ଯିରିମିୟ 1:5 in Oriya

ଓଡିଆ ଓଡିଆ ବାଇବେଲ ଯିରିମିୟ ଯିରିମିୟ 1 ଯିରିମିୟ 1:5

Jeremiah 1:5
ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।

Jeremiah 1:4Jeremiah 1Jeremiah 1:6

Jeremiah 1:5 in Other Translations

King James Version (KJV)
Before I formed thee in the belly I knew thee; and before thou camest forth out of the womb I sanctified thee, and I ordained thee a prophet unto the nations.

American Standard Version (ASV)
Before I formed thee in the belly I knew thee, and before thou camest forth out of the womb I sanctified thee; I have appointed thee a prophet unto the nations.

Bible in Basic English (BBE)
Before you were formed in the body of your mother I had knowledge of you, and before your birth I made you holy; I have given you the work of being a prophet to the nations.

Darby English Bible (DBY)
Before I formed thee in the belly I knew thee; and before thou camest forth out of the womb I hallowed thee, I appointed thee a prophet unto the nations.

World English Bible (WEB)
Before I formed you in the belly I knew you, and before you came forth out of the womb I sanctified you; I have appointed you a prophet to the nations.

Young's Literal Translation (YLT)
`Before I form thee in the belly, I have known thee; and before thou comest forth from the womb I have separated thee, a prophet to nations I have made thee.'

Before
בְּטֶ֨רֶםbĕṭerembeh-TEH-rem
I
formed
אֶצָּורְךָ֤ʾeṣṣowrkāeh-tsove-r-HA
thee
in
the
belly
בַבֶּ֙טֶן֙babbeṭenva-BEH-TEN
knew
I
יְדַעְתִּ֔יךָyĕdaʿtîkāyeh-da-TEE-ha
thee;
and
before
וּבְטֶ֛רֶםûbĕṭeremoo-veh-TEH-rem
thou
camest
forth
תֵּצֵ֥אtēṣēʾtay-TSAY
womb
the
of
out
מֵרֶ֖חֶםmēreḥemmay-REH-hem
I
sanctified
הִקְדַּשְׁתִּ֑יךָhiqdaštîkāheek-dahsh-TEE-ha
ordained
I
and
thee,
נָבִ֥יאnābîʾna-VEE
thee
a
prophet
לַגּוֹיִ֖םlaggôyimla-ɡoh-YEEM
unto
the
nations.
נְתַתִּֽיךָ׃nĕtattîkāneh-ta-TEE-ha

Cross Reference

ଯିଶାଇୟ 49:1
ହେ ଦ୍ବୀପ ସମୂହର ଲୋକମାନେ ମାେ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମାେ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହବୋ ପୂର୍ବରୁ ସଦାପ୍ରଭୁ ତାଙ୍କର ସବୋ ପାଇଁ ମାେତେ ଆହ୍ବାନ କରିଛନ୍ତି। ମୁଁ ମାତୃଗର୍ଭ ରେ ଥିବା କାଳରୁ ସେ ମାରେ ନାମ ଉଲ୍ଲେଖ କରିଛନ୍ତି।

ଗୀତସଂହିତା 139:16
ତୁମ୍ଭେ ପ୍ରେତ୍ୟକକ ଦିନ ମାରେ ଶରୀରର ବୃଦ୍ଧିକୁ ମାରେ ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରେତ୍ୟକକ ଅଙ୍ଗ ପ୍ରତ୍ଯଙ୍ଗକୁ ମାେ ତାଲିକାଭୁକ୍ତ କଲ ଏବଂ ସଗେୁଡ଼ିକ ମଧ୍ଯରୁ ଗୋଟିଏ ହେଲେ ବି ବାଦ୍ ଦଇେ ନାହଁ।

ଗୀତସଂହିତା 71:5
ହେ ମାରେ ପ୍ରଭୁ, ସଦାପ୍ରଭୁ ତୁମ୍ଭେ ହିଁ ମାରେ ଭରସା। ମାରେ ବାଲ୍ଯକାଳରୁ ତୁମ୍ଭେ ହିଁ ମାରେ ବିଶ୍ବାସ ଭୂମି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:29
ପରମେଶ୍ବର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ବର ନିର୍ଣୟ କରିଥିଲେ ଯେ ସହେି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା ହେଲେ ଯୀଶୁ ଅନକେ ଭାଇ ଭଉଣୀ ମାନଙ୍କ ଭିତ ରେ ପ୍ରଥମଜାତ ବୋଲି ଧରା ହବେେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:15
କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।

