ଯିରିମିୟ 38:16 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 38 ଯିରିମିୟ 38:16

Jeremiah 38:16
ତହୁଁ ସଦିକିଯ ରାଜା ଗୋପନ ରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତ ରେ ସମର୍ପଣ କରିବି ନାହିଁ।

Jeremiah 38:15Jeremiah 38Jeremiah 38:17

Jeremiah 38:16 in Other Translations

King James Version (KJV)
So Zedekiah the king sware secretly unto Jeremiah, saying, As the LORD liveth, that made us this soul, I will not put thee to death, neither will I give thee into the hand of these men that seek thy life.

American Standard Version (ASV)
So Zedekiah the king sware secretly unto Jeremiah, saying, As Jehovah liveth, that made us this soul, I will not put thee to death, neither will I give thee into the hand of these men that seek thy life.

Bible in Basic English (BBE)
So King Zedekiah gave his oath to Jeremiah secretly, saying, By the living Lord, who gave us our life, I will not put you to death, or give you up to these men who are desiring to take your life.

Darby English Bible (DBY)
And king Zedekiah swore secretly unto Jeremiah, saying, [As] Jehovah liveth, that made us this soul, I will not put thee to death, neither will I give thee into the hand of these men that seek thy life.

World English Bible (WEB)
So Zedekiah the king swore secretly to Jeremiah, saying, As Yahweh lives, who made us this soul, I will not put you to death, neither will I give you into the hand of these men who seek your life.

Young's Literal Translation (YLT)
And the king Zedekiah sweareth unto Jeremiah in secret, saying, `Jehovah liveth, He who made for us this soul, I do not put thee to death, nor give thee unto the hand of these men who are seeking thy soul.'

So
Zedekiah
וַיִּשָּׁבַ֞עwayyiššābaʿva-yee-sha-VA
the
king
הַמֶּ֧לֶךְhammelekha-MEH-lek
sware
צִדְקִיָּ֛הוּṣidqiyyāhûtseed-kee-YA-hoo
secretly
אֶֽלʾelel
unto
יִרְמְיָ֖הוּyirmĕyāhûyeer-meh-YA-hoo
Jeremiah,
בַּסֵּ֣תֶרbassēterba-SAY-ter
saying,
לֵאמֹ֑רlēʾmōrlay-MORE
Lord
the
As
חַיḥayhai
liveth,
יְהוָ֞הyĕhwâyeh-VA

אֶתʾetet
that
אֲשֶׁר֩ʾăšeruh-SHER
made
עָשָׂהʿāśâah-SA

us
לָ֨נוּlānûLA-noo
this
אֶתʾetet
soul,
הַנֶּ֤פֶשׁhannepešha-NEH-fesh
not
will
I
הַזֹּאת֙hazzōtha-ZOTE
put
thee
to
death,
אִםʾimeem
neither
אֲמִיתֶ֔ךָʾămîtekāuh-mee-TEH-ha
will
I
give
וְאִםwĕʾimveh-EEM
hand
the
into
thee
אֶתֶּנְךָ֗ʾettenkāeh-ten-HA
of
these
בְּיַד֙bĕyadbeh-YAHD
men
הָאֲנָשִׁ֣יםhāʾănāšîmha-uh-na-SHEEM
that
הָאֵ֔לֶּהhāʾēlleha-A-leh
seek
אֲשֶׁ֥רʾăšeruh-SHER

מְבַקְשִׁ֖יםmĕbaqšîmmeh-vahk-SHEEM
thy
life.
אֶתʾetet
נַפְשֶֽׁךָ׃napšekānahf-SHEH-ha

Cross Reference

ଯିରିମିୟ 37:17
ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?

ଯିଶାଇୟ 57:16
ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।

ଯୋହନଲିଖିତ ସୁସମାଚାର 3:2
ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।

ଯିଖରିୟ 12:1
ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।

ଯିରିମିୟ 38:1
ଯିରିମିୟଙ୍କ ପ୍ରଚାରିତ ବାକ୍ଯ ମତ୍ତନର ପୁତ୍ର ଶଫଟିଯ, ପଶହୂର ପୁତ୍ର ଗଦଲିଯ, ଶଲେିମିଯର ପୁତ୍ର ୟିହଖଲ ଓ ମଲିଯର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।

ଯିରିମିୟ 34:20
ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।

ଗଣନା ପୁସ୍ତକ 27:16
ସଦାପ୍ରଭୁ ପ୍ରେତ୍ୟକକ ପ୍ରାଣୀସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନଯ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିୟୁକ୍ତ କରନ୍ତୁ।

ଗଣନା ପୁସ୍ତକ 16:22
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?

ଏବ୍ରୀମାନଙ୍କ ନିକଟକୁ ପତ୍ର 12:9
ଏହି ପୃଥିବୀ ରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସମାନେେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦଖାଇେଲୁ। ଅତଏବ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।

ଯିଶାଇୟ 42:5
ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପ ରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ବାସ ପ୍ରଶ୍ବାସ ଦିଅନ୍ତି ଓ ସକଳ ଆତୟାତ ବ୍ଯକ୍ତିମାନଙ୍କୁ ଜୀବନ ଦିଅନ୍ତି, ସହେି ସଦାପ୍ରଭୁ ପ୍ରକୃତ ପରମେଶ୍ବର ଏହି କଥା କୁହନ୍ତି।

ଉପଦେଶକ 12:7
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପ ରେ ପୁଣି ଧୂଳିକୁ ଫରେିୟିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ବରଙ୍କ ନିକଟକୁ ଫରେିୟିବ।