Jeremiah 32:34
ପୁଣି ସମାନେେ ଆମ୍ଭ ମନ୍ଦିର ରେ ସମାନଙ୍କେ ହସ୍ତଦ୍ବାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ କଳୁଷିତ କରିବା ପାଇଁ।
Jeremiah 32:34 in Other Translations
King James Version (KJV)
But they set their abominations in the house, which is called by my name, to defile it.
American Standard Version (ASV)
But they set their abominations in the house which is called by my name, to defile it.
Bible in Basic English (BBE)
But they put their disgusting images into the house which is named by my name, making it unclean.
Darby English Bible (DBY)
And they have set their abominations in the house which is called by my name, to defile it;
World English Bible (WEB)
But they set their abominations in the house which is called by my name, to defile it.
Young's Literal Translation (YLT)
`And they set their abominations in the house over which My name is called, so as to defile it;
| But they set | וַיָּשִׂ֣ימוּ | wayyāśîmû | va-ya-SEE-moo |
| their abominations | שִׁקּֽוּצֵיהֶ֗ם | šiqqûṣêhem | shee-koo-tsay-HEM |
| in the house, | בַּבַּ֛יִת | babbayit | ba-BA-yeet |
| which | אֲשֶׁר | ʾăšer | uh-SHER |
| is called | נִקְרָֽא | niqrāʾ | neek-RA |
| by | שְׁמִ֥י | šĕmî | sheh-MEE |
| my name, | עָלָ֖יו | ʿālāyw | ah-LAV |
| to defile | לְטַמְּאֽוֹ׃ | lĕṭammĕʾô | leh-ta-meh-OH |
Cross Reference
ଯିରିମିୟ 7:30
ଏହା କର କାରଣ ଯିହୁଦାର ସନ୍ତାନଗଣ ଆମ୍ଭ ଦୃଷ୍ଟି ରେ ଯାହା ମନ୍ଦ ତାହା କଲେ। ସମାନେେ ଆମ୍ଭ ନାମ ରେ ଖ୍ଯାତ ଏହି ଗୃହକୁ 'ଅଶୁଚି' କରିବା ନିମନ୍ତେ ସମାନଙ୍କେର ଘୃଣାୟୋଗ୍ଯ ବସ୍ତ୍ର ତହିଁ ମଧିଅରେ ରଖିଛନ୍ତି।
ଦିତୀୟ ରାଜାବଳୀ 21:4
ପୁଣି ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ।
ଯିରିମିୟ 23:11
ଉଭୟ ଭବିଷ୍ଯଦବକ୍ତା ଓ ଯାଜକଗଣ ସବୁ ମିଛ। କାରଣ ସଦାପ୍ରଭୁ କହନ୍ତି, ଏପରିକି ସମାନେେ ମାେ ମନ୍ଦିର ରେ ଅପକର୍ମ କରୁଥିବାର ମୁଁ ଦେଖିଲି।
ଦିତୀୟ ରାଜାବଳୀ 23:6
ଆଉ ଯୋଶିୟଯ ସଦାପ୍ରଭୁଙ୍କ ମନ୍ଦିରରୁ ଆଶରୋ ମୂର୍ତ୍ତୀ କାଢିନଇେ ୟିରୁଶାଲମର ବାହା ରେ କିଦ୍ରୋଣ ନଦୀ ଓ ନିକଟକୁ ଆଣିଲେ। ସଠାେରେ ସେ ଏହାକୁ ଦଗ୍ଧ କଲେ ଓ ତାକୁ ପଷେି ଧୂଳି କଲେ। ସହେି ଚୁର୍ଣ୍ଣକୁ ନଇେ ସାମାନ୍ଯ ଲୋକମାନଙ୍କ କବର ଉପରେ ନିକ୍ଷପେ କଲେ।
ଦିତୀୟ ବଂଶାବଳୀ 33:4
ମନଃଶି ସଦାପ୍ରଭୁଙ୍କ ମନ୍ଦିର ରେ ୟଜ୍ଞବଦେୀମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷଯ ରେ ଏହା କହିଲେ, ୟିରୁଶାଲମ ରେ ଆମ୍ଭ ନାମ ଚିରକାଳ ରହିବ।
ଦିତୀୟ ବଂଶାବଳୀ 33:15
ମନଃଶି ଅଦ୍ଭୁତ ଦବେତା ମୂର୍ତ୍ତିଗୁଡ଼ିକୁ ବାହାର କରି ଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରି ଦେଲେ। ସେ ମନ୍ଦିର ଥିବା ପର୍ବତ ଓ ୟିରୁଶାଲମ ରେ ଯେଉଁସବୁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଗେୁଡ଼ିକୁ ନଷ୍ଟ କରି ଦେଲେ। ମନଃଶି ସହେିସବୁ ବଦେୀକୁ ୟିରୁଶାଲମ ନଗର ବାହା ରେ ଫିଙ୍ଗି ଦେଲେ।
ଯିହିଜିକଲ 8:5
ତହୁଁ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉତ୍ତର ଦିଗକୁ ଦେଖ। ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ୟଜ୍ଞବଦେୀ ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସହେି ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କୁ କୋରଧିତ ଓ ଇର୍ଷାପରାଯଣ କରିଥିଲା।