ଯିରିମିୟ 15:4 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 15 ଯିରିମିୟ 15:4

Jeremiah 15:4
କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'

Jeremiah 15:3Jeremiah 15Jeremiah 15:5

Jeremiah 15:4 in Other Translations

King James Version (KJV)
And I will cause them to be removed into all kingdoms of the earth, because of Manasseh the son of Hezekiah king of Judah, for that which he did in Jerusalem.

American Standard Version (ASV)
And I will cause them to be tossed to and fro among all the kingdoms of the earth, because of Manasseh, the son of Hezekiah, king of Judah, for that which he did in Jerusalem.

Bible in Basic English (BBE)
And I will make them a cause of fear to all the kingdoms of the earth, because of Manasseh, the son of Hezekiah, king of Judah, and what he did in Jerusalem.

Darby English Bible (DBY)
And I will give them over to be driven hither and thither amongst all the kingdoms of the earth, because of Manasseh the son of Hezekiah, king of Judah, for that which he did in Jerusalem.

World English Bible (WEB)
I will cause them to be tossed back and forth among all the kingdoms of the earth, because of Manasseh, the son of Hezekiah, king of Judah, for that which he did in Jerusalem.

Young's Literal Translation (YLT)
And I have given them for a trembling To all kingdoms of the earth, Because of Manasseh son of Hezekiah king of Judah, For that which he did in Jerusalem.

And
I
will
cause
וּנְתַתִּ֣יםûnĕtattîmoo-neh-ta-TEEM
removed
be
to
them
לְזַֽוֲעָ֔הlĕzawăʿâleh-za-vuh-AH
into
all
לְכֹ֖לlĕkōlleh-HOLE
kingdoms
מַמְלְכ֣וֹתmamlĕkôtmahm-leh-HOTE
of
the
earth,
הָאָ֑רֶץhāʾāreṣha-AH-rets
of
because
בִּ֠גְלַלbiglalBEEɡ-lahl
Manasseh
מְנַשֶּׁ֤הmĕnaššemeh-na-SHEH
the
son
בֶןbenven
of
Hezekiah
יְחִזְקִיָּ֙הוּ֙yĕḥizqiyyāhûyeh-heez-kee-YA-HOO
king
מֶ֣לֶךְmelekMEH-lek
Judah,
of
יְהוּדָ֔הyĕhûdâyeh-hoo-DA
for
עַ֥לʿalal
that
which
אֲשֶׁרʾăšeruh-SHER
he
did
עָשָׂ֖הʿāśâah-SA
in
Jerusalem.
בִּירוּשָׁלִָֽם׃bîrûšāloimbee-roo-sha-loh-EEM

Cross Reference

ଯିରିମିୟ 24:9
ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।

ଯିରିମିୟ 29:18
ଆମ୍ଭେ ୟିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସମାନେେ ଏକ ବସ୍ତୁ ହବେେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ହୀସ୍ ଶବ୍ଦର ବସ୍ତୁରୂପେ ବ୍ଯବହାର କରିବ। ଆଉ ସମାନେେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜ୍ଯାର ଏକ ବିଷଯ ହବେେ

ଦିତୀୟ ରାଜାବଳୀ 24:3
ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦା ରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହି ରୂପେ ସଦାପ୍ରଭୁ ସମାନଙ୍କେୁ ତାଙ୍କ ଦୃଷ୍ଟିରୁ ଦୂ ରଇେ ଦେଲେ।

ଯିହିଜିକଲ 23:46
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଲୋକମାନଙ୍କୁ ଏକତ୍ରୀତ କର ଏବଂ ସହେି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦବୋକୁ ଓ ପରିହାସ କରିବାକୁ ଦିଅ।

ଦିତୀୟ ରାଜାବଳୀ 23:26
କିନ୍ତୁ ମନଃଶି ଯେଉଁ ସବୁ ବିରକ୍ତିଜନକ କ୍ରିଯାଦ୍ବାରା ସଦାପ୍ରଭୁଙ୍କୁ କୋର୍ଧାନ୍ବିତ କରିଥିଲେ, ସେଥି ସକାେଶ ଯିହୁଦା ପ୍ରତିକୂଳ ରେ ତାଙ୍କର ଯେଉଁ କ୍ ରଧେ ପ୍ରଜ୍ଜଳିତ ହାଇେଥିଲା, ସଦାପ୍ରଭୁ ସହେି ପ୍ରଚଣ୍ତ ମହା କୋପରୁ ବିରତ ହେଲେ ନାହିଁ।

ଦିତୀୟ ରାଜାବଳୀ 21:16
ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ଦିତୀୟ ରାଜାବଳୀ 21:11
ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣା ଯୋଗ୍ଯ କର୍ମ କରିଅଛ। ତାଙ୍କ ପୂର୍ବରୁ ଯେଉଁ ଇ ମାରେୀଯମାନେ ଥିଲେ ସମାନଙ୍କେ ଅପେକ୍ଷା ଅଧିକ କୁକର୍ମ କରିଅଛ। ତାଙ୍କର ପ୍ରତିମା ଆରାଧନା ଦ୍ବାରା ସେ ଯିହୁଦାକୁ ପାପ କରାଇଛି।

ଦିତୀୟ ବିବରଣ 28:25
ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।

ଯିରିମିୟ 34:17
'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।

ଦିତୀୟ ରାଜାବଳୀ 21:2
ମନଃଶି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ସମ୍ମୁଖରୁ ତଡି ଦଇେଥିଲେ। ସହେିମାନଙ୍କର ଘୃଣ୍ଯକର୍ମ ସେ କଲେ।

ଲେବୀୟ ପୁସ୍ତକ 26:33
ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ଯିରିମିୟଙ୍କ ବିଳାପ 1:8
ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଯିରିମିୟ 9:16
ସମାନେେ କିଅବା ସମାନଙ୍କେର ପୂର୍ବପୁରୁଷ ଜାଣି ନ ଥିବା ଦେଶୀଯମାନଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କରିବା। ସମାନଙ୍କେୁ ସଂହାର ନ କରିବା ୟାଏ ସମାନଙ୍କେ ପଛ ରେ ଖଡ୍ଗ ପଠାଇବା।

ଦିତୀୟ ବିବରଣ 28:64
ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।