ଯିଶାଇୟ 10:16 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 10 ଯିଶାଇୟ 10:16

Isaiah 10:16
ଅଶୂର ଭାବେ ସେ ମହାନ୍। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା ବିରୁଦ୍ଧ ରେ ଏକ ଭୟଙ୍କର ବ୍ଯାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ଯ ହରାଇବ। ତା'ପ ରେ ଅଶୂରର ସମସ୍ତ ଗୌରବ ଧ୍ବଂସ ପାଇବ। ଏହା ଅଶୂରର ସମସ୍ତ ଧ୍ବଂସ କରିବା ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ସଦୃଶ ହବେ।

Isaiah 10:15Isaiah 10Isaiah 10:17

Isaiah 10:16 in Other Translations

King James Version (KJV)
Therefore shall the Lord, the Lord of hosts, send among his fat ones leanness; and under his glory he shall kindle a burning like the burning of a fire.

American Standard Version (ASV)
Therefore will the Lord, Jehovah of hosts, send among his fat ones leanness; and under his glory there shall be kindled a burning like the burning of fire.

Bible in Basic English (BBE)
For this cause the Lord, the Lord of armies, will make his fat become wasted; and in his inner parts a fire will be lighted like a burning flame.

Darby English Bible (DBY)
Therefore shall the Lord, Jehovah of hosts, send among his fat ones leanness, and under his glory he shall kindle a burning, like the burning of a fire:

World English Bible (WEB)
Therefore will the Lord, Yahweh of Hosts, send among his fat ones leanness; and under his glory there shall be kindled a burning like the burning of fire.

Young's Literal Translation (YLT)
Therefore doth the Lord, the Lord of Hosts, Send among his fat ones leanness, And under his honour He kindleth a burning As the burning of a fire.

Therefore
לָ֠כֵןlākēnLA-hane
shall
the
Lord,
יְשַׁלַּ֨חyĕšallaḥyeh-sha-LAHK
the
Lord
הָאָד֜וֹןhāʾādônha-ah-DONE
hosts,
of
יְהוָ֧הyĕhwâyeh-VA
send
צְבָא֛וֹתṣĕbāʾôttseh-va-OTE
among
his
fat
ones
בְּמִשְׁמַנָּ֖יוbĕmišmannāywbeh-meesh-ma-NAV
leanness;
רָז֑וֹןrāzônra-ZONE
under
and
וְתַ֧חַתwĕtaḥatveh-TA-haht
his
glory
כְּבֹד֛וֹkĕbōdôkeh-voh-DOH
he
shall
kindle
יֵקַ֥דyēqadyay-KAHD
burning
a
יְקֹ֖דyĕqōdyeh-KODE
like
the
burning
כִּיק֥וֹדkîqôdkee-KODE
of
a
fire.
אֵֽשׁ׃ʾēšaysh

Cross Reference

ଗୀତସଂହିତା 106:15
କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ବର ସମାନଙ୍କେୁ ଭୟଙ୍କର ରୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23
େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

ଯିଶାଇୟ 37:36
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।

ଯିଶାଇୟ 37:29
ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋର୍ଧ କରିଅଛ ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ ଓ ଓଠ ରେ ଲଗାମ ହବେ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ, ସହେି ବାଟରେ ତୁମ୍ଭମାନେେ ଫରେିୟିବ।

ଯିଶାଇୟ 37:6
ଯିଶାଇୟ ସମାନଙ୍କେୁ କହିଲେ, ଏହି କଥା ତୁମ୍ଭର ପ୍ରଭୁ ହିଜକିଯଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ଅଶୂର ରାଜାର ଦାସମାନେ ବାଳକମାନଙ୍କୁ' ନିନ୍ଦା କରିବାର ଯେଉଁ କଥା ଶୁଣିଅଛ ! ତହିଁରେ ଭୟଭୀତ ହୁଅ ନାହିଁ।

ଯିଶାଇୟ 33:10
ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହବୋ।

ଯିଶାଇୟ 30:30
ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।

ଯିଶାଇୟ 29:5
ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହବେେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ଯ ହବେ ଓ ଏସବୁ ନିମିଷକରେ ଘଟିବ।

ଯିଶାଇୟ 17:4
ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।

ଯିଶାଇୟ 14:24
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।

ଯିଶାଇୟ 10:18
ତା'ପ ରେ ସହେି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷତକେୁ ପୋଡ଼ି ପକାଇବେ। ଶଷେ ରେ ସମସ୍ତ ଜିନିଷ ଏହି ଅଗ୍ନିଶିଖା ରେ ବଳି ପଡ଼ିବ।

ଯିଶାଇୟ 9:5
ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।

ଯିଶାଇୟ 8:7
ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।

ଯିଶାଇୟ 5:17
ପରଲମଶ୍ବର ଇଶ୍ରାଲୟଲରସଲାକମାନଙ୍କୁ ତାଙ୍କସଦଶରୁ ବିତାଡ଼ିତ କରିଲବ ଓସଦଶ ଜନଶୂନ୍ଯସହବ।ସମଷମାଲନ ଇଚ୍ଛାନୁସାସର ବିଚରଣ କରିଲବ।ସମଷଶାବକମାଲନ ଧନୀଲଲାକଙ୍କର ଜମିସର ବିଚରଣ କରିଲବ।

ଦିତୀୟ ବଂଶାବଳୀ 32:21
ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।