Jeremiah 11

fullscreen1 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା। ତାହା ହେଉଛି ଏହି,

fullscreen2 ହେ ଯିରିମିୟ, ତୁମ୍ଭେ ଏହି ନିଯମର ବାକ୍ଯ ଶୁଣ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଏହା ଜଣାଅ।

fullscreen3 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଯେଉଁ ବ୍ଯକ୍ତି ଏହି ନିଯମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ।'

fullscreen4 ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତବେେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା, ସତେିକି ବେଳେ ସମାନଙ୍କେୁ ବାହାର କରି ଆଣି ଏହି ଆଦେଶ ଦଇେଥିଲୁ, ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ କର। ତାହା ହେଲେ ତୁମ୍ଭମାନେେ ଆମ୍ଭର ଲୋକ ହବେ ଓ ଆମ୍ଭେ ତୁମ୍ଭର ପରମେଶ୍ବର ହବୋ।

fullscreen5 ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁଗ୍ଧ, ମଧୁର ଉର୍ବର ଦେଶ ଦବୋ ଓ ତାହା ତୁମ୍ଭମାନେେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେ କହେି ଏହି ନିଯମ ପାଳନ ନ କରିବ ସେ ଶାପଗ୍ରସ୍ତ ହବେ।

fullscreen6 ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ ଯିହୁଦାର ସବୁ ନଗର ରେ ଓ ୟିରୁଶାଲମର ସବୁ ପଥରେ ଏହିସବୁ ପ୍ରଚାର କର, ତୁମ୍ଭମାନେେ ଏହି ନିଯମର ବିଧିସବୁ ଶୁଣ ଓ ସଗେୁଡ଼ିକ ପାଳନ କର।

fullscreen7 ମୁଁ ଯେଉଁଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସବେଠାରୁେ ମୁଁ ବାରମ୍ବାର ସମାନଙ୍କେୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।

fullscreen8 ମାତ୍ର ସମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରେତ୍ୟକକ ନିଜ ନିଜ ଦୁଷ୍ଟ ଅନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସମାନଙ୍କେ ଉପ ରେ ତାହା ବର୍ତ୍ତାଇଲୁ। ତଥାପି ସମାନେେ ପାଳନ କଲେ ନାହିଁ।

fullscreen9 ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ୟୁହୁଦାର ଲୋକମାନେ ଓ ୟିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ।

fullscreen10 ସମାନଙ୍କେର ପୂର୍ବପୁରୁଷମାନଙ୍କ ପରି ସମାନେେ ଅଧର୍ମ ଆଚରଣ କରିଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଆମ୍ଭର ବାକ୍ଯ ଅଗ୍ରାହ୍ଯ କଲେ ଓ ଅନ୍ୟ ଦବଗେଣଙ୍କୁ ସବୋ କଲେ। ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମାନଙ୍କେର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିଯମ ଲଙ୍ଘନ କରିଅଛନ୍ତି।

fullscreen11 ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା। ସମାନେେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମାନେେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ଯ ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।

fullscreen12 ଯିହୁଦାର ଲୋକମାନେ ଓ ୟିରୁଶାଲମର ନିବାସୀମାନେ ସମାନଙ୍କେ ପାଖ ରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସମାନେେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସହେି ବିପଦ ସମୟରେ ସମାନଙ୍କେର ସହେି ମୂର୍ତ୍ତିମାନେ ସମାନଙ୍କେୁ ଉଦ୍ଧାର କରିପାରିବେ ନାହିଁ।

fullscreen13 ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

fullscreen14 ତେଣୁ ଯେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସମାନେେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ବର ରେ ସାହାୟ୍ଯ ଭିକ୍ଷା କରିବେ। ମାତ୍ର ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।

fullscreen15 ଆମ୍ଭେ ଗୃହ ରେ ଆମ୍ଭ ପ୍ରିଯ ଯିହୁଦାର କି କାର୍ୟ୍ଯ ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ଯଭିଚାର କରିଅଛି। ହେ ଯିହୁଦା, ତୁମ୍ଭେ କ'ଣ ଭାବିଛ ତୁମ୍ଭର ସ୍ବତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ବଂସରୁ ରକ୍ଷା କରିବ ? ତୁମ୍ଭେ କ'ଣ ଚିନ୍ତା କରିଛ ହାମବେଳି ଦ୍ବାରା ତୁମ୍ଭ ମନ୍ଦକର୍ମର ଶାସ୍ତିକୁ ଉଦ୍ଧାର ପାଇବ ?

fullscreen16 ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ ବୋଧନ କରିଥିଲେ, ସୁନ୍ଦର ଫଳ ରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜିତବୃକ୍ଷ' ବୋଲି। ମାତ୍ର ତାହା ଲୋକାରଣ୍ଯର ମହାଶବ୍ଦ ପରି ସେ ତହିଁ ଉପ ରେ ଅଗ୍ନି ଜଳାଇବେ ଓ ତାହାର ଶାଖାସବୁ ଜଳି ୟିବ।

fullscreen17 ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।

1 The word that came to Jeremiah from the Lord, saying,

2 Hear ye the words of this covenant, and speak unto the men of Judah, and to the inhabitants of Jerusalem;

3 And say thou unto them, Thus saith the Lord God of Israel; Cursed be the man that obeyeth not the words of this covenant,

4 Which I commanded your fathers in the day that I brought them forth out of the land of Egypt, from the iron furnace, saying, Obey my voice, and do them, according to all which I command you: so shall ye be my people, and I will be your God:

5 That I may perform the oath which I have sworn unto your fathers, to give them a land flowing with milk and honey, as it is this day. Then answered I, and said, So be it, O Lord.

