ଯିଶାଇୟ 3:8 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 3 ଯିଶାଇୟ 3:8

Isaiah 3:8
ଏପରି ଘଟିବାର କାରଣ ୟିରୁଶାଲମ ବିପଥଗାମୀ ହାଇେ ବିନଷ୍ଟ ହାଇେଛି। ଯିହୁଦା ପରମେଶ୍ବରଙ୍କୁ ଅବଜ୍ଞାକରି ନିପତିତ ହାଇେଛି। ସମାନଙ୍କେର ବାକ୍ଯ ଓ କାର୍ୟ୍ଯ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସମାନେେ ସଦାପ୍ରଭୁଙ୍କ ମହିମା ରେ ଉପହାସ କରୁଛନ୍ତି।

Isaiah 3:7Isaiah 3Isaiah 3:9

Isaiah 3:8 in Other Translations

King James Version (KJV)
For Jerusalem is ruined, and Judah is fallen: because their tongue and their doings are against the LORD, to provoke the eyes of his glory.

American Standard Version (ASV)
For Jerusalem is ruined, and Judah is fallen; because their tongue and their doings are against Jehovah, to provoke the eyes of his glory.

Bible in Basic English (BBE)
For Jerusalem has become feeble, and destruction has come on Judah, because their words and their acts are against the Lord, moving the eyes of his glory to wrath.

Darby English Bible (DBY)
For Jerusalem stumbleth and Judah falleth, because their tongue and their doings are against Jehovah, to provoke the eyes of his glory.

World English Bible (WEB)
For Jerusalem is ruined, and Judah is fallen; Because their tongue and their doings are against Yahweh, To provoke the eyes of his glory.

Young's Literal Translation (YLT)
For stumbled hath Jerusalem, and Judah hath fallen, For their tongue and their doings `are' against Jehovah, To provoke the eyes of His glory.

For
כִּ֤יkee
Jerusalem
כָשְׁלָה֙košlāhhohsh-LA
is
ruined,
יְר֣וּשָׁלִַ֔םyĕrûšālaimyeh-ROO-sha-la-EEM
and
Judah
וִיהוּדָ֖הwîhûdâvee-hoo-DA
fallen:
is
נָפָ֑לnāpālna-FAHL
because
כִּֽיkee
their
tongue
לְשׁוֹנָ֤םlĕšônāmleh-shoh-NAHM
doings
their
and
וּמַֽעַלְלֵיהֶם֙ûmaʿallêhemoo-ma-al-lay-HEM
are
against
אֶלʾelel
the
Lord,
יְהוָ֔הyĕhwâyeh-VA
provoke
to
לַמְר֖וֹתlamrôtlahm-ROTE
the
eyes
עֵנֵ֥יʿēnêay-NAY
of
his
glory.
כְבוֹדֽוֹ׃kĕbôdôheh-voh-DOH

Cross Reference

ଦିତୀୟ ବଂଶାବଳୀ 28:5
ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।

ଯିହିଜିକଲ 8:4
ଉପତ୍ୟକା ରେ ମୁଁ ଦେଖିଥିବା ଦୃଶ୍ଯ ତୁଲ୍ଯ ସେ ସ୍ଥାନ ରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ବିଦ୍ଯମାନ ଥିଲା।

ଯିହିଜିକଲ 8:12
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶର ପ୍ରାଚୀନବର୍ଗ ପ୍ରେତ୍ୟକକ ନିଜ ନିଜ ପ୍ରତିମା ଗୃହ ରେ ଅନ୍ଧକାର ରେ ଯାହା କରୁଅଛନ୍ତି ତାହା କ'ଣ ତୁମ୍ଭେ ଦେଖିପାରିବ ? କାରଣ ସମାନେେ ଭାବନ୍ତି, 'ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ଯାଗ କରିଛନ୍ତି।'

ଯିହିଜିକଲ 8:17
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହିସବୁ ଦେଖିଲ ? ଏହିପରି ଘୃଣ୍ଯ କର୍ମମାନ କରିବା କ'ଣ ଯିହୁଦାର ଭବିଷ୍ଯତ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ। ବାସ୍ତବ ରେ ସମାନେେ ଦେଶକୁ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କୋର୍ଧିତ କରି ରଖିଛନ୍ତି। ଆଉ ଦେଖ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦବୋ ପାଇଁ ସମାନେେ ନାସିକା ରେ ନାକଫୁଲ ପିନ୍ଧିଛନ୍ତି।

ଯିହିଜିକଲ 9:9
ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

ହୋଶେୟ 7:16
କିନ୍ତୁ ସମାନେେ ଆମ୍ଭ ନିକଟକୁ ଫରେି ଆସିଲେ ନାହିଁ। ସମାନେେ ଗୋଟିଏ ତୃଟିପୂର୍ଣ୍ଣ ବୁମରୋଂ ପରି ବ୍ଯବହାର କଲେ। ସମାନଙ୍କେର ନେତାମାନେ ସମାନଙ୍କେର ଶକ୍ତି ଉପ ରେ ବୃଥା ବଡିମା ଦଖାେଉଥିଲେ କିନ୍ତୁ ସମାନେେ ଖଣ୍ତା ରେ ନିହତ ହବେେ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର ହବେେ।

ମୀଖା 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।

ହବକକୂକ 1:13
ତୁମ୍ଭର ଚକ୍ଷୁଗୁଡିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖିପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ଯ କରିପାରିବ ନାହିଁ। ତେଣୁ କିପରି ସହେି ମନ୍ଦ ଲୋକମାନେ ଜଯ କରିବାର ତୁମ୍ଭେ ଦେଖିପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିଯା କରୁନାହଁ, ଯେତବେେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?

ମଲାଖୀ 3:13
ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଟୁବାକ୍ଯ ପ୍ରଯୋଗ କରୁଛ।

ମାଥିଉଲିଖିତ ସୁସମାଚାର 12:36
କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:22
ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

ଯିରିମିୟଙ୍କ ବିଳାପ 5:16
ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।

ଯିରିମିୟ 26:18
ଯିହୁଦାର ରାଜା ହିଜକିଯଙ୍କ ସମୟରେ ମେ ରେଷ୍ଟୀଯର ମୀଖା ଭବିଷ୍ଯଦବାକ୍ଯ ପ୍ରଚାର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା,

ଯିରିମିୟ 26:6
ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'

ଦିତୀୟ ବଂଶାବଳୀ 28:18
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣ ରେ ଥିବା ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶମେଶ୍, ଅଯାଲୋନ୍, ଗଦରେୋତ୍, ସୋଖୋ, ତିମ୍ନାହ ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସମାନେେ ସୋସ, ତିମନା ଓ ଗିମତ ଚତୁଃପାଶର୍‌ବ ରେ ଥିବା ଗ୍ରାମଗୁଡ଼ିକୁ ମଧ୍ଯ ଅଧିକାର କଲେ। ଏହାପରେ ପଲେଷ୍ଟୀୟମାନେ ସହେି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।

ଦିତୀୟ ବଂଶାବଳୀ 33:6
ମନଃଶି ମଧ୍ଯ ନିଜ ପୁତ୍ରକୁ ବନ୍େ-ହୋନ୍ନୋମ ଉପତ୍ୟକା ରେ ବଳିରୂପେ ଜ୍ବଳାଇଲେ। ମନଃଶି କୁହୁକ ବିଦ୍ଯା, ଭବିଷ୍ଯତ କହିବା ଓ ଅଲୌକିକ କାର୍ୟ୍ଯ କଲେ ଏବଂ ସେ ମଧ୍ଯ ୟାଦୁବିଦ୍ଯା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି ମହିଥିଲେ, ମନଃଶି ସହେିପରି ଅନକେ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କୋରଧାନ୍ବିତ କଲା।

ଦିତୀୟ ବଂଶାବଳୀ 33:11
ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

ଦିତୀୟ ବଂଶାବଳୀ 36:17
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଗୀତସଂହିତା 73:8
ସମାନେେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସମାନଙ୍କେ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି। ସମାନେେ ଅହଂକାରୀ ଓ ଗର୍ବୀ ଅଟନ୍ତି। ସମାନେେ ଧମକ ଦିଅନ୍ତି ୟେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।

ଯିଶାଇୟ 1:7
ତୁମ୍ଭମାନଙ୍କର ଦେଶ ଧ୍ବଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନି ରେ ଭସ୍ମିଭୂତ ହାଇେଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ବାରା ଅଧିକୃତ। ସୈନ୍ଯବାହିନୀ ଦ୍ବାରା ଦେଶ ଧ୍ବଂସ ହେଲା ପରି ତୁମ୍ଭର ଦେଶ ଧ୍ବଂସ ହାଇୟୋଇଛି।

ଯିଶାଇୟ 5:18
ସସହିସଲାକମାନଙ୍କୁ ଲକ୍ଷ୍ଯ କର।ସଲାକମାଲନ ଶକଟ ରଜ୍ଜୁସର ଟାଣିଲା ପରିସସମାଲନ ଅସାରତା ରୂପକ ରଜ୍ଜୁସର ଅପରାଧ ଓ ପାପକୁ ପଛରୁ ଟାଣନ୍ତି।

ଯିଶାଇୟ 9:17
ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।

ଯିଶାଇୟ 57:4
ତୁମ୍ଭମାନେେ କାହାକୁ ଉପହାସ କରୁଅଛ ? ତୁମ୍ଭମାନେେ କାହା ଆଡ଼େ ମୁଖ ମଲୋଇ ଜିହ୍ବା ବାହାର କରୁଅଛ ? ତୁମ୍ଭମାନେେ କ'ଣ ଅଧର୍ମାଚାରୀର ସନ୍ତାନ ଓ ଅନାଚାର ବଂଶ ନୁହଁ ?

ଯିଶାଇୟ 65:3
ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।

ଯିହୂଦାଙ୍କ ପତ୍ର 1:15
ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।