Isaiah 12

fullscreen1 ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'

fullscreen2 ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

fullscreen3 ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।

fullscreen4 ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'

fullscreen5 ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।

fullscreen6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।

1 And in that day thou shalt say, O Lord, I will praise thee: though thou wast angry with me, thine anger is turned away, and thou comfortedst me.

2 Behold, God is my salvation; I will trust, and not be afraid: for the Lord Jehovah is my strength and my song; he also is become my salvation.

3 Therefore with joy shall ye draw water out of the wells of salvation.

4 And in that day shall ye say, Praise the Lord, call upon his name, declare his doings among the people, make mention that his name is exalted.

5 Sing unto the Lord; for he hath done excellent things: this is known in all the earth.

6 Cry out and shout, thou inhabitant of Zion: for great is the Holy One of Israel in the midst of thee.

Isaiah 12 in Tamil and English

1 ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
And in that day thou shalt say, O Lord, I will praise thee: though thou wast angry with me, thine anger is turned away, and thou comfortedst me.

2 ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।
Behold, God is my salvation; I will trust, and not be afraid: for the Lord Jehovah is my strength and my song; he also is become my salvation.

3 ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।
Therefore with joy shall ye draw water out of the wells of salvation.

4 ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'
And in that day shall ye say, Praise the Lord, call upon his name, declare his doings among the people, make mention that his name is exalted.

5 ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
Sing unto the Lord; for he hath done excellent things: this is known in all the earth.

6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
Cry out and shout, thou inhabitant of Zion: for great is the Holy One of Israel in the midst of thee.