Isaiah 65:22
ସମାନେେ ନିର୍ମାଣ କରିଥିବା ଗୃହ ରେ ଅନ୍ୟ ଲୋକ ବାସ କରିପାରିବେ ନାହିଁ ଓ ସମାନଙ୍କେ ରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆଯୁ ବୃକ୍ଷର ଆଯୁତୁଲ୍ଯ ହବେ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ୟ୍ଯନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।
Isaiah 65:22 in Other Translations
King James Version (KJV)
They shall not build, and another inhabit; they shall not plant, and another eat: for as the days of a tree are the days of my people, and mine elect shall long enjoy the work of their hands.
American Standard Version (ASV)
They shall not build, and another inhabit; they shall not plant, and another eat: for as the days of a tree shall be the days of my people, and my chosen shall long enjoy the work of their hands.
Bible in Basic English (BBE)
They will no longer be building for the use of others, or planting for others to have the fruit: for the days of my people will be like the days of a tree, and my loved ones will have joy in full measure in the work of their hands.
Darby English Bible (DBY)
they shall not build, and another inhabit; they shall not plant, and another eat: for as the days of a tree shall be the days of my people, and mine elect shall long enjoy the work of their hands.
World English Bible (WEB)
They shall not build, and another inhabit; they shall not plant, and another eat: for as the days of a tree shall be the days of my people, and my chosen shall long enjoy the work of their hands.
Young's Literal Translation (YLT)
They do not build, and another inhabit, They do not plant, and another eat, For as the days of a tree `are' the days of My people, And the work of their hands wear out do My chosen ones.
| They shall not | לֹ֤א | lōʾ | loh |
| build, | יִבְנוּ֙ | yibnû | yeev-NOO |
| and another | וְאַחֵ֣ר | wĕʾaḥēr | veh-ah-HARE |
| inhabit; | יֵשֵׁ֔ב | yēšēb | yay-SHAVE |
| not shall they | לֹ֥א | lōʾ | loh |
| plant, | יִטְּע֖וּ | yiṭṭĕʿû | yee-teh-OO |
| and another | וְאַחֵ֣ר | wĕʾaḥēr | veh-ah-HARE |
| eat: | יֹאכֵ֑ל | yōʾkēl | yoh-HALE |
| for | כִּֽי | kî | kee |
| as the days | כִימֵ֤י | kîmê | hee-MAY |
| tree a of | הָעֵץ֙ | hāʿēṣ | ha-AYTS |
| are the days | יְמֵ֣י | yĕmê | yeh-MAY |
| of my people, | עַמִּ֔י | ʿammî | ah-MEE |
| elect mine and | וּמַעֲשֵׂ֥ה | ûmaʿăśē | oo-ma-uh-SAY |
| shall long enjoy | יְדֵיהֶ֖ם | yĕdêhem | yeh-day-HEM |
| the work | יְבַלּ֥וּ | yĕballû | yeh-VA-loo |
| of their hands. | בְחִירָֽי׃ | bĕḥîrāy | veh-hee-RAI |
Cross Reference
ଗୀତସଂହିତା 92:12
ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନର ଏରସ ଗଛ ତୁଲ୍ଯ।
ଗୀତସଂହିତା 91:16
ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।
ଯିଶାଇୟ 65:9
ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସଠାେ ରେ ବସତି ସ୍ଥାପନ କରିବେ।
ଯିଶାଇୟ 65:15
ପୁନଶ୍ଚ ତୁମ୍ଭମାନେେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖାୟିବ। ତେଣୁ ମାରେ ପ୍ରଭୁ ସଦାପ୍ରକୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମ ରେ ନାମିତ କରିବେ।
ଆଦି ପୁସ୍ତକ 5:5
ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।
ଆଦି ପୁସ୍ତକ 5:27
ମଥୁଶଲହେ ମାଟେ 969 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।
ଗୀତସଂହିତା 21:4
ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।
ଲେବୀୟ ପୁସ୍ତକ 26:16
ଯଦି ତୁମ୍ଭମାନେେ ତାହା କର, ତବେେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ୟକ୍ଷ୍ମା ଓ ଜ୍ବର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷଯ କରିବ। ଆଉ ତୁମ୍ଭମାନେେ ବୃଥା ରେ ବୀଜ ବୁଣିବ, କାରଣ ଶତୃମାନେ ତାକୁ ଖାଇଯିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:3
ସେ ତାହାକୁ ଗଭୀରତମ ଗହ୍ବର ରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରି ଦେଲେ। ଦୂତ ସହେି ଗହ୍ବରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହବୋପର୍ୟ୍ଯନ୍ତ ଲୋକମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାୟିବ।