Isaiah 58:3
ସମାନେେ କୁହନ୍ତି, ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ ? ଆମ୍ଭମାନେେ କାହିଁକି ଆପଣା ପ୍ରାଣକୁ କ୍ଲେଶ ଦଇେଅଛୁ ଓ ତୁମ୍ଭେ ମନୋୟୋଗ କରୁ ନାହଁ ?
Isaiah 58:3 in Other Translations
King James Version (KJV)
Wherefore have we fasted, say they, and thou seest not? wherefore have we afflicted our soul, and thou takest no knowledge? Behold, in the day of your fast ye find pleasure, and exact all your labours.
American Standard Version (ASV)
Wherefore have we fasted, `say they', and thou seest not? `wherefore' have we afflicted our soul, and thou takest no knowledge? Behold, in the day of your fast ye find `your own' pleasure, and exact all your labors.
Bible in Basic English (BBE)
They say, Why have we kept ourselves from food, and you do not see it? why have we kept ourselves from pleasure, and you take no note of it? If, in the days when you keep from food, you take the chance to do your business, and get in your debts;
Darby English Bible (DBY)
-- Wherefore have we fasted, and thou seest not; have afflicted our soul, and thou takest no knowledge? Behold, in the day of your fast ye find what pleaseth [you], and exact all your labours.
World English Bible (WEB)
Why have we fasted, [say they], and you don't see? [why] have we afflicted our soul, and you take no knowledge? Behold, in the day of your fast you find [your own] pleasure, and exact all your labors.
Young's Literal Translation (YLT)
`Why have we fasted, and Thou hast not seen? We have afflicted our soul, and Thou knowest not.' Lo, in the day of your fast ye find pleasure, And all your labours ye exact.
| Wherefore | לָ֤מָּה | lāmmâ | LA-ma |
| have we fasted, | צַּ֙מְנוּ֙ | ṣamnû | TSAHM-NOO |
| say they, and thou seest | וְלֹ֣א | wĕlōʾ | veh-LOH |
| not? | רָאִ֔יתָ | rāʾîtā | ra-EE-ta |
| wherefore have we afflicted | עִנִּ֥ינוּ | ʿinnînû | ee-NEE-noo |
| our soul, | נַפְשֵׁ֖נוּ | napšēnû | nahf-SHAY-noo |
| knowledge? no takest thou and | וְלֹ֣א | wĕlōʾ | veh-LOH |
| תֵדָ֑ע | tēdāʿ | tay-DA | |
| Behold, | הֵ֣ן | hēn | hane |
| in the day | בְּי֤וֹם | bĕyôm | beh-YOME |
| fast your of | צֹֽמְכֶם֙ | ṣōmĕkem | tsoh-meh-HEM |
| ye find | תִּמְצְאוּ | timṣĕʾû | teem-tseh-OO |
| pleasure, | חֵ֔פֶץ | ḥēpeṣ | HAY-fets |
| and exact | וְכָל | wĕkāl | veh-HAHL |
| all | עַצְּבֵיכֶ֖ם | ʿaṣṣĕbêkem | ah-tseh-vay-HEM |
| your labours. | תִּנְגֹּֽשׂוּ׃ | tingōśû | teen-ɡoh-SOO |
Cross Reference
ମଲାଖୀ 3:14
ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।
ଲୂକଲିଖିତ ସୁସମାଚାର 18:9
କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ:
ଯିଖରିୟ 7:5
ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେ ଯେତବେେଳେ ପଞ୍ଚମ ଓ ସପ୍ତମ ମାସ ରେ ଉପବାସ ଓ ବିଳାପ କଲ, ସହେି ସତୁରି ବର୍ଷ ରେ ସତ ରେ କ'ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?
