ଯାକୁବଙ୍କ ପତ୍ 3:12 in Oriya

ଓଡିଆ ଓଡିଆ ବାଇବେଲ ଯାକୁବଙ୍କ ପତ୍ ଯାକୁବଙ୍କ ପତ୍ 3 ଯାକୁବଙ୍କ ପତ୍ 3:12

James 3:12
ମାେ ଭାଇ ଓ ଭଉଣୀମାନେ, ଡ଼ିମ୍ବିରି ଗଛ ରେ କ'ଣ ଜିତ ଫଳ ଫଳେ ? ନା ! ଦ୍ରାକ୍ଷାଲତା କ'ଣ ଡ଼ିମ୍ବିରି ଉତ୍ପନ୍ନ କରିପା ରେ ? ନା ! ଗୋଟିଏ ଲୁଣିଆ ପାଣିର କୂଅ କବେେ ମିଠା ପାଣି ଦଇପୋ ରେ ନାହିଁ।

James 3:11James 3James 3:13

James 3:12 in Other Translations

King James Version (KJV)
Can the fig tree, my brethren, bear olive berries? either a vine, figs? so can no fountain both yield salt water and fresh.

American Standard Version (ASV)
Can a fig tree, my brethren, yield olives, or a vine figs? Neither `can' salt water yield sweet.

Bible in Basic English (BBE)
Is a fig-tree able to give us olives, my brothers, or do we get figs from a vine, or sweet water from the salt sea?

Darby English Bible (DBY)
Can, my brethren, a fig produce olives, or a vine figs? Neither [can] salt [water] make sweet water.

World English Bible (WEB)
Can a fig tree, my brothers, yield olives, or a vine figs? Thus no spring yields both salt water and fresh water.

Young's Literal Translation (YLT)
is a fig-tree able, my brethren, olives to make? or a vine figs? so no fountain salt and sweet water `is able' to make.


μὴmay
Can
δύναταιdynataiTHYOO-na-tay
the
fig
tree,
ἀδελφοίadelphoiah-thale-FOO
my
μουmoumoo
brethren,
συκῆsykēsyoo-KAY
bear
ἐλαίαςelaiasay-LAY-as
olive
berries?
ποιῆσαιpoiēsaipoo-A-say
either
ēay
vine,
a
ἄμπελοςampelosAM-pay-lose
figs?
σῦκαsykaSYOO-ka
so
οὕτωςhoutōsOO-tose
can
no
οὐδεμιαoudemiaoo-thay-mee-ah
fountain
πηγὴpēgēpay-GAY
yield
both
ἁλυκὸνhalykona-lyoo-KONE
salt
καὶkaikay
water
γλυκὺglykyglyoo-KYOO
and
ποιῆσαιpoiēsaipoo-A-say
fresh.
ὕδωρhydōrYOO-thore

Cross Reference

ଲୂକଲିଖିତ ସୁସମାଚାର 6:43
ଗୋଟିଏ ଭଲ ଗଛ ରେ ଖରାପ ଫଳ ଫଳେ ନାହିଁ। ଠିକ୍ ସହେିଭଳି ଗୋଟିଏ ଖରାପ ଗଛ ରେ ଭଲ ଫଳ ଫଳେ ନାହିଁ।

ମାଥିଉଲିଖିତ ସୁସମାଚାର 7:16
ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।

ଯିରିମିୟ 2:21
ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?

ମାଥିଉଲିଖିତ ସୁସମାଚାର 12:33
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:16
ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।

ଯାତ୍ରା ପୁସ୍ତକ 15:23
ତିନିଦିନ ପରେ ଲୋକମାନେ ମାରାଠା ରେ ପହନ୍ଚିଲେ। ସଠାେରେ ପାଣି ଥିଲା କିନ୍ତୁ ତିକ୍ତତା ହତେୁ ପାନୀଯ ଯୋଗ୍ଯ ନଥିଲା। ଯେଉଁଥିପାଇଁ ସହେି ସ୍ଥାନର ନାମ ଥିଲା ମାରା।

ଦିତୀୟ ରାଜାବଳୀ 2:19
ନଗରର ଲୋକମାନେ ଇଲୀଶାୟ ନିକଟକୁ ୟାଇ କହିଲେ, ମହାଶୟ ତୁମ୍ଭେ ଦେଖିପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ଯନ୍ତ ଦୁଶିତ ହାଇୟୋଇଛି, ତେଣୁ ଭୂମି ଉତ୍ତମ ଶସ୍ଯ ଦେଉନାହିଁ।

ଯିଶାଇୟ 5:2
ସମାରପ୍ରିଯତମ କ୍ଷଲତଟିକୁସଖାଳି ପଥର ପରିଷ୍କାର କଲଲ।ସସଥିସର ଅତି ଉତ୍ତମ ଦ୍ରାକ୍ଷାଲତାସରାପଣ କଲଲ।ସସ କ୍ଷଲତର ମଧ୍ଯଭାଗସରସଗାଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲଲ ଏବଂସସ ଦ୍ରାକ୍ଷାକୁଣ୍ଡ ତିଆରି କଲଲ।ସସ ଭଲ ଅଙ୍ଗୁର ଧରିବା ପାଇଁ ଅପଲକ୍ଷା କଲଲ, କିନ୍ତୁ ଉତ୍ତମ ପରିବର୍ଲତ ବନ୍ଯ ଦ୍ରାକ୍ଷାଫଳ ଫଳିଲା।

ଯିହିଜିକଲ 47:8
ଲୋକଟି ମାେତେ କହିଲେ, ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହାଇେ ଆରବ୍ବାକୁ ୟିବ, ଆଉ ତାହା ମୃତ ସମୁଦ୍ରକୁ ୟିବ, ଏବଂ ଯେତବେେଳେ ଏହା ସମୁଦ୍ର ରେ ପ୍ରବେଶ କଲେ, ଏହାର ଜଳ ନିର୍ମଳ ହାଇୟୋଏ।