ଯିଶାଇୟ 43:8 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 43 ଯିଶାଇୟ 43:8

Isaiah 43:8
ପରମେଶ୍ବର କୁହନ୍ତି, ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସହେି ଲୋକଙ୍କୁ ବାହାର କରିଆଣ।

Isaiah 43:7Isaiah 43Isaiah 43:9

Isaiah 43:8 in Other Translations

King James Version (KJV)
Bring forth the blind people that have eyes, and the deaf that have ears.

American Standard Version (ASV)
Bring forth the blind people that have eyes, and the deaf that have ears.

Bible in Basic English (BBE)
Send out the blind people who have eyes, and those who have ears, but they are shut.

Darby English Bible (DBY)
Bring forth the blind people that have eyes, and the deaf that have ears.

World English Bible (WEB)
Bring forth the blind people who have eyes, and the deaf who have ears.

Young's Literal Translation (YLT)
He brought out a blind people who have eyes, And deaf ones who have ears.

Bring
forth
הוֹצִ֥יאhôṣîʾhoh-TSEE
the
blind
עַםʿamam
people
עִוֵּ֖רʿiwwēree-WARE
that
have
וְעֵינַ֣יִםwĕʿênayimveh-ay-NA-yeem
eyes,
יֵ֑שׁyēšyaysh
and
the
deaf
וְחֵרְשִׁ֖יםwĕḥērĕšîmveh-hay-reh-SHEEM
that
have
ears.
וְאָזְנַ֥יִםwĕʾoznayimveh-oze-NA-yeem
לָֽמוֹ׃lāmôLA-moh

Cross Reference

ଯିଶାଇୟ 6:9
ତା'ପ ରେ ସଦାପ୍ରଭୁ କହିଲେ, ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'

ଯିହିଜିକଲ 12:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।

ଦିତୀୟ ବିବରଣ 29:2
ମାଶାେ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ଏକତ୍ରୀତ କଲେ ଓ କହିଲେ, ତୁମ୍ଭମାନେେ ଦେଖିଛ ଯେ ମିଶର ରେ ସଦାପ୍ରଭୁ କିପରି କାର୍ୟ୍ଯମାନ କରିଛନ୍ତି। ତୁମ୍ଭମାନେେ ମଧ୍ଯ ଦେଖିଛ, ସଦାପ୍ରଭୁ ରାଜା ଫା ରେ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ।

ଯିଶାଇୟ 42:18
ହେ ବଧିରମାନେ ଶୁଣ ! ହେ ଅନ୍ଧମାନେ, ତୁମ୍ଭମାନେେ ଦେଖିବା ପାଇଁ ଦୃଷ୍ଟି ଦିଅ।

ଯିଶାଇୟ 44:18
ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।

ଯିରିମିୟ 5:21
' ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭମାନେେ ଚକ୍ଷୁ ଥାଉଁ ଥାଉଁ ଦେଖୁନାହଁ, କର୍ଣ୍ଣ ଥାଉଁ ଥାଉଁ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭମାନେେ ଶୁଣ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:4
ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।