ଯିଶାଇୟ 53:3 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 53 ଯିଶାଇୟ 53:3

Isaiah 53:3
ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।

Isaiah 53:2Isaiah 53Isaiah 53:4

Isaiah 53:3 in Other Translations

King James Version (KJV)
He is despised and rejected of men; a man of sorrows, and acquainted with grief: and we hid as it were our faces from him; he was despised, and we esteemed him not.

American Standard Version (ASV)
He was despised, and rejected of men; a man of sorrows, and acquainted with grief: and as one from whom men hide their face he was despised; and we esteemed him not.

Bible in Basic English (BBE)
Men made sport of him, turning away from him; he was a man of sorrows, marked by disease; and like one from whom men's faces are turned away, he was looked down on, and we put no value on him.

Darby English Bible (DBY)
He is despised and left alone of men; a man of sorrows, and acquainted with grief, and like one from whom [men] hide their faces; -- despised, and we esteemed him not.

World English Bible (WEB)
He was despised, and rejected by men; a man of suffering, and acquainted with disease: and as one from whom men hide their face he was despised; and we didn't respect him.

Young's Literal Translation (YLT)
He is despised, and left of men, A man of pains, and acquainted with sickness, And as one hiding the face from us, He is despised, and we esteemed him not.

He
is
despised
נִבְזֶה֙nibzehneev-ZEH
and
rejected
וַחֲדַ֣לwaḥădalva-huh-DAHL
men;
of
אִישִׁ֔יםʾîšîmee-SHEEM
a
man
אִ֥ישׁʾîšeesh
sorrows,
of
מַכְאֹב֖וֹתmakʾōbôtmahk-oh-VOTE
and
acquainted
וִיד֣וּעַwîdûaʿvee-DOO-ah
with
grief:
חֹ֑לִיḥōlîHOH-lee
were
it
as
hid
we
and
וּכְמַסְתֵּ֤רûkĕmastēroo-heh-mahs-TARE
our
faces
פָּנִים֙pānîmpa-NEEM
from
מִמֶּ֔נּוּmimmennûmee-MEH-noo
despised,
was
he
him;
נִבְזֶ֖הnibzeneev-ZEH
and
we
esteemed
וְלֹ֥אwĕlōʾveh-LOH
him
not.
חֲשַׁבְנֻֽהוּ׃ḥăšabnuhûhuh-shahv-noo-HOO

Cross Reference

ଯୋହନଲିଖିତ ସୁସମାଚାର 1:10
ସହେି ବାକ୍ଯ ଜଗତ ରେ ଥିଲେ। ତାହାଙ୍କ ଦ୍ବାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ।

ଯିଶାଇୟ 53:10
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।

ଯିଶାଇୟ 49:7
ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।

ମାର୍କଲିଖିତ ସୁସମାଚାର 14:34
ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, ମାରେ ହୃଦୟ ଦୁଃଖ ରେ ଭାଙ୍ଗି ପଡୁଛି। ମୁଁ ପ୍ରାଣ ବାହାରି ୟିବା ବଳେ ଭଳି ଦୁଃଖ ଅନୁଭବ କରୁଛି। ଏଠା ରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ଯ ରୁହ।

ଗୀତସଂହିତା 22:6
କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।

ଯିଶାଇୟ 50:6
ମୁଁ ପ୍ରହାରକ ଦବୋ ପାଇଁ ମାରେପିଠି ଦଖାଇେ ଦବେି, ମାରେ ଦାଢ଼ି ଉପାଡ଼ିବା ପାଇଁ ମାରେ ଗାଲ ଦଖାଇେ ଦବେି, ପୁଣି ଅପମାନିତ ହବୋକୁ ଛପେ ପକାଇବାକୁ ମାରେ ମୁହଁ ଲୁଚାଇବି ନାହିଁ।

ଯିଶାଇୟ 53:4
ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ଯଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭମାନେେ ତାଙ୍କୁ ପରମେଶ୍ବରଙ୍କ ଦ୍ବାରା ନିର୍ୟ୍ଯାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ।

