Isaiah 27:2
ସଦେିନ ଲୋକେ ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ଯ ରେ ଗାନ କରିବେ।
Isaiah 27:2 in Other Translations
King James Version (KJV)
In that day sing ye unto her, A vineyard of red wine.
American Standard Version (ASV)
In that day: A vineyard of wine, sing ye unto it.
Bible in Basic English (BBE)
In that day it will be said, A vine-garden of delight, make a song about it.
Darby English Bible (DBY)
In that day [there shall be] a vineyard of pure wine; sing concerning it:
World English Bible (WEB)
In that day: A vineyard of wine, sing you to it.
Young's Literal Translation (YLT)
In that day, `A desirable vineyard,' respond ye to her,
| In that | בַּיּ֖וֹם | bayyôm | BA-yome |
| day | הַה֑וּא | hahûʾ | ha-HOO |
| sing | כֶּ֥רֶם | kerem | KEH-rem |
| vineyard A her, unto ye | חֶ֖מֶר | ḥemer | HEH-mer |
| of red wine. | עַנּוּ | ʿannû | ah-NOO |
| לָֽהּ׃ | lāh | la |
Cross Reference
ଯିରିମିୟ 2:21
ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?
ଗଣନା ପୁସ୍ତକ 21:17
ସହେି ସମୟରେ ଇଶ୍ରାୟେଲ ଏହି ଗୀତ ଗାଇଲେ:
ଗୀତସଂହିତା 80:8
ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
ଯିଶାଇୟ 5:1
ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।
ମାଥିଉଲିଖିତ ସୁସମାଚାର 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
ଲୂକଲିଖିତ ସୁସମାଚାର 20:9
ତା'ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, ଗୋଟିଏ ଲୋକ କିଛି ଜମି ରେ ଅଙ୍ଗୁର ଚାଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦଇେ ଦଲୋ। ତା'ପରେ ସେ ଦୀର୍ଘ ସମୟ ପର୍ୟ୍ଯନ୍ତ ସଠାରୁେ ଚାଲିଗଲା।