ଯିରିମିୟ 35:16
ରେଖବର ପୁତ୍ର ଯିହାନୋଦବର ବଂଶଧରଗଣ ସମାନଙ୍କେ ପ୍ରତି ଆବିଷ୍ଟ ହାଇେଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥା ରେ ଅବଧାନ କରି ନାହାଁନ୍ତି।
Because | כִּ֣י | kî | kee |
the sons | הֵקִ֗ימוּ | hēqîmû | hay-KEE-moo |
of Jonadab | בְּנֵי֙ | bĕnēy | beh-NAY |
the son | יְהוֹנָדָ֣ב | yĕhônādāb | yeh-hoh-na-DAHV |
Rechab of | בֶּן | ben | ben |
have performed | רֵכָ֔ב | rēkāb | ray-HAHV |
אֶת | ʾet | et | |
the commandment | מִצְוַ֥ת | miṣwat | meets-VAHT |
father, their of | אֲבִיהֶ֖ם | ʾăbîhem | uh-vee-HEM |
which | אֲשֶׁ֣ר | ʾăšer | uh-SHER |
he commanded | צִוָּ֑ם | ṣiwwām | tsee-WAHM |
this but them; | וְהָעָ֣ם | wĕhāʿām | veh-ha-AM |
people | הַזֶּ֔ה | hazze | ha-ZEH |
hath not | לֹ֥א | lōʾ | loh |
hearkened | שָׁמְע֖וּ | šomʿû | shome-OO |
unto | אֵלָֽי׃ | ʾēlāy | ay-LAI |
Cross Reference
ମଲାଖୀ 1:6
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।
ଯିରିମିୟ 35:14
ରେଖବର ପୁତ୍ର ଯିହାନୋଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦଇେଥିଲା, ତାହାର ସହେି ବାକ୍ଯ ପ୍ରତିପାଳିତ ହାଇେ ଆସୁଅଛି ଓ ସମାନେେ ଆଜି ପର୍ୟ୍ଯନ୍ତ ଦ୍ରାକ୍ଷାରସ ପାନ କରୁ ନାହାଁନ୍ତି। କାରଣ ସମାନେେ ଆପଣା ପିତୃପୁରୁଷ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଅବଧାନ କରୁ ନାହଁ।
ଯିଶାଇୟ 1:3
ଗାଈ ତା'ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଚାଳକଙ୍କୁ ଜାଣେ, ମାତ୍ର ଇଶ୍ରାୟେଲ ଲୋକମାନେ ମାେତେ ଚିହ୍ନିପାରିଲେ ନାହିଁ। ମାରେଲୋକମାନେ ମାେତେ ବୁଝୁ ନାହାଁନ୍ତି।'
ମାଥିଉଲିଖିତ ସୁସମାଚାର 11:28
ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।
ଲୂକଲିଖିତ ସୁସମାଚାର 15:11
ଯୀଶୁ କହିଲେ, ଜଣେ ଲୋକର ଦୁଇ ପୁଅ ଥିଲେ।
ଲୂକଲିଖିତ ସୁସମାଚାର 15:28
ଏହା ଶୁଣି ବଡ ପୁଅ ଭୀଷଣ ରାଗିଗଲା। ସେ ଭିତ ରେ ପ୍ରବେଶ କରିବା ପାଇଁ ଇଚ୍ଛା କଲାନାହିଁ। ତେଣୁ ତା' ବାପା ବଡ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ।