Isaiah 28

fullscreen1 ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।

fullscreen2 ଦେଖ, ମାରେ ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାୟୁକ୍ତ ଝଡ଼ ଓ ପ୍ରଳଯକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ଯାଜଳ ସଦୃଶ ପ୍ରବାହିତ ହାଇେ ଶକ୍ତିଶାଳୀ ହସ୍ତ ରେ ତାକୁ ଭୂମିରେ ନିକ୍ଷପେ କରିବ।

fullscreen3 ଇଫ୍ରଯିମର ମତ୍ତ ଲୋକମାନଙ୍କ ଦର୍ପସ୍ବରୂପ ମୁକୁଟ' ପଦ ତଳେ ଦଳିତ ହବେ।

fullscreen4 ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଲାନ ପୁଷ୍ପ ପାଲଟିବ।' ସହେି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ବ ଡ଼ିମିରି ଫଳ ସଦୃଶ ହବେ। ଯେକହେି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।

fullscreen5 ସଦେିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ବହୁତ ସୁନ୍ଦର ମୁକୁଟ' ସଦୃଶ ହବେେ।

fullscreen6 ତା'ପ ରେ ସଦାପ୍ରଭୁ ବିଚାର ନିମନ୍ତେ ବିଚାରକଙ୍କୁ ବିଚାର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ବାର ରେ ୟୁଦ୍ଧ ରେ ଫରୋଇ ଦିଅନ୍ତି ସମାନଙ୍କେ ପାଇଁ ବଳସ୍ବରୂପ ହବେେ।

fullscreen7 ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।

fullscreen8 ସମସ୍ତ ମଜେ ବାନ୍ତି ରେ ପରିପୂର୍ଣ୍ଣ। ସଠାେ ରେ ମଇଳା ପାଇଁ ୟଥେଷ୍ଟ କଠାେରୀ ନ ଥିଲା।

1 Woe to the crown of pride, to the drunkards of Ephraim, whose glorious beauty is a fading flower, which are on the head of the fat valleys of them that are overcome with wine!

2 Behold, the Lord hath a mighty and strong one, which as a tempest of hail and a destroying storm, as a flood of mighty waters overflowing, shall cast down to the earth with the hand.

3 The crown of pride, the drunkards of Ephraim, shall be trodden under feet:

4 And the glorious beauty, which is on the head of the fat valley, shall be a fading flower, and as the hasty fruit before the summer; which when he that looketh upon it seeth, while it is yet in his hand he eateth it up.

5 In that day shall the Lord of hosts be for a crown of glory, and for a diadem of beauty, unto the residue of his people,

6 And for a spirit of judgment to him that sitteth in judgment, and for strength to them that turn the battle to the gate.

7 But they also have erred through wine, and through strong drink are out of the way; the priest and the prophet have erred through strong drink, they are swallowed up of wine, they are out of the way through strong drink; they err in vision, they stumble in judgment.

8 For all tables are full of vomit and filthiness, so that there is no place clean.

Isaiah 28 in Tamil and English

1 ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।
Woe to the crown of pride, to the drunkards of Ephraim, whose glorious beauty is a fading flower, which are on the head of the fat valleys of them that are overcome with wine!

2 ଦେଖ, ମାରେ ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି। ସେ ଶିଳାୟୁକ୍ତ ଝଡ଼ ଓ ପ୍ରଳଯକାଳର ବର୍ଷା ବତାସ ପରି ଆସିବ, ଦ୍ରୁତ ଧାବିତ ବନ୍ଯାଜଳ ସଦୃଶ ପ୍ରବାହିତ ହାଇେ ଶକ୍ତିଶାଳୀ ହସ୍ତ ରେ ତାକୁ ଭୂମିରେ ନିକ୍ଷପେ କରିବ।
Behold, the Lord hath a mighty and strong one, which as a tempest of hail and a destroying storm, as a flood of mighty waters overflowing, shall cast down to the earth with the hand.

3 ଇଫ୍ରଯିମର ମତ୍ତ ଲୋକମାନଙ୍କ ଦର୍ପସ୍ବରୂପ ମୁକୁଟ' ପଦ ତଳେ ଦଳିତ ହବେ।
The crown of pride, the drunkards of Ephraim, shall be trodden under feet:

4 ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଲାନ ପୁଷ୍ପ ପାଲଟିବ।' ସହେି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ବ ଡ଼ିମିରି ଫଳ ସଦୃଶ ହବେ। ଯେକହେି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।
And the glorious beauty, which is on the head of the fat valley, shall be a fading flower, and as the hasty fruit before the summer; which when he that looketh upon it seeth, while it is yet in his hand he eateth it up.

5 ସଦେିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ବହୁତ ସୁନ୍ଦର ମୁକୁଟ' ସଦୃଶ ହବେେ।
In that day shall the Lord of hosts be for a crown of glory, and for a diadem of beauty, unto the residue of his people,

6 ତା'ପ ରେ ସଦାପ୍ରଭୁ ବିଚାର ନିମନ୍ତେ ବିଚାରକଙ୍କୁ ବିଚାର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ବାର ରେ ୟୁଦ୍ଧ ରେ ଫରୋଇ ଦିଅନ୍ତି ସମାନଙ୍କେ ପାଇଁ ବଳସ୍ବରୂପ ହବେେ।
And for a spirit of judgment to him that sitteth in judgment, and for strength to them that turn the battle to the gate.

7 ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।
But they also have erred through wine, and through strong drink are out of the way; the priest and the prophet have erred through strong drink, they are swallowed up of wine, they are out of the way through strong drink; they err in vision, they stumble in judgment.

8 ସମସ୍ତ ମଜେ ବାନ୍ତି ରେ ପରିପୂର୍ଣ୍ଣ। ସଠାେ ରେ ମଇଳା ପାଇଁ ୟଥେଷ୍ଟ କଠାେରୀ ନ ଥିଲା।
For all tables are full of vomit and filthiness, so that there is no place clean.