ନିହିମିୟା 5:7
ମୁଁ ଏ ବିଷଯ ରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧ ରେ ଏକ ନ୍ଯାଯିକ ବାଦାନୁବାଦ କଲି। ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସଇଟୋ ବନ୍ଦକରିବା ଉଚିତ୍। ଏହାପରେ ମୁଁ ଏକ ମହାସଭା ଡାକିବି।
ଲେବୀୟ ପୁସ୍ତକ 16:29
ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହସ୍ତ ହବେ। ସପ୍ତମ ମାସର ଦଶମ ଦିନ ରେ ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧିଅରେ ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।
ମୀଖା 3:9
ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।
ମାଥିଉଲିଖିତ ସୁସମାଚାର 18:28
ଚ଼ାକର ବାହାରୁଥିବା ସମୟରେ ରାସ୍ତା ରେ ସେ ତା'ର ଜଣେ ସଙ୍ଗୀ ଚ଼ାକରକୁ ଦେଖିଲା। ସେ ଜଣକ ତାଠାରୁ ଶ ହେ ମୁଦ୍ରା ଋଣ କରିଥିଲା। ପ୍ରଥମେ ଚ଼ାକର ଦ୍ବିତୀୟ ଚ଼ାକରର ତଣ୍ଟି ଚ଼ିପି ଧରି କହିଲା, 'ମାେ ଠାରୁ ଯେଉଁ ଋଣ ନଇେଛୁ, ତାହାକୁ ଶୁଝି ଦେ।'
ମାଥିଉଲିଖିତ ସୁସମାଚାର 20:11
ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।
ଲୂକଲିଖିତ ସୁସମାଚାର 15:29
ବଡ ପୁଅ ବାପାଙ୍କୁ କହିଲା, 'ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସବୋ କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମାେ ପାଇଁ ଛଳେିଟିଏ ମଧ୍ଯ କବେେ ମାରିନାହଁ। ତୁମ୍ଭେ ମାେ ପାଇଁ ଓ ମାେ ବନ୍ଧୁମାନଙ୍କ ପାଇଁ କବେେ ହେଲେ ଭୋଜିଟିଏ ଦଇନୋହଁ।
ଯୂନସ 3:6
ନୀନିବୀର ରାଜା ଏ ବିଷଯ ରେ ଶୁଣିଲେ ଏବଂ ସେ ମଧ୍ଯ ମନ୍ଦ କାର୍ୟ୍ଯ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ୟାଇ ରାଜକୀଯ ପୋଷାକ ପରିତ୍ଯାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପ ରେ ବସି ପଡିଲେ।
ଦାନିଏଲ 10:2
ସହେି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ୟ୍ଯନ୍ତ ଶାେକ କରୁଥିଲି।
ଲେବୀୟ ପୁସ୍ତକ 16:31
ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମଦିନ, ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।
ଲେବୀୟ ପୁସ୍ତକ 23:27
ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।
ଗଣନା ପୁସ୍ତକ 23:4
ପରମେଶ୍ବର ବିଲିଯମକୁ ସାକ୍ଷାତ କଲେ। ତହିଁରେ ବିଲିଯମ ସଦାପ୍ରଭୁଙ୍କୁ କହିଲେ, ମୁଁ ସାତଟି ୟଜ୍ଞବଦେୀ ନିର୍ମାଣ କରିଅଛି ଓ ପ୍ରେତ୍ୟକକ ୟଜ୍ଞବଦେୀ ରେ ଏକ ଷଣ୍ତ ଓ ଏକ ଅଣ୍ତିରା ମଷେ ବଳିଦାନ କରିଅଛି।
ଗୀତସଂହିତା 69:10
ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମାରେ ଉପହାସ କରନ୍ତି।
ହିତୋପଦେଶ 28:9
ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।
ଯିଶାଇୟ 22:13
ମାତ୍ର ଦେଖ ! ଲୋକମାନେ ଆମାଦେ ପ୍ରମାଦେ କରୁଛନ୍ତି। ସମାନେେ କହୁଛନ୍ତି :
ଯିଶାଇୟ 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।
ଯିରିମିୟ 34:9
ପ୍ରେତ୍ୟକକ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରିବେ ଓ କହେି ୟିହୁଦୀଯମାନଙ୍କୁ ଦାସ୍ଯକର୍ମ କରାଇବେ ନାହିଁ।
ଯାତ୍ରା ପୁସ୍ତକ 2:23
ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।