Jeremiah 2:29
ତୁମ୍ଭମାନେେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଛ ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧ ରେ ପାପ କରିଅଛ। ଏହା ସଦାପ୍ରଭୁ କହନ୍ତି।
Jeremiah 2:29 in Other Translations
King James Version (KJV)
Wherefore will ye plead with me? ye all have transgressed against me, saith the LORD.
American Standard Version (ASV)
Wherefore will ye contend with me? ye all have transgressed against me, saith Jehovah.
Bible in Basic English (BBE)
Why will you put forward your cause against me? You have all done evil against me, says the Lord.
Darby English Bible (DBY)
Wherefore would ye contend with me? Ye all have transgressed against me, saith Jehovah.
World English Bible (WEB)
Why will you contend with me? you all have transgressed against me, says Yahweh.
Young's Literal Translation (YLT)
Why do ye strive with Me? All of you have transgressed against Me, An affirmation of Jehovah.
| Wherefore | לָ֥מָּה | lāmmâ | LA-ma |
| will ye plead | תָרִ֖יבוּ | tārîbû | ta-REE-voo |
| with | אֵלָ֑י | ʾēlāy | ay-LAI |
| all ye me? | כֻּלְּכֶ֛ם | kullĕkem | koo-leh-HEM |
| have transgressed | פְּשַׁעְתֶּ֥ם | pĕšaʿtem | peh-sha-TEM |
| against me, saith | בִּ֖י | bî | bee |
| the Lord. | נְאֻם | nĕʾum | neh-OOM |
| יְהוָֽה׃ | yĕhwâ | yeh-VA |
Cross Reference
ଯିରିମିୟ 5:1
ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।
ଯିରିମିୟ 6:13
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।
ଦାନିଏଲ 9:11
ଆଉ ସମଗ୍ର ଇଶ୍ରାୟେଲ ତୁମ୍ଭରବ୍ଯବସ୍ଥା ଲଙ୍ଘନ କରିଅଛନ୍ତି। ସମାନେେ ତୁମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ବରଙ୍କ ସବେକ ମାଶାଙ୍କେ ବ୍ଯବସ୍ଥା ରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପ ରେ ଢଳା ୟାଇଅଛି। କାରଣ ଆମ୍ଭମାନେେ ତାଙ୍କ ବିରୁଦ୍ଧ ରେ ପାପ କରିଅଛୁ।
ଯିରିମିୟ 2:23
ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।
ଯିରିମିୟ 2:35
ତୁମ୍ଭେ କହିବାକୁ ଲାଗୁଛ, 'ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ବର ତାଙ୍କର କୋର୍ଧକୁ ଆମଠାରୁ ଦୂ ରଇେ ନବେେ।' ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଚାର କରିବା କାରଣ ତୁମ୍ଭେ କହୁଛ, 'ଆମ୍ଭେ ନିର୍ଦ୍ ଦୋଷୀ।'
ଯିରିମିୟ 3:2
ନିଷ୍ଫଳ ପର୍ବତକୁ ଦେଖ। କେଉଁଠା ରେ ତୁମ୍ଭେ ବ୍ଯଭିଚାର କରି ନାହଁ ? ଯେପରି ଜଣେ ଆରବୀଯ ଲୋକ ପ୍ରାନ୍ତର ରେ ବ ସେ, ସହେିପରି ତୁମ୍ଭେ ସମାନଙ୍କେ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ବାସନୀଯତା ଓ ଦୁଷ୍କର୍ମ ଦ୍ବାରା ଦେଶକୁ 'ଅଶୁଚି' କରିଅଛ।
ଯିରିମିୟ 9:2
ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।