ଯିଖରିୟ 11:8
ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।

ଯିଖରିୟ 11:12
ତା'ପ ରେ ମୁଁ କହିଲି, ଯଦି ତୁମ୍ଭମାନେେ ମାେତେ ମାରେ ବତନେ ଦବୋକୁ ଇଚ୍ଛା କରୁଛ ତବେେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ। ତେଣୁ ସମାନେେ ମାରେ ମଜୁରି ତିରିଶ ରେ ୗପ୍ୟ ମୁଦ୍ରା ଦେଲେ।

ମାଥିଉଲିଖିତ ସୁସମାଚାର 26:67
ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।

ମାର୍କଲିଖିତ ସୁସମାଚାର 9:12
ଯୀଶୁ ସମାନଙ୍କେୁ କହିଲେ, ହଁ, ସମାନେେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ଯବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ଯପୁତ୍ରଙ୍କ ସମ୍ବନ୍ଧ ରେ ଶାସ୍ତ୍ର ରେ କାହିଁକି ଲଖାେ ଅଛି ଯେ ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ଯପୂର୍ଣ୍ଣ ବ୍ଯବହାର କରିବେ।

ଲୂକଲିଖିତ ସୁସମାଚାର 18:31
ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:7
ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:15
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:15
ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:13
ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।

ଯୋହନଲିଖିତ ସୁସମାଚାର 8:48
ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?

ଦିତୀୟ ବିବରଣ 32:15
କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।

ଗୀତସଂହିତା 69:10
ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମାରେ ଉପହାସ କରନ୍ତି।

ଗୀତସଂହିତା 69:19
ତୁମ୍ଭେ ଜାଣ ମାରେ ଶତ୍ରୁମାନେ ମାେତେ ନିନ୍ଦା ଓ ଅପମାନିତ କରିଛନ୍ତି। ସମାନେେ ମାେ ସହିତ ଏହା କରିବାର ତୁମ୍ଭେ ଦେଖିଛ।

ଗୀତସଂହିତା 69:29
ମୁଁ ଦୁଃଖୀ ଓ ଶାେକାକୁଳ ଅଟେ। ହେ ପରମେଶ୍ବର, ମାେତେ ଉଦ୍ଧାର କର। ମାେତେ ରକ୍ଷା କର।

ମୀଖା 5:1
ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।

ମାଥିଉଲିଖିତ ସୁସମାଚାର 26:37
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ମାଥିଉଲିଖିତ ସୁସମାଚାର 27:9
ଏଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମିୟଙ୍କ ମାଧ୍ଯମ ରେ କୁହାୟାଇଥିବା ବାଣୀ ସଫଳ ହେଲା। ୟିରିମିୟ କହିଥିଲେ,

ମାଥିଉଲିଖିତ ସୁସମାଚାର 27:39
ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,

ମାଥିଉଲିଖିତ ସୁସମାଚାର 27:63
ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'

ମାର୍କଲିଖିତ ସୁସମାଚାର 15:19
ସୈନ୍ଯମାନେ ଯୀଶୁଙ୍କ ମୁଣ୍ଡ ରେ ବାରମ୍ବାର ବତେ ରେ ଆଘାତ କଲେ। ତାହାଙ୍କ ଉପରେ ଛପେ ପକାଇଲେ। ଆଣ୍ଠୁମାଡି ବସି ତାହାଙ୍କୁ ପ୍ରଣାମ କଲେ।

ଲୂକଲିଖିତ ସୁସମାଚାର 9:22
ଏ କଥା ସତ୍ଯ ଯେ ମନୁଷ୍ଯପୁତ୍ର ଅନକେ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ବୀକାର କରିବେ। ମନୁଷ୍ଯ ପୁତ୍ରଙ୍କୁ ମାରି ଦବେେ। କିନ୍ତୁ ତିନିଦିନ ପରେ ସେ ପୁଣି ମୃତ୍ଯୁରୁ ପୁନରୁଥିତ ହବେେ।

ଲୂକଲିଖିତ ସୁସମାଚାର 16:14
ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।

ଲୂକଲିଖିତ ସୁସମାଚାର 19:41
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

ଲୂକଲିଖିତ ସୁସମାଚାର 23:18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

ଯୋହନଲିଖିତ ସୁସମାଚାର 11:35
ଯୀଶୁ କାନ୍ଦିଲେ।

ଲୂକଲିଖିତ ସୁସମାଚାର 8:53
ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସମାନେେ ଜାଣିଥିଲେ ଯେ ଝିଅଟି ମରିଯାଇଛି।