6 Then the Lord said unto me, Proclaim all these words in the cities of Judah, and in the streets of Jerusalem, saying, Hear ye the words of this covenant, and do them.

7 For I earnestly protested unto your fathers in the day that I brought them up out of the land of Egypt, even unto this day, rising early and protesting, saying, Obey my voice.

8 Yet they obeyed not, nor inclined their ear, but walked every one in the imagination of their evil heart: therefore I will bring upon them all the words of this covenant, which I commanded them to do; but they did them not.

9 And the Lord said unto me, A conspiracy is found among the men of Judah, and among the inhabitants of Jerusalem.

10 They are turned back to the iniquities of their forefathers, which refused to hear my words; and they went after other gods to serve them: the house of Israel and the house of Judah have broken my covenant which I made with their fathers.

11 Therefore thus saith the Lord, Behold, I will bring evil upon them, which they shall not be able to escape; and though they shall cry unto me, I will not hearken unto them.

12 Then shall the cities of Judah and inhabitants of Jerusalem go, and cry unto the gods unto whom they offer incense: but they shall not save them at all in the time of their trouble.

13 For according to the number of thy cities were thy gods, O Judah; and according to the number of the streets of Jerusalem have ye set up altars to that shameful thing, even altars to burn incense unto Baal.

14 Therefore pray not thou for this people, neither lift up a cry or prayer for them: for I will not hear them in the time that they cry unto me for their trouble.

15 What hath my beloved to do in mine house, seeing she hath wrought lewdness with many, and the holy flesh is passed from thee? when thou doest evil, then thou rejoicest.

16 The Lord called thy name, A green olive tree, fair, and of goodly fruit: with the noise of a great tumult he hath kindled fire upon it, and the branches of it are broken.

17 For the Lord of hosts, that planted thee, hath pronounced evil against thee, for the evil of the house of Israel and of the house of Judah, which they have done against themselves to provoke me to anger in offering incense unto Baal.

Jeremiah 11 in Tamil and English

1 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା। ତାହା ହେଉଛି ଏହି,
The word that came to Jeremiah from the Lord, saying,

2 ହେ ଯିରିମିୟ, ତୁମ୍ଭେ ଏହି ନିଯମର ବାକ୍ଯ ଶୁଣ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଏହା ଜଣାଅ।
Hear ye the words of this covenant, and speak unto the men of Judah, and to the inhabitants of Jerusalem;

3 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଯେଉଁ ବ୍ଯକ୍ତି ଏହି ନିଯମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ।'
And say thou unto them, Thus saith the Lord God of Israel; Cursed be the man that obeyeth not the words of this covenant,

4 ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତବେେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା, ସତେିକି ବେଳେ ସମାନଙ୍କେୁ ବାହାର କରି ଆଣି ଏହି ଆଦେଶ ଦଇେଥିଲୁ, ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ କର। ତାହା ହେଲେ ତୁମ୍ଭମାନେେ ଆମ୍ଭର ଲୋକ ହବେ ଓ ଆମ୍ଭେ ତୁମ୍ଭର ପରମେଶ୍ବର ହବୋ।
Which I commanded your fathers in the day that I brought them forth out of the land of Egypt, from the iron furnace, saying, Obey my voice, and do them, according to all which I command you: so shall ye be my people, and I will be your God:

5 ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁଗ୍ଧ, ମଧୁର ଉର୍ବର ଦେଶ ଦବୋ ଓ ତାହା ତୁମ୍ଭମାନେେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେ କହେି ଏହି ନିଯମ ପାଳନ ନ କରିବ ସେ ଶାପଗ୍ରସ୍ତ ହବେ।
That I may perform the oath which I have sworn unto your fathers, to give them a land flowing with milk and honey, as it is this day. Then answered I, and said, So be it, O Lord.

6 ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ ଯିହୁଦାର ସବୁ ନଗର ରେ ଓ ୟିରୁଶାଲମର ସବୁ ପଥରେ ଏହିସବୁ ପ୍ରଚାର କର, ତୁମ୍ଭମାନେେ ଏହି ନିଯମର ବିଧିସବୁ ଶୁଣ ଓ ସଗେୁଡ଼ିକ ପାଳନ କର।
Then the Lord said unto me, Proclaim all these words in the cities of Judah, and in the streets of Jerusalem, saying, Hear ye the words of this covenant, and do them.

