Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Jeremiah 45 KJV ASV BBE DBY WBT WEB YLT

Jeremiah 45 in Oriya WBT Compare Webster's Bible

Jeremiah 45

1 ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।

2 ହେ ବ୍ଯାକୁଳ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତୁମ୍ଭକୁ ଏହି କଥା କହିନ୍ତି।

3 ' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ଓ ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।'

4 ତେଣୁ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।

5 ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ୍ ବିଷଯ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।' କାରଣ ସଦାପ୍ରଭୁ କହନ୍ତି, ' ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପ ରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ୟିବ ଆମ୍ଭେ ସେସବୁ ସ୍ଥାନ ରେ ତୁମ୍ଭର ପ୍ରାଣ ରକ୍ଷା କରିବା।'

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close