ଯିଶାଇୟ 52
1 ହେ ସିୟୋନ, ଉଠ, ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ, ୟିରୁଶାଲମ ! ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର। କାରଣ ଏହି ସମୟ ମଧିଅରେ ତୁମ୍ଭ ମଧ୍ଯକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।
2 ତୁମ୍ଭେ ନିଜ ଦହରେ ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ଯା ୟିରୁଶାଲମ ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢ଼ିଲା କର।
3 ସଦାପ୍ରଭୁ ଏହି କଥା କୁହନ୍ତି, ତୁମ୍ଭମାନେେ ବିନା ମୂଲ୍ଯ ରେ ବିବ୍ରତ ହାଇେଥିଲ, ଆଉ ବିନା ମୂଲ୍ଯ ରେ ମୁକ୍ତ ହବେ।'
4 ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି, ଆମ୍ଭର ଲୋକମନେ ପ୍ରବାସ କରିବାକୁ ମିଶର ୟାଇଥିଲେ। ମାତ୍ର ଅଶୂରୀଯମାନେ ବିନା କାରଣ ରେ ସମାନଙ୍କେ ଉପ ରେ ଅତ୍ଯାଚାର କଲେ।
5 ସଦାପ୍ରଭୁ କୁହନ୍ତି, ବର୍ତ୍ତମାନ ଦେଖ, କ'ଣ ସବୁ ଘଟୁଅଛି। ବିନା କାରଣ ରେ ମାରେ ଲୋକମାନଙ୍କୁ ନିଆ ଯାଉଅଛି। ସମାନଙ୍କେ ଉପ ରେ ର ସହେି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।
6 ତେଣୁ ସଦାପ୍ରଭୁ କୁହନ୍ତି, ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସହେି ଯେ ଆମ୍ଭେ ଅଟୁ, ଏହା ସମାନେେ ସହେିଦିନ ଜାଣିବେ। ହିଁ ଦେଖ, ଆମ୍ଭେ ସହେି।
7 ଯେଉଁ ବ୍ଯକ୍ତି ସୁସମାଚାର ଆଣୁଛନ୍ତି, ୟିଏ ଶାନ୍ତି ପ୍ରଚାର କରୁଅଛି, ୟିଏ ମଙ୍ଗଳ ସୁସମାଚାର ଆଣୁଛନ୍ତି, ୟିଏ ପରିତ୍ରାଣ ପ୍ରଚାର କରୁଅଛି ଓ ୟିଏ ସିୟୋନକୁ ତୁମ୍ଭ ପରମେଶ୍ବର ରାଜ୍ଯ କରନ୍ତି ବୋଲି କହୁଅଛି, ସହେି ଶାନ୍ତିଦୂତର ଚରଣ ପର୍ବତଗଣ ଉପ ରେ ସ୍ବାଗତ ଯୋଗ୍ଯ।'
8 ଶୁଣ, ତୁମ୍ଭ ପ୍ରହରିଗଣ ଉଚ୍ଚସ୍ବର ରେ ଚିତ୍କାର କରୁଛନ୍ତି। ସମାନେେ ଏକତ୍ର ଆନନ୍ଦଧ୍ବନି କରୁଛନ୍ତି। କାରଣ ସମାନେେ ପ୍ରେତ୍ୟକକ ସ୍ବଚକ୍ଷୁ ରେ ସଦାପ୍ରଭୁଙ୍କ ସିୟୋନକୁ ପ୍ରତ୍ଯାବର୍ତ୍ତନ ଦେଖୁଛନ୍ତି।
9 ହେ ୟିରୁଶାଲମର ଧ୍ବଂସାବଶଷେ ସ୍ଥାନସକଳ, ଉଚ୍ଚସ୍ବର ରେ ଆନନ୍ଦଧ୍ବନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ବନା କରିଅଛନ୍ତି ଓ ସେ ୟିରୁଶାଲମକୁ ମୁକ୍ତ କରିଅଛନ୍ତି।
10 ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।
11 ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।
12 ତୁମ୍ଭମାନେେ ତରତର ହାଇେ ୟାଅ ନାହିଁ କିମ୍ବା ତୁମ୍ଭମାନେେ ପଳାତକପରି ପଳାଯନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କର ଅନୁସରଣ କରିବେ।
13 ଆମ୍ଭର ଦାସକୁ ଦେଖ, ସେ ସୁବିବଚେନା ପୂର୍ବକ ବ୍ଯବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ବିତ ହବେେ।
14 ଅନକେ ଆମ୍ଭର ସବେକକୁ ଦେଖି ବିବ୍ରତ ହବେେ। କାରଣ ତାଙ୍କର ଆକୃତି ମନୁଷ୍ଯ ଆକୃତିଠାରୁ ଏପରି ବିକୃତ ହବେ ଯେ ତାଙ୍କୁ ଅନକେ ମନୁଷ୍ଯ ବୋଲି ଚିହ୍ନିବେ ନାହିଁ।
15 ତେଣୁ ସେ ଅନକେ ଦେଶୀଯମାନଙ୍କୁ ଚମକାଇ ଦବେେ। ରାଜାମାନେ ତାଙ୍କ ସମ୍ମୁଖ ରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସମାନଙ୍କେୁ କୁହାୟାଇ ନ ଥିଲା, ତାହା ସମାନେେ ଦେଖିବେ ଓ ଯାହା ସମାନେେ ଶୁଣି ନ ଥିଲେ ତାହା ସମାନେେ ବୁଝିବେ।'
1 Awake, awake; put on thy strength, O Zion; put on thy beautiful garments, O Jerusalem, the holy city: for henceforth there shall no more come into thee the uncircumcised and the unclean.
2 Shake thyself from the dust; arise, and sit down, O Jerusalem: loose thyself from the bands of thy neck, O captive daughter of Zion.
3 For thus saith the Lord, Ye have sold yourselves for nought; and ye shall be redeemed without money.
4 For thus saith the Lord God, My people went down aforetime into Egypt to sojourn there; and the Assyrian oppressed them without cause.
5 Now therefore, what have I here, saith the Lord, that my people is taken away for nought? they that rule over them make them to howl, saith the Lord; and my name continually every day is blasphemed.
6 Therefore my people shall know my name: therefore they shall know in that day that I am he that doth speak: behold, it is I.
7 How beautiful upon the mountains are the feet of him that bringeth good tidings, that publisheth peace; that bringeth good tidings of good, that publisheth salvation; that saith unto Zion, Thy God reigneth!
8 Thy watchmen shall lift up the voice; with the voice together shall they sing: for they shall see eye to eye, when the Lord shall bring again Zion.
9 Break forth into joy, sing together, ye waste places of Jerusalem: for the Lord hath comforted his people, he hath redeemed Jerusalem.
10 The Lord hath made bare his holy arm in the eyes of all the nations; and all the ends of the earth shall see the salvation of our God.
11 Depart ye, depart ye, go ye out from thence, touch no unclean thing; go ye out of the midst of her; be ye clean, that bear the vessels of the Lord.
12 For ye shall not go out with haste, nor go by flight: for the Lord will go before you; and the God of Israel will be your rereward.
13 Behold, my servant shall deal prudently, he shall be exalted and extolled, and be very high.
14 As many were astonied at thee; his visage was so marred more than any man, and his form more than the sons of men:
15 So shall he sprinkle many nations; the kings shall shut their mouths at him: for that which had not been told them shall they see; and that which they had not heard shall they consider.
Tamil Indian Revised Version
இப்போதும் நீங்கள் ஒரு புதுவண்டி செய்து, நுகம்பூட்டாதிருக்கிற இரண்டு கறவைப் பசுக்களைப் பிடித்து, அவைகளை வண்டியிலே கட்டி, அவைகளின் கன்றுக்குட்டிகளை அவைகளுக்குப் பின்னாகப் போகவிடாமல், வீட்டிலே கொண்டுவந்து விட்டு,
Tamil Easy Reading Version
“இப்போது நீங்கள் ஒரு புது வண்டியைச் செய்யவேண்டும். நுகம்பூட்டாத இரண்டு இளைய பசுக்களைப் பிடித்து வண்டியில் கட்டவேண்டும். அவற்றின் கன்றுக்குட்டிகளை அவற்றின் பின் போகவிடாமல் வீட்டில் கட்டவேண்டும்.
Thiru Viviliam
இப்போது நீங்கள் ஒரு புதிய வண்டியைச் செய்யுங்கள். இதுவரை நுகம் பூட்டாத இரு கறவைப் பசுக்களைப் பிடித்து அவற்றை வண்டியில் பூட்டுங்கள். அவற்றின் கன்றுக்குட்டிகளை விலக்கி வீட்டுக்கு இட்டுச் செல்லுங்கள்.
King James Version (KJV)
Now therefore make a new cart, and take two milch kine, on which there hath come no yoke, and tie the kine to the cart, and bring their calves home from them:
American Standard Version (ASV)
Now therefore take and prepare you a new cart, and two milch kine, on which there hath come no yoke; and tie the kine to the cart, and bring their calves home from them;
Bible in Basic English (BBE)
So now, take and make ready a new cart, and two cows which have never come under the yoke, and have the cows yoked to the cart, and take their young ones away from them:
Darby English Bible (DBY)
And now make a new cart, and take two milch kine, on which there has come no yoke, and tie the kine to the cart, and bring their calves home from them;
Webster’s Bible (WBT)
Now therefore make a new cart, and take two milch-cows on which there hath come no yoke, and tie the cows to the cart, and bring their calves home from them:
World English Bible (WEB)
Now therefore take and prepare yourselves a new cart, and two milk cattle, on which there has come no yoke; and tie the cattle to the cart, and bring their calves home from them;
Young’s Literal Translation (YLT)
`And now, take and make one new cart, and two suckling kine, on which a yoke hath not gone up, and ye have bound the kine in the cart, and caused their young ones to turn back from after them to the house,
1 சாமுவேல் 1 Samuel 6:7
இப்போதும் நீங்கள் ஒரு புதுவண்டில் செய்து, நுகம்பூட்டாதிருக்கிற இரண்டு கறவைப்பசுக்களைப் பிடித்து, அவைகளை வண்டிலிலே கட்டி, அவைகளின் கன்றுக்குட்டிகளை அவைகளுக்குப் பின்னாகப் போகவிடாமல், வீட்டிலே கொண்டு வந்துவிட்டு,
Now therefore make a new cart, and take two milch kine, on which there hath come no yoke, and tie the kine to the cart, and bring their calves home from them:
Now | וְעַתָּ֗ה | wĕʿattâ | veh-ah-TA |
therefore make | קְח֨וּ | qĕḥû | keh-HOO |
a | וַֽעֲשׂ֜וּ | waʿăśû | va-uh-SOO |
new | עֲגָלָ֤ה | ʿăgālâ | uh-ɡa-LA |
cart, | חֲדָשָׁה֙ | ḥădāšāh | huh-da-SHA |
and take | אֶחָ֔ת | ʾeḥāt | eh-HAHT |
two | וּשְׁתֵּ֤י | ûšĕttê | oo-sheh-TAY |
milch | פָרוֹת֙ | pārôt | fa-ROTE |
kine, | עָל֔וֹת | ʿālôt | ah-LOTE |
on | אֲשֶׁ֛ר | ʾăšer | uh-SHER |
which | לֹֽא | lōʾ | loh |
there hath come | עָלָ֥ה | ʿālâ | ah-LA |
no | עֲלֵיהֶ֖ם | ʿălêhem | uh-lay-HEM |
yoke, | עֹ֑ל | ʿōl | ole |
and tie | וַֽאֲסַרְתֶּ֤ם | waʾăsartem | va-uh-sahr-TEM |
אֶת | ʾet | et | |
the kine | הַפָּרוֹת֙ | happārôt | ha-pa-ROTE |
cart, the to | בָּֽעֲגָלָ֔ה | bāʿăgālâ | ba-uh-ɡa-LA |
and bring | וַהֲשֵֽׁיבֹתֶ֧ם | wahăšêbōtem | va-huh-shay-voh-TEM |
their calves | בְּנֵיהֶ֛ם | bĕnêhem | beh-nay-HEM |
home | מֵאַֽחֲרֵיהֶ֖ם | mēʾaḥărêhem | may-ah-huh-ray-HEM |
from | הַבָּֽיְתָה׃ | habbāyĕtâ | ha-BA-yeh-ta |