִּ֣יםmaškîmmahsh-KEEM
morning:
the
in
הָי֑וּhāyûha-YOO
every
one
אִ֛ישׁʾîšeesh
neighed
אֶלʾelel
after
אֵ֥שֶׁתʾēšetA-shet
his
neighbour's
רֵעֵ֖הוּrēʿēhûray-A-hoo
wife.
יִצְהָֽלוּ׃yiṣhālûyeets-ha-LOO

Cross Reference

ଯିରିମିୟ 13:27
ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?

ଯିହିଜିକଲ 22:11
ପୁଣି କହେି କହେି ନିଜ ପ୍ରତିବେଶୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କହେି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କହେି ନିଜର ପିତୃକନ୍ଯା ଭଗିନୀକୁ ବଳାତ୍କାର କରିଛନ୍ତି।

ମାଥିଉଲିଖିତ ସୁସମାଚାର 5:27
ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'

ଯିରିମିୟ 29:23
ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।

ଆୟୁବ ପୁସ୍ତକ 31:9
ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ୟ୍ଯ କରିବା ପାଇଁ ତା'ର ଦ୍ବାର ଦେଶ ରେ ଅପେକ୍ଷା କରିଥାଏ,

ଦିତୀୟ ଶାମୁୟେଲ 11:2
ଥରେ ସନ୍ଧ୍ଯା ସମୟରେ ଦାଉଦ ବିଛଣାରକ୍ସ୍ଟ ଉଠି ଛାତ ଉପରେ ବକ୍ସ୍ଟଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସହେି ସ୍ତ୍ରୀ ଜଣକ ଅତି ସକ୍ସ୍ଟନ୍ଦରୀ ଥିଲା।

ଦିତୀୟ ବିବରଣ 5:21
ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସମାନଙ୍କେର କୌଣସି ବସ୍ତକ୍ସ୍ଟ ଲୋଭ କରିବ ନାହିଁ।

ଦିତୀୟ ବିବରଣ 5:18
ତୁମ୍ଭମାନେେ ବ୍ଯଭିଚାର କରିବ ନାହିଁ।

ଯାତ୍ରା ପୁସ୍ତକ 20:17
ତୁମ୍ଭେ ଆପଣା ପ୍ରତିବେଶୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବେଶୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ଯାତ୍ରା ପୁସ୍ତକ 20:14
ତୁମ୍ଭେ ବ୍ଯଭିଚାର କରିବ ନାହିଁ।

ଆଦି ପୁସ୍ତକ 39:9
ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।