ଯିଶାଇୟ 37:25 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 37 ଯିଶାଇୟ 37:25

Isaiah 37:25
ଆମ୍ଭେ କୂପ ଖାେଳି ଜଳପାନ କରିଅଛୁ। ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ ତା ଉପ ରେ ପଦଚାରଣା କରିଅଛୁ।'

Isaiah 37:24Isaiah 37Isaiah 37:26

Isaiah 37:25 in Other Translations

King James Version (KJV)
I have digged, and drunk water; and with the sole of my feet have I dried up all the rivers of the besieged places.

American Standard Version (ASV)
I have digged and drunk water, and with the sole of my feet will I dry up all the rivers of Egypt.

Bible in Basic English (BBE)
I have made water-holes and taken their waters, and with my foot I have made all the rivers of Egypt dry.

Darby English Bible (DBY)
I have digged and drunk water; and with the sole of my feet have I dried up all the streams of Matsor.

World English Bible (WEB)
I have dug and drunk water, and with the sole of my feet will I dry up all the rivers of Egypt.

Young's Literal Translation (YLT)
I -- I have dug and drunk waters, And I dry up with the sole of my steps All floods of a bulwark.

I
אֲנִ֥יʾănîuh-NEE
have
digged,
קַ֖רְתִּיqartîKAHR-tee
and
drunk
וְשָׁתִ֣יתִיwĕšātîtîveh-sha-TEE-tee
water;
מָ֑יִםmāyimMA-yeem
and
with
the
sole
וְאַחְרִב֙wĕʾaḥribveh-ak-REEV
feet
my
of
בְּכַףbĕkapbeh-HAHF
have
I
dried
up
פְּעָמַ֔יpĕʿāmaypeh-ah-MAI
all
כֹּ֖לkōlkole
rivers
the
יְאֹרֵ֥יyĕʾōrêyeh-oh-RAY
of
the
besieged
places.
מָצֽוֹר׃māṣôrma-TSORE

Cross Reference

ପ୍ରଥମ ରାଜାବଳୀ 20:10
ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ଦିତୀୟ ବିବରଣ 11:10
ପନିପରିବା ବଗିଗ୍ଭ ରେ ଯେପରି ବୀଜ ବପନ କର, ସହେିପରି ମିଶର ଦେଶର ଗ୍ଭରାଗଛ ରେ ତୁମ୍ଭମାନେେ ପାଣି ଦେଉଥିଲ, ଯେଉଁଠାରକ୍ସ୍ଟ ତୁମ୍ଭମାନେେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସପରେି ନକ୍ସ୍ଟ ହେଁ।

ଦିତୀୟ ରାଜାବଳୀ 19:23
ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

ଯିଶାଇୟ 36:12
ମାତ୍ର ରବଶାକି କହିଲା, ମାରେ ପ୍ରଭୁ କ'ଣ ମାେତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି ? ସେ କ'ଣ ମାେତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସମାନଙ୍କେ ନିକଟକୁ ପଠାଇ ନାହାଁନ୍ତି ?'