James 3
13 ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।
14 ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।
15 ଏହିପ୍ରକାର ଜ୍ଞାନ ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି ଜ୍ଞାନ ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।
16 ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।
17 କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
13 Who is a wise man and endued with knowledge among you? let him shew out of a good conversation his works with meekness of wisdom.
14 But if ye have bitter envying and strife in your hearts, glory not, and lie not against the truth.
15 This wisdom descendeth not from above, but is earthly, sensual, devilish.
16 For where envying and strife is, there is confusion and every evil work.
17 But the wisdom that is from above is first pure, then peaceable, gentle, and easy to be intreated, full of mercy and good fruits, without partiality, and without hypocrisy.
James 3 in Tamil and English
13 ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।
Who is a wise man and endued with knowledge among you? let him shew out of a good conversation his works with meekness of wisdom.
14 ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।
But if ye have bitter envying and strife in your hearts, glory not, and lie not against the truth.
15 ଏହିପ୍ରକାର ଜ୍ଞାନ ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି ଜ୍ଞାନ ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।
This wisdom descendeth not from above, but is earthly, sensual, devilish.
16 ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।
For where envying and strife is, there is confusion and every evil work.
17 କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
But the wisdom that is from above is first pure, then peaceable, gentle, and easy to be intreated, full of mercy and good fruits, without partiality, and without hypocrisy.