ଯିଶାଇୟ 49:5
ପୁଣି ମାେତେ ତାଙ୍କର ସବେକ ହବୋପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇଶ୍ରାୟେଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମାେତେ ମାତୃଗର୍ଭ ରେ ସୃଷ୍ଟି କଲେ। ସହେି ସଦାପ୍ରଭୁ ମାେତେ ଏବେ କୁହନ୍ତି, କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଆଦରଣୀଯ ଅଟେ ଓ ମାରେ ପରମେଶ୍ବର ମାରେ ବଳସ୍ବରୂପ ହାଇେଅଛନ୍ତି।'

ଲୂକଲିଖିତ ସୁସମାଚାର 1:41
ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।

ଯାତ୍ରା ପୁସ୍ତକ 33:12
ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାେତେ ଆଜ୍ଞା ଦଲେ ଏହି ଲୋକମାନଙ୍କୁ ଆଗଇେ ନବୋ ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମାେ ସହିତ କାହାକୁ ପଠାଇବ। ତୁମ୍ଭେ ମାେତେ କହିଛ ଯେ, 'ତୁମ୍ଭେ ମାେତ ଭଲଭାବେ ଜାଣ, ଏବଂ ତୁମ୍ଭେ ମାେ ପ୍ରତି ପ୍ରୀତ।'

ଲୂକଲିଖିତ ସୁସମାଚାର 1:76
ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।

ଯିଶାଇୟ 44:2
ଆମ୍ଲଭ ସଦାପ୍ରଭୁସଯ କି ତୁମ୍ଭକୁ ଗଢ଼ିଲଲ ମାତୃ ଗର୍ଭରୁ ତୁମ୍ଭକୁସଯ ନିର୍ମାଣ କଲଲ। ୟିଏ ତୁମ୍ଭକୁ ସାହାୟ୍ଯ କଲଲ,ସସହି ସଦାପ୍ରଭୁ କୁହନ୍ତି,ସହ ଆମ୍ଭର ଦାସ ଯାକୁବ,ସହ ଆମ୍ଭର ମଲନାନୀତ ଶିଶୁଗଣ, ଭୟ କର ନାହିଁ।

ଯାତ୍ରା ପୁସ୍ତକ 33:17
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।

ଯିରିମିୟ 25:15
ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:19
ସହେି ବାକ୍ଯଗୁଡ଼ିକ ସହେି ମୂଳଦୁଆ ଉପରେ ଲଖାେ ହାଇେଛି : ଯେଉଁମାନେ ପ୍ରଭୁଙ୍କର ଲୋକ, ସମାନଙ୍କେୁ ପ୍ରଭୁ ଜାଣନ୍ତି। ନିମ୍ନ ଲିଖିତ ଶଦ୍ଦଗୁଡିକ ମଧ୍ଯ ମୂଳ ଦୁଆ ଉପରେ ଲଖାଯାେଇଛି: ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ବାସ କରେ, ସେ ମନ୍ଦ କାମ ନ କରୁ।

ଯିରିମିୟ 1:10
ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:22
ପରମେଶ୍ବର ସବୁ କିଛି ଖ୍ରୀଷ୍ଟଙ୍କ ଅଧିନ ରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ଯ ରୂପେ ସ୍ଥାପିତ କରିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:1
ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର। ପରମେଶ୍ବର ମାେତେ ତାହାଙ୍କର ପ୍ ରରେିତ ଭାବରେ ଡାକିଲେ। ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହଲିେ।

ଲୂକଲିଖିତ ସୁସମାଚାର 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।

ଯିରିମିୟ 50:34
ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ଏବଂ ସହେି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲେ ଅର୍ଥାତ୍ କେତକେ ଲୋକଙ୍କୁ ସେ ପ୍ ରରେିତ ହବୋ ପାଇଁ, କେତକଙ୍କେୁ ଭବିଷ୍ଯତ୍ବକ୍ତା ହବୋ ପାଇଁ, କେତକଙ୍କେୁ ସୁସମାଚାର କହିବା ପାଇଁ ଓ କେତକଙ୍କେୁ ପରମେଶ୍ବରଙ୍କ ଲୋକମାନଙ୍କର ଯତ୍ନ ନବୋ ପାଇଁ ଓ ଶିକ୍ଷା ଦବୋ ପାଇଁ।