7 ମୁଁ ଯେଉଁଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସବେଠାରୁେ ମୁଁ ବାରମ୍ବାର ସମାନଙ୍କେୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।
For I earnestly protested unto your fathers in the day that I brought them up out of the land of Egypt, even unto this day, rising early and protesting, saying, Obey my voice.

8 ମାତ୍ର ସମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରେତ୍ୟକକ ନିଜ ନିଜ ଦୁଷ୍ଟ ଅନ୍ତଃକରଣ ରେ ଅବାଧ୍ଯ ହାଇେ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସମାନଙ୍କେ ଉପ ରେ ତାହା ବର୍ତ୍ତାଇଲୁ। ତଥାପି ସମାନେେ ପାଳନ କଲେ ନାହିଁ।
Yet they obeyed not, nor inclined their ear, but walked every one in the imagination of their evil heart: therefore I will bring upon them all the words of this covenant, which I commanded them to do; but they did them not.

9 ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ୟୁହୁଦାର ଲୋକମାନେ ଓ ୟିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ।
And the Lord said unto me, A conspiracy is found among the men of Judah, and among the inhabitants of Jerusalem.

10 ସମାନଙ୍କେର ପୂର୍ବପୁରୁଷମାନଙ୍କ ପରି ସମାନେେ ଅଧର୍ମ ଆଚରଣ କରିଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଆମ୍ଭର ବାକ୍ଯ ଅଗ୍ରାହ୍ଯ କଲେ ଓ ଅନ୍ୟ ଦବଗେଣଙ୍କୁ ସବୋ କଲେ। ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମାନଙ୍କେର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିଯମ ଲଙ୍ଘନ କରିଅଛନ୍ତି।
They are turned back to the iniquities of their forefathers, which refused to hear my words; and they went after other gods to serve them: the house of Israel and the house of Judah have broken my covenant which I made with their fathers.

11 ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା। ସମାନେେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମାନେେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ଯ ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।
Therefore thus saith the Lord, Behold, I will bring evil upon them, which they shall not be able to escape; and though they shall cry unto me, I will not hearken unto them.

12 ଯିହୁଦାର ଲୋକମାନେ ଓ ୟିରୁଶାଲମର ନିବାସୀମାନେ ସମାନଙ୍କେ ପାଖ ରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସମାନେେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସହେି ବିପଦ ସମୟରେ ସମାନଙ୍କେର ସହେି ମୂର୍ତ୍ତିମାନେ ସମାନଙ୍କେୁ ଉଦ୍ଧାର କରିପାରିବେ ନାହିଁ।
Then shall the cities of Judah and inhabitants of Jerusalem go, and cry unto the gods unto whom they offer incense: but they shall not save them at all in the time of their trouble.

13 ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
For according to the number of thy cities were thy gods, O Judah; and according to the number of the streets of Jerusalem have ye set up altars to that shameful thing, even altars to burn incense unto Baal.

14 ତେଣୁ ଯେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସମାନେେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ବର ରେ ସାହାୟ୍ଯ ଭିକ୍ଷା କରିବେ। ମାତ୍ର ଆମ୍ଭେ ସମାନଙ୍କେର କଥା ଶୁଣିବା ନାହିଁ।
Therefore pray not thou for this people, neither lift up a cry or prayer for them: for I will not hear them in the time that they cry unto me for their trouble.

15 ଆମ୍ଭେ ଗୃହ ରେ ଆମ୍ଭ ପ୍ରିଯ ଯିହୁଦାର କି କାର୍ୟ୍ଯ ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ଯଭିଚାର କରିଅଛି। ହେ ଯିହୁଦା, ତୁମ୍ଭେ କ'ଣ ଭାବିଛ ତୁମ୍ଭର ସ୍ବତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ବଂସରୁ ରକ୍ଷା କରିବ ? ତୁମ୍ଭେ କ'ଣ ଚିନ୍ତା କରିଛ ହାମବେଳି ଦ୍ବାରା ତୁମ୍ଭ ମନ୍ଦକର୍ମର ଶାସ୍ତିକୁ ଉଦ୍ଧାର ପାଇବ ?
What hath my beloved to do in mine house, seeing she hath wrought lewdness with many, and the holy flesh is passed from thee? when thou doest evil, then thou rejoicest.

16 ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ ବୋଧନ କରିଥିଲେ, ସୁନ୍ଦର ଫଳ ରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜିତବୃକ୍ଷ' ବୋଲି। ମାତ୍ର ତାହା ଲୋକାରଣ୍ଯର ମହାଶବ୍ଦ ପରି ସେ ତହିଁ ଉପ ରେ ଅଗ୍ନି ଜଳାଇବେ ଓ ତାହାର ଶାଖାସବୁ ଜଳି ୟିବ।
The Lord called thy name, A green olive tree, fair, and of goodly fruit: with the noise of a great tumult he hath kindled fire upon it, and the branches of it are broken.

17 ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।
For the Lord of hosts, that planted thee, hath pronounced evil against thee, for the evil of the house of Israel and of the house of Judah, which they have done against themselves to provoke me to anger in offering incense unto Baal.