ଯିରିମିୟ 5:13 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 5 ଯିରିମିୟ 5:13

Jeremiah 5:13
ଆଉ ଭବିଷ୍ଯଦବକ୍ତାମାନେ ବାଯୁତୁଲ୍ଯ ହବେେ। ସମାନଙ୍କେ ଅନ୍ତର ରେ ପ୍ରଭୁଙ୍କର ବାକ୍ଯ ନାହିଁ। ସମାନଙ୍କେ ପ୍ରତି ଅମଙ୍ଗଳ ଘଟିବ।

Jeremiah 5:12Jeremiah 5Jeremiah 5:14

Jeremiah 5:13 in Other Translations

King James Version (KJV)
And the prophets shall become wind, and the word is not in them: thus shall it be done unto them.

American Standard Version (ASV)
and the prophets shall become wind, and the word is not in them: thus shall it be done unto them.

Bible in Basic English (BBE)
And the prophets will become wind, and the word is not in them; so it will be done to them.

Darby English Bible (DBY)
and the prophets shall become wind, and the word is not in them: thus shall it be done unto them.

World English Bible (WEB)
and the prophets shall become wind, and the word is not in them: thus shall it be done to them.

Young's Literal Translation (YLT)
And the prophets become wind, And the word is not in them,' -- thus it is done by them.

And
the
prophets
וְהַנְּבִיאִים֙wĕhannĕbîʾîmveh-ha-neh-vee-EEM
shall
become
יִֽהְי֣וּyihĕyûyee-heh-YOO
wind,
לְר֔וּחַlĕrûaḥleh-ROO-ak
and
the
word
וְהַדִּבֵּ֖רwĕhaddibbērveh-ha-dee-BARE
not
is
אֵ֣יןʾênane
in
them:
thus
בָּהֶ֑םbāhemba-HEM
done
be
it
shall
כֹּ֥הkoh
unto
them.
יֵעָשֶׂ֖הyēʿāśeyay-ah-SEH
לָהֶֽם׃lāhemla-HEM

Cross Reference

ଯିରିମିୟ 14:15
ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।

ଆୟୁବ ପୁସ୍ତକ 8:2
ତୁମ୍ଭର କଥାସବୁ ପ୍ରବଳ ବାଯୁ ତୁଲ୍ଯ ଅଟେ।

ଯିରିମିୟ 14:13
ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ଭବିଷ୍ଯଦବକ୍ତାଗଣ ସମାନଙ୍କେୁ ଭିନ୍ନ କଥା କହୁଛନ୍ତି। ସମାନେେ କହନ୍ତି, 'ତୁମ୍ଭମାନେେ ଖଡ୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ଦୃଢ଼ ଶାନ୍ତି ଦବେେ।'

ଆୟୁବ ପୁସ୍ତକ 6:26
ତୁମ୍ଭେ କ'ଣ ମାେତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ ଯେ, ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।

ଯିରିମିୟ 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।

ଯିରିମିୟ 20:8
ପ୍ରେତ୍ୟକକ ଥର ମୁଁ କଥା କ ହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ଯ ଓ ବିନାଶର କଥା ଉଚ୍ଚସ୍ବର ରେ କ ହେ। ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ପ୍ରତି ହାଇେଅଛି ବୋଲି କହିଲେ ମଧ୍ଯ ଲୋକେ ପ୍ରତିଥର ମାେତେ ଧିକ୍କାର ଓ ବିଦ୍ରୁପ କରିଛନ୍ତି।

ଯିରିମିୟ 28:3
ବାବିଲର ରାଜା ନବୂଖଦନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନଇେ ୟାଇଅଛି, ସେସବୁ ଆମ୍ଭେ ଦୁଇବର୍ଷ ପୂର୍ର୍ଣ ହବୋ ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫରୋଇ ଆଣିବା।

ହୋଶେୟ 9:7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।