Isaiah 65
1 ସଦାପ୍ରଭୁ କହିଲେ, ଯେଉଁମାନେ ଆମ୍ଭ ବିଷଯ ରେ ପଚାରିଲେ ନାହିଁ, ସମାନଙ୍କେ ଦ୍ବାରା ଆମ୍ଭେ ଅନ୍ବଷେିତ ହେଲୁ, ଯେଉଁମାନେ ଆମ୍ଭକୁ ଖାଜେିଲେ ନାହିଁ, ଆମ୍ଭେ ସମାନଙ୍କେୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀଯମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସମାନଙ୍କେୁ 'ଆମ୍ଭକୁ ଦେଖ, ଆମ୍ଭକୁ ଦେଖ' ବୋଲି କହିଲୁ।
2 ଯେଉଁମାନେ ନିଜ ନିଜ ଚିନ୍ତାନୁସା ରେ କୁପଥରେ ଗମନ କରନ୍ତି, ସହେି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ।
3 ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।
4 ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।
5 ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
1 I am sought of them that asked not for me; I am found of them that sought me not: I said, Behold me, behold me, unto a nation that was not called by my name.
2 I have spread out my hands all the day unto a rebellious people, which walketh in a way that was not good, after their own thoughts;
3 A people that provoketh me to anger continually to my face; that sacrificeth in gardens, and burneth incense upon altars of brick;
4 Which remain among the graves, and lodge in the monuments, which eat swine’s flesh, and broth of abominable things is in their vessels;
5 Which say, Stand by thyself, come not near to me; for I am holier than thou. These are a smoke in my nose, a fire that burneth all the day.
Isaiah 65 in Tamil and English
1 ସଦାପ୍ରଭୁ କହିଲେ, ଯେଉଁମାନେ ଆମ୍ଭ ବିଷଯ ରେ ପଚାରିଲେ ନାହିଁ, ସମାନଙ୍କେ ଦ୍ବାରା ଆମ୍ଭେ ଅନ୍ବଷେିତ ହେଲୁ, ଯେଉଁମାନେ ଆମ୍ଭକୁ ଖାଜେିଲେ ନାହିଁ, ଆମ୍ଭେ ସମାନଙ୍କେୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀଯମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସମାନଙ୍କେୁ 'ଆମ୍ଭକୁ ଦେଖ, ଆମ୍ଭକୁ ଦେଖ' ବୋଲି କହିଲୁ।
I am sought of them that asked not for me; I am found of them that sought me not: I said, Behold me, behold me, unto a nation that was not called by my name.
2 ଯେଉଁମାନେ ନିଜ ନିଜ ଚିନ୍ତାନୁସା ରେ କୁପଥରେ ଗମନ କରନ୍ତି, ସହେି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନସାରା ଆମ୍ଭ ହସ୍ତ ବିସ୍ତାର କରିଥାଉ।
I have spread out my hands all the day unto a rebellious people, which walketh in a way that was not good, after their own thoughts;
3 ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।
A people that provoketh me to anger continually to my face; that sacrificeth in gardens, and burneth incense upon altars of brick;
4 ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।
Which remain among the graves, and lodge in the monuments, which eat swine’s flesh, and broth of abominable things is in their vessels;
5 ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
Which say, Stand by thyself, come not near to me; for I am holier than thou. These are a smoke in my nose, a fire that burneth all the day.