Isaiah 66:1
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?
Isaiah 66:1 in Other Translations
King James Version (KJV)
Thus saith the LORD, The heaven is my throne, and the earth is my footstool: where is the house that ye build unto me? and where is the place of my rest?
American Standard Version (ASV)
Thus saith Jehovah, Heaven is my throne, and the earth is my footstool: what manner of house will ye build unto me? and what place shall be my rest?
Bible in Basic English (BBE)
The Lord says, Heaven is the seat of my power, and earth is the resting-place for my feet: what sort of house will you make for me, and what place will be my resting-place?
Darby English Bible (DBY)
Thus saith Jehovah: The heavens are my throne, and the earth is my footstool: what is the house that ye will build unto me? and what is the place of my rest?
World English Bible (WEB)
Thus says Yahweh, heaven is my throne, and the earth is my footstool: what manner of house will you build to me? and what place shall be my rest?
Young's Literal Translation (YLT)
Thus said Jehovah: The heavens `are' My throne, And the earth My footstool, Where `is' this -- the house that ye build for Me? And where `is' this -- the place -- My rest?
| Thus | כֹּ֚ה | kō | koh |
| saith | אָמַ֣ר | ʾāmar | ah-MAHR |
| the Lord, | יְהוָ֔ה | yĕhwâ | yeh-VA |
| The heaven | הַשָּׁמַ֣יִם | haššāmayim | ha-sha-MA-yeem |
| throne, my is | כִּסְאִ֔י | kisʾî | kees-EE |
| and the earth | וְהָאָ֖רֶץ | wĕhāʾāreṣ | veh-ha-AH-rets |
| is my footstool: | הֲדֹ֣ם | hădōm | huh-DOME |
| רַגְלָ֑י | raglāy | rahɡ-LAI | |
| where | אֵי | ʾê | ay |
| is the house | זֶ֥ה | ze | zeh |
| that | בַ֙יִת֙ | bayit | VA-YEET |
| ye build | אֲשֶׁ֣ר | ʾăšer | uh-SHER |
| where and me? unto | תִּבְנוּ | tibnû | teev-NOO |
| is the | לִ֔י | lî | lee |
| place | וְאֵי | wĕʾê | veh-A |
| of my rest? | זֶ֥ה | ze | zeh |
| מָק֖וֹם | māqôm | ma-KOME | |
| מְנוּחָתִֽי׃ | mĕnûḥātî | meh-noo-ha-TEE |
Cross Reference
ମାଥିଉଲିଖିତ ସୁସମାଚାର 5:34
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କରନାହିଁ। ସ୍ବର୍ଗର ନାମ ରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ବରଙ୍କ ସିଂହାସନ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:24
ପରମେଶ୍ବର ଓ ପୃଥିବୀ ରେ ଓ ଏଥି ରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ବର୍ଗ ଓ ପୃଥିବୀର ପ୍ରଭୁ ହାଇେ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:48
ମାତ୍ର ସର୍ବୋପରିସ୍ଥ ପରମେଶ୍ବର କୌଣସି ହାତ ତିଆରି ମନ୍ଦିର ରେ ବାସ କରନ୍ତି ନାହିଁ। ଭବିଷ୍ଯଦ୍ବକ୍ତା ଏହିପରି ଲେଖନ୍ତି,
ପ୍ରଥମ ରାଜାବଳୀ 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?
ଯୋହନଲିଖିତ ସୁସମାଚାର 4:20
ଆମ୍ଭର ପିତୃପୁରୁଷମାନେ ଏହି ପର୍ବତ ରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ୟିରୁଶାଲମ ହେଉଛି ଉପାସନା କରିବା ନିମନ୍ତି ଯଥାର୍ଥ ସ୍ଥାନ।
ଗୀତସଂହିତା 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
ମଲାଖୀ 1:11
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
ଗୀତସଂହିତା 132:7
ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
ଦିତୀୟ ବଂଶାବଳୀ 6:18
କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।
ପ୍ରଥମ ବଂଶାବଳୀ 28:2
ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, ହେ ମାରେ ଭ୍ରାତା ଓ ମାରେ ଲୋକଗଣ, ମାରେ କଥା ଶୁଣ। ମାରେ ହୃଦଯ ରେ ମୁଁ ସଦାପ୍ରଭୁଙ୍କ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକ ମୁଁ ଇଚ୍ଛା କରିଥିଲି। ପରମେଶ୍ବରଙ୍କ ପାଦପୀଠ ହବୋ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ବରଙ୍କ ସହେି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନକେ ଯୋଜନାମାନ କରିଥିଲି।
ଦିତୀୟ ଶାମୁୟେଲ 7:5
ତୁମ୍ଭେ ୟାଅ ଓ ମାରେ ଦାସ ଦାଉଦଙ୍କକ୍ସ୍ଟ କକ୍ସ୍ଟହ, 'ସଦାପ୍ରଭୁ ଏହି କଥା କହିଛନ୍ତି। ତୁମ୍ଭେ ମାରେ ବାସସ୍ଥାନ ଗୃହ ନିର୍ମାଣ କରିବାକୁ ଉଦ୍ଦିଷ୍ଟ ବ୍ଯକ୍ତି ନକ୍ସ୍ଟହଁ।
ମାଥିଉଲିଖିତ ସୁସମାଚାର 24:2
ଯୀଶୁ ସମାନଙ୍କେୁ ପଚାରିଲେ, ଏହି ଭବନଗୁଡ଼ିକୁ ତୁମ୍ଭମାନେେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ସବୁତକ ଭବନ ଧ୍ବଂସ ହାଇଯେିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼ଇେ ହାଇେ ପଡ଼ିବ।
ମାଥିଉଲିଖିତ ସୁସମାଚାର 23:21
ଯେଉଁ ଲୋକ ମନ୍ଦିର ନାମ ରେ ଶପଥ କରେ, ସେ ମନ୍ଦିର ଭିତ ରେ ଜଣେ ୟିଏ ଅଛନ୍ତି, ତାହାଙ୍କ ନ୍ମ ରେ ଶପଥ ନଇେଥାଏ।
ଗୀତସଂହିତା 99:9
ତୁମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ବର ପବିତ୍ର ଅଟନ୍ତି।
ଯିରିମିୟ 7:4
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।