Isaiah 13:12
ଦୁଲର୍ଲଭ ସୁବର୍ଣ୍ଣ ପରି ଅଳ୍ପ, କେତକେ ଉତ୍ତମ ଲୋକ ରହିବେ ଓ ସମାନେେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ବଳ ଭାବରେ ଦୀପ୍ତି ବିକାଶ କରିବେ।
Isaiah 13:12 in Other Translations
King James Version (KJV)
I will make a man more precious than fine gold; even a man than the golden wedge of Ophir.
American Standard Version (ASV)
I will make a man more rare than fine gold, even a man than the pure gold of Ophir.
Bible in Basic English (BBE)
I will make men so small in number, that a man will be harder to get than gold, even the best gold of Ophir.
Darby English Bible (DBY)
I will make a man more precious than fine gold, even man than the gold of Ophir.
World English Bible (WEB)
I will make a man more rare than fine gold, even a man than the pure gold of Ophir.
Young's Literal Translation (YLT)
I make man more rare than fine gold, And a common man than pure gold of Ophir.
| I will make a man | אוֹקִ֥יר | ʾôqîr | oh-KEER |
| more precious | אֱנ֖וֹשׁ | ʾĕnôš | ay-NOHSH |
| gold; fine than | מִפָּ֑ז | mippāz | mee-PAHZ |
| even a man | וְאָדָ֖ם | wĕʾādām | veh-ah-DAHM |
| wedge golden the than | מִכֶּ֥תֶם | mikketem | mee-KEH-tem |
| of Ophir. | אוֹפִֽיר׃ | ʾôpîr | oh-FEER |
Cross Reference
ଯିଶାଇୟ 4:1
ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'
ଯିଶାଇୟ 24:6
ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।
ଆୟୁବ ପୁସ୍ତକ 28:16
ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।
ଗୀତସଂହିତା 137:9
ମୁଁ ୟେ କୌଣସି ବ୍ଯକ୍ତିକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସମାନଙ୍କେୁ ପଥରରେ ପିଟି ଦବେ।
ଯିଶାଇୟ 13:15
ମାତ୍ର ଶତ୍ରୁଗଣ ବାବିଲନୀଯଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତବେେଳେ ସମାନଙ୍କେୁ ଧରିବେ ଖଡ୍ଗ ରେ ସମାନଙ୍କେୁ ହତ୍ଯା କରିବେ।