ଯିଶାଇୟ 13:1 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 13 ଯିଶାଇୟ 13:1

Isaiah 13:1
ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।

Isaiah 13Isaiah 13:2

Isaiah 13:1 in Other Translations

King James Version (KJV)
The burden of Babylon, which Isaiah the son of Amoz did see.

American Standard Version (ASV)
The burden of Babylon, which Isaiah the son of Amoz did see.

Bible in Basic English (BBE)
The word of the Lord about Babylon which Isaiah, the son of Amoz, saw.

Darby English Bible (DBY)
The burden of Babylon, which Isaiah the son of Amoz saw.

World English Bible (WEB)
The burden of Babylon, which Isaiah the son of Amoz did see.

Young's Literal Translation (YLT)
The burden of Babylon that Isaiah son of Amoz hath seen:

The
burden
מַשָּׂ֖אmaśśāʾma-SA
of
Babylon,
בָּבֶ֑לbābelba-VEL
which
אֲשֶׁ֣רʾăšeruh-SHER
Isaiah
חָזָ֔הḥāzâha-ZA
son
the
יְשַׁעְיָ֖הוּyĕšaʿyāhûyeh-sha-YA-hoo
of
Amoz
בֶּןbenben
did
see.
אָמֽוֹץ׃ʾāmôṣah-MOHTS

Cross Reference

ଯିଶାଇୟ 1:1
ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ 47:1
ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।

ଯିଶାଇୟ 15:1
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।

ଯିଶାଇୟ 14:28
ଆହସ୍ ରାଜାଙ୍କ ମୃତ୍ଯୁ ବର୍ଷ ରେ ଏହି ଦୁଃଖ ବାର୍ତ୍ତା ଦିଆ ୟାଇଥିଲା।

ଦାନିଏଲ 5:6
ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।

ଦାନିଏଲ 5:28
ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।

ନାହୂମ 1:1
ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।

ହବକକୂକ 1:1
ଏହି ବାର୍ତ୍ତାଟି ଭବିଷ୍ଯଦ୍ବକ୍ତା ହବକ୍କୂକୁ ପ୍ରଦାନ କରାୟାଇଥିଲା। ହବକ୍କୂଙ୍କର ପରମେଶ୍ବରଙ୍କଠା ରେ ଅଭିଯୋଗ

ଯିଖରିୟ 9:1
ଏକ ସ୍ବର୍ଗୀଯବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷଯ ରେ। ସମସ୍ତ ଲୋକ ପରମେଶ୍ବରଙ୍କୁ ଅନାଉଅଛନ୍ତି, ଯେପରି ଇଶ୍ରାୟେଲ ଗୋଟିଏ ପରିବାରବର୍ଗ।

ଯିଖରିୟ 12:1
ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।

ମଲାଖୀ 1:1
ଇଶ୍ରାୟେଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ବର ମଲାଖିକୁ ନିୟୁକ୍ତ କରିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:1
ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।

ଯିହିଜିକଲ 12:10
ସମାନଙ୍କେୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ଯତବାଣୀ ୟିରୁଶାଲମସ୍ଥ ଅଧିପତିର ଓ ଇଶ୍ରାୟେଲର ସମ୍ପର୍କୀଯ ଲୋକମାନଙ୍କ ମଧିଅରେ ସେ ବାସ କରନ୍ତି।

ଯିରିମିୟ 50:1
ସଦାପ୍ରଭୁ ଯିରିମିୟ ଭବିଷ୍ଯଦବକ୍ତାଙ୍କ ମାଧ୍ଯମ ରେ ବାବିଲ ବିଷଯ ରେ ଓ କଲଦୀଯମାନଙ୍କ ବିଷଯ ରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି :

ଯିଶାଇୟ 14:4
ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।

ଯିଶାଇୟ 17:1
ଦମ୍ମେଶକ ପ୍ରତି ଶାେକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, ଦମ୍ମେଶକ ଆଉ ନଗର ହାଇେ ରହିବ ନାହିଁ। ସେ ଧ୍ବଂସ ପାଇବ। କବଳେ ଧ୍ବଂସ ବିଧ୍ବସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।

ଯିଶାଇୟ 19:1
ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।

ଯିଶାଇୟ 21:1
ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

ଯିଶାଇୟ 21:13
ଆରବ ବିଷଯକ ଦୁଃଖବାର୍ତ୍ତା। ଦଦାନୀଯ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧିଅରେ ରାତ୍ରି ୟାପନ କଲେ।

ଯିଶାଇୟ 22:1
ଦର୍ଶନ ଉପତ୍ୟକା ସମ୍ବନ୍ଧୀଯ ଏକ ଦୁଃଖବାର୍ତ୍ତା : ତୁମ୍ଭମାନଙ୍କର କ'ଣ ହାଇେଛି ? ତୁମ୍ଭମାନେେ କାହିଁକି ଛାତ ଉପରକୁ ୟାଇଅଛ?

ଯିଶାଇୟ 22:25
ସଦେିନ ସହେି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନ ରେ ବିଦ୍ଧ ହାଇେଥିଲା ତାହା ଦୁର୍ବଳ ହାଇଯେିବ ଓ ଭାଙ୍ଗି ତଳେ ପଡ଼ିୟିବ। ସହେି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥି ରେ ଟଙ୍ଗା ୟାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହାଇଯେିବ। ତା'ପ ରେ ମୁଁ ଯାହା କହୁଛି ଏହା ଘଟିବ।' କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ଯିଶାଇୟ 43:14
ତୁମ୍ଭମାନଙ୍କର ମୁକ୍ତିଦାତା, ଇଶ୍ରାୟେଲର ପବିତ୍ର ସ୍ବରୂପ ସଦାପ୍ରଭୁ ଏହିକଥା କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ଯବାହିନୀ ପଠାଇଅଛୁ। ମୁଁ ସହେି ଫାଟକକୁ ଭାଙ୍ଗି ଦବେି। କଲଦୀଯମାନଙ୍କର ଚିତ୍କାର ଦୁଃଖ ରେ ପରିଣତ ହବେ।

ଯିଶାଇୟ 44:1
ସହ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମଲନାନୀତ ଇଶ୍ରାଲୟଲ ଆମ୍ଭର ଯାହା କଥିତ ଶୁଣ।

ଯିରିମିୟ 23:33
ତା'ପ ରେ ଯେତବେେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ଯଦବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଚାରନ୍ତି, ' ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ'ଣ ?' ସେତବେେଳେ ତୁମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଉତ୍ତର କରିବ, 'ତୁମ୍ଭମାନେେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ଯାଗ କରିବି। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 25:12
ପୁଣି ସଦାପ୍ରଭୁ କହନ୍ତି, ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସହେି ଗୋଷ୍ଠୀକି ଓ କଲଦୀଯମାନଙ୍କ ଦେଶକୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ ଓ ତାହାକୁ ସଦାକାଳ ଧ୍ବଂସସ୍ଥାନ କରିବା।

ଯିଶାଇୟ 13:19
ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।