ଯିଶାଇୟ 64:9 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 64 ଯିଶାଇୟ 64:9

Isaiah 64:9
ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।

Isaiah 64:8Isaiah 64Isaiah 64:10

Isaiah 64:9 in Other Translations

King James Version (KJV)
Be not wroth very sore, O LORD, neither remember iniquity for ever: behold, see, we beseech thee, we are all thy people.

American Standard Version (ASV)
Be not wroth very sore, O Jehovah, neither remember iniquity for ever: behold, look, we beseech thee, we are all thy people.

Bible in Basic English (BBE)
Your holy towns have become a waste, Zion has become a waste, Jerusalem is a mass of broken walls.

Darby English Bible (DBY)
Be not wroth very sore, O Jehovah, neither remember iniquity for ever. Behold, see, we beseech thee, we are all thy people.

World English Bible (WEB)
Don't be angry very sore, Yahweh, neither remember iniquity forever: see, look, we beg you, we are all your people.

Young's Literal Translation (YLT)
Be not wroth, O Jehovah, very sore, Nor for ever remember iniquity, Lo, look attentively, we beseech Thee, Thy people `are' we all.

Be
not
wroth
אַלʾalal

תִּקְצֹ֤ףtiqṣōpteek-TSOFE
very
sore,
יְהוָה֙yĕhwāhyeh-VA

עַדʿadad
O
Lord,
מְאֹ֔דmĕʾōdmeh-ODE
neither
וְאַלwĕʾalveh-AL
remember
לָעַ֖דlāʿadla-AD
iniquity
תִּזְכֹּ֣רtizkōrteez-KORE
ever:
for
עָוֹ֑ןʿāwōnah-ONE
behold,
הֵ֥ןhēnhane
see,
הַבֶּטhabbeṭha-BET
thee,
beseech
we
נָ֖אnāʾna
we
are
all
עַמְּךָ֥ʿammĕkāah-meh-HA
thy
people.
כֻלָּֽנוּ׃kullānûhoo-la-NOO

Cross Reference

ଗୀତସଂହିତା 79:13
ତା' ହେଲେ ଆମ୍ଭେ ତୁମ୍ଭର ଲୋକ, ତୁମ୍ଭର ମଷେପଲ ସର୍ବଦା ତୁମ୍ଭକୁ ଧନ୍ଯବାଦ ଦବେୁ। ପିଢ଼ୀ ପରେ ପିଢ଼ୀ, ତୁମ୍ଭେ ୟାହା କରିଛ, ସେଥିପାଇଁ ଆମ୍ଭେ ତୁମ୍ଭକୁ ପ୍ରଶଂସା କରିବୁ।

ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:10
ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।

ପିତରଙ୍କ ଦିତୀୟ ପତ୍ର 2:17
ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସମାନେେ ପ୍ରଚଣ୍ଡ ଝଡ଼ ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସମାନଙ୍କେ ନିମନ୍ତେ ଘାରେ ଅନ୍ଧକାର ସ୍ଥାନ ରଖା ଯାଇଅଛି।

ମଲାଖୀ 1:4
ଇଦୋମର ଲୋକମାନେ କହିବେ, ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।

ହବକକୂକ 3:2
ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।

ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।

ଯିରିମିୟଙ୍କ ବିଳାପ 5:20
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?

ଯିରିମିୟ 10:24
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର। ମାତ୍ର ସୁବିବଚେନା ରେ ତାହା କର। କୋର୍ଧ ରେ ତାହା କର ନାହିଁ, ଯଦି ତୁମ୍ଭେ ଏପରି କର ତବେେ ଆମ୍ଭେ ଧ୍ବଂସ ହାଇଯେିବୁ।

ଯିରିମିୟ 3:12
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,

ଯିଶାଇୟ 63:19
ଯେଉଁମାନଙ୍କୁ ତୁମ୍ଭେ କବେେ ଶାସନ କରି ନାହଁ ଓ ଯେଉଁମାନେ ତୁମ୍ଭ ନାମ ରେ କବେେ ଖ୍ଯାତ ହାଇେ ନ ଥିଲେ, ଦୀର୍ଘକାଳ ସହେି ଲୋକମାନଙ୍କ ପରି ଆମ୍ଭେ ହାଇେଅଛୁ।

ଯିଶାଇୟ 60:10
ଆଉ ମଧ୍ଯ ବିଦେଶୀଯମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ରାଜାମାନେ ତୁମ୍ଭର ସବୋ କରିବେ। କାରଣ ଆମ୍ଭେ ନିଜର କୋରଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ, ମାତ୍ର ନିଜର ଅନୁଗ୍ରହ ରେ ତୁମ୍ଭକୁ କରୁଣା କରିବୁ।

ଯିଶାଇୟ 57:17
ଆମ୍ଭେ ତାହାର ଲୋଭରୂପ ଅପରାଧ ହତେୁ କୃଦ୍ଧ ହାଇେ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଚାଇ କ୍ରୁଦ୍ଧ ହେଲୁ ; ତହିଁରେ ସେ ଅବାଧ୍ଯ ହାଇେ ଆପଣା ମନର ମାର୍ଗ ରେ ଚାଲିଲା।

ଯିଶାଇୟ 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଗୀତସଂହିତା 119:94
ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।

ଗୀତସଂହିତା 79:5
ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?

ଗୀତସଂହିତା 38:1
ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।

ଗୀତସଂହିତା 6:1
ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।