ଯିଶାଇୟ 34:17 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 34 ଯିଶାଇୟ 34:17

Isaiah 34:17
ପରମେଶ୍ବର ପୁଣି ସମାନଙ୍କେର ନିମନ୍ତେ ଗୁଲିବାଣ୍ଟ କରିଛନ୍ତି ଓ ତାଙ୍କର ହସ୍ତ ପରିମାପକ ରଜ୍ଜୁଦ୍ବାରା ତାହା ବିଭାଗ କରି ସମାନଙ୍କେୁ ଦଇେଅଛି। ସମାନେେ ତାହା ଚିରକାଳ ଅଧିକାର କରିବେ, ସମାନେେ ପୁରୁଷାନୁକ୍ରମେ ତହିଁ ମଧିଅରେ ବାସ କରିବେ।

Isaiah 34:16Isaiah 34

Isaiah 34:17 in Other Translations

King James Version (KJV)
And he hath cast the lot for them, and his hand hath divided it unto them by line: they shall possess it for ever, from generation to generation shall they dwell therein.

American Standard Version (ASV)
And he hath cast the lot for them, and his hand hath divided it unto them by line: they shall possess it for ever; from generation to generation shall they dwell therein.

Bible in Basic English (BBE)
And he has given them their heritage, and by his hand it has been measured out to them: it will be theirs for ever, their resting-place from generation to generation.

Darby English Bible (DBY)
For he himself hath cast the lot for them, and his hand hath divided it unto them with the line: they shall possess it for ever; from generation to generation shall they dwell therein.

World English Bible (WEB)
He has cast the lot for them, and his hand has divided it to them by line: they shall possess it forever; from generation to generation shall they dwell therein.

Young's Literal Translation (YLT)
And He hath cast for them a lot, And His hand hath apportioned `it' to them by line, Unto the age they possess it, To all generations they dwell in it!

And
he
וְהֽוּאwĕhûʾveh-HOO
hath
cast
הִפִּ֤ילhippîlhee-PEEL
the
lot
לָהֶן֙lāhenla-HEN
hand
his
and
them,
for
גּוֹרָ֔לgôrālɡoh-RAHL
hath
divided
וְיָד֛וֹwĕyādôveh-ya-DOH
line:
by
them
unto
it
חִלְּקַ֥תָּהḥillĕqattâhee-leh-KA-ta
they
shall
possess
לָהֶ֖םlāhemla-HEM
it
for
בַּקָּ֑וbaqqāwba-KAHV
ever,
עַדʿadad
generation
from
עוֹלָם֙ʿôlāmoh-LAHM
to
generation
יִֽירָשׁ֔וּהָyîrāšûhāyee-ra-SHOO-ha
shall
they
dwell
לְד֥וֹרlĕdôrleh-DORE
therein.
וָד֖וֹרwādôrva-DORE
יִשְׁכְּנוּyiškĕnûyeesh-keh-NOO
בָֽהּ׃bāhva

Cross Reference

ଯିଶାଇୟ 34:10
ସହେି ଅଗ୍ନି ଦିବାରାତ୍ର ପ୍ରଜ୍ବଳିତ ହବେ ଓ ତାହା କବେେ ନିର୍ବାପିତ ହବେ ନାହିଁ। ସେଥିରୁ ଚିରକାଳ ଧୂମ ନିର୍ଗତ ହବେ। ପୁରୁଷାନୁକ୍ରମେ ତାହା ମରୁଭୂମି ହାଇେ ରହିବ। ଅନନ୍ତକାଳ ପର୍ୟ୍ଯନ୍ତ ତାହା ମଧ୍ଯ ଦଇେ କହେି ଗମନ କରିବେ ନାହିଁ।

ଗୀତସଂହିତା 78:55
ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।

ଯିହୋଶୂୟ 18:8
ତେଣୁ ଲୋକମାନେ ଯେଉଁମାନେ ବଛା ୟାଇଥିଲେ, ସମାନେେ ୟାଇ ଦେଶ ଅନକ୍ସ୍ଟଧ୍ଯାନ କରି ସେ ବିଷଯ ରେ ଲେଖିଲେ।ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଇ ଦେଶ ଭ୍ରମଣ କରି ତହିଁ ବିଷଯ ରେ ଲେଖ ଓ ଆମ୍ଭ ନିକଟକକ୍ସ୍ଟ ପକ୍ସ୍ଟନର୍ବାର ଆସ, ତା'ପରେ ମୁ ଶୀଲୋହାର ପରମେଶ୍ବରଙ୍କର ସମ୍ମକ୍ସ୍ଟଖ ରେ ଗକ୍ସ୍ଟଳାବାଣ୍ଟ ପକାଇ ବାଣ୍ଟି ଦବେି।

ଯିଶାଇୟ 13:20
ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।

ଯିଶାଇୟ 17:14
ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

ଯିରିମିୟ 13:25
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ। କାରଣ ତୁମ୍ଭମାନେେ ମାେତେ ପାଶୋରିଲ ଓ ମିଥ୍ଯା ଦବଗେଣ ରେ ବିଶ୍ବାସ କଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:19
ପରମେଶ୍ବର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସହେି ଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:26
ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,