ଓଡ଼ିଆ ଓଡ଼ିଆ ବାଇବେଲ ଯିରିମିୟ ଯିରିମିୟ 42 ଯିରିମିୟ 42:5 ଯିରିମିୟ 42:5 ଚିତ୍ର English

ଯିରିମିୟ 42:5 ଚିତ୍ର

ତା'ପ ରେ ସମାନେେ ଯିରିମିୟଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସା ରେ ଯବେେ ଆମ୍ଭମାନେେ କର୍ମ କରୁ, ତବେେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷ ରେ ସତ୍ଯ ବିଶ୍ବସ୍ତ ସାକ୍ଷୀ ହୁଅନ୍ତୁ।
Click consecutive words to select a phrase. Click again to deselect.
ଯିରିମିୟ 42:5

ତା'ପ ରେ ସମାନେେ ଯିରିମିୟଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସା ରେ ଯବେେ ଆମ୍ଭମାନେେ କର୍ମ ନ କରୁ, ତବେେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷ ରେ ସତ୍ଯ ଓ ବିଶ୍ବସ୍ତ ସାକ୍ଷୀ ହୁଅନ୍ତୁ।

ଯିରିମିୟ 42:5 Picture in Oriya