Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Isaiah 12 KJV ASV BBE DBY WBT WEB YLT

Isaiah 12 in Oriya WBT Compare Webster's Bible

Isaiah 12

1 ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'

2 ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

3 ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।

4 ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'

5 ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।

6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close