ଯିଶାଇୟ 1:23 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 1 ଯିଶାଇୟ 1:23

Isaiah 1:23
ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'

Isaiah 1:22Isaiah 1Isaiah 1:24

Isaiah 1:23 in Other Translations

King James Version (KJV)
Thy princes are rebellious, and companions of thieves: every one loveth gifts, and followeth after rewards: they judge not the fatherless, neither doth the cause of the widow come unto them.

American Standard Version (ASV)
Thy princes are rebellious, and companions of thieves; every one loveth bribes, and followeth after rewards: they judge not the fatherless, neither doth the cause of the widow come unto them.

Bible in Basic English (BBE)
Your chiefs have gone against the Lord, they have become friends of thieves; every one of them is looking for profit and going after rewards; they do not give right decisions for the child who has no father, and they do not let the cause of the widow come before them.

Darby English Bible (DBY)
thy princes are rebellious, and companions of thieves; every one loveth presents, and hunteth after rewards; they judge not the fatherless, and the cause of the widow cometh not unto them.

World English Bible (WEB)
Your princes are rebellious, and companions of thieves. Everyone loves bribes, and follows after rewards. They don't judge the fatherless, Neither does the cause of the widow come to them.

Young's Literal Translation (YLT)
Thy princes `are' apostates, and companions of thieves, Every one loving a bribe, and pursuing rewards, The fatherless they judge not, And the plea of the widow cometh not to them.

Thy
princes
שָׂרַ֣יִךְśārayiksa-RA-yeek
are
rebellious,
סוֹרְרִ֗יםsôrĕrîmsoh-reh-REEM
and
companions
וְחַבְרֵי֙wĕḥabrēyveh-hahv-RAY
thieves:
of
גַּנָּבִ֔יםgannābîmɡa-na-VEEM
every
one
כֻּלּוֹ֙kullôkoo-LOH
loveth
אֹהֵ֣בʾōhēboh-HAVE
gifts,
שֹׁ֔חַדšōḥadSHOH-hahd
and
followeth
after
וְרֹדֵ֖ףwĕrōdēpveh-roh-DAFE
rewards:
שַׁלְמֹנִ֑יםšalmōnîmshahl-moh-NEEM
they
judge
יָתוֹם֙yātômya-TOME
not
לֹ֣אlōʾloh
the
fatherless,
יִשְׁפֹּ֔טוּyišpōṭûyeesh-POH-too
neither
וְרִ֥יבwĕrîbveh-REEV
cause
the
doth
אַלְמָנָ֖הʾalmānâal-ma-NA
of
the
widow
לֹֽאlōʾloh
come
יָב֥וֹאyābôʾya-VOH
unto
אֲלֵיהֶֽם׃ʾălêhemuh-lay-HEM

Cross Reference

ଯିଖରିୟ 7:10
ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କରନାହିଁ। ତୁମ୍ଭ ଭାଇ ବିରୁଦ୍ଧ ରେ ନିଜ ହୃଦଯ ରେ ଷଡୟନ୍ତ୍ର କରନାହିଁ।

ମୀଖା 7:3
ଲୋକମାନେ ଦୁଇ ହାତ ରେ ମନ୍ଦକାର୍ୟ୍ଯ କରିବାକୁ ଯତ୍ନଶୀଳ ହେଉଛନ୍ତି, କର୍ମଗ୍ଭରୀଗଣ ଲାଞ୍ଚ ନେଉଛନ୍ତି ଓ ବିଗ୍ଭରକ ବିଗ୍ଭରାଳଯ ରେ ସମାନଙ୍କେର ସିଦ୍ଧାନ୍ତ ବଦଳାଇବାକୁ ଅର୍ଥ ନେଉଛନ୍ତି। ପ୍ରଧାନ ବ୍ଯକ୍ତିମାନେ ଉତ୍ତମ ଓ ନ୍ଯାଯ ବିଗ୍ଭର କରୁ ନାହିଁନ୍ତି। ସମାନେେ ନିଜ ଇଚ୍ଛା ଯାହା ତାହା କରୁଛନ୍ତି।

ଯାତ୍ରା ପୁସ୍ତକ 23:8
ଯଦି କୌଣସି ଲୋକ ତା'ର ଭୂଲ୍ ପାଇଁ, ତାହା ସହ ଏକମତ ହବୋ ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତବେେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଚାରକ ସତ୍ଯତା ଦେଖିପା ରେ ନାହିଁ। ଏବଂ ଲାଞ୍ଚ ମଧ୍ଯ ଏକ ଉତ୍ତମ ଲୋକର ବ୍ଯବହାର ବଦଳାଇ ଦଇପୋରିବ।

ହୋଶେୟ 9:15
ସମାନଙ୍କେର ସମସ୍ତ ମନ୍ଦ କାର୍ୟ୍ଯ ଗିଲ୍ଗଲ୍ ରେ ଅଛି। ଆମ୍ଭେ ସମାନଙ୍କେୁ ସଠାେ ରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ଯାଗ କରିବାକୁ ଆମ୍ଭେ ସମାନଙ୍କେୁ ବାଧ୍ଯ କରିବା, କାରଣ ସମାନେେ ମନ୍ଦ କାର୍ୟ୍ଯ କରନ୍ତି। ଆମ୍ଭେ ସମାନଙ୍କେୁ ଆଉ ଭଲ ପାଇବା ନାହିଁ। ସମାନଙ୍କେର ନେତାମାନେ ବିଦ୍ରୋହି, ସମାନେେ ଆମ୍ଭର ବିରୁଦ୍ଧ ରେ ୟାଇଛନ୍ତି।

ମୀଖା 3:1
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

ମୀଖା 3:11
ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ମାଥିଉଲିଖିତ ସୁସମାଚାର 21:13
ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।

ମାର୍କଲିଖିତ ସୁସମାଚାର 11:17
ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'

ଲୂକଲିଖିତ ସୁସମାଚାର 18:2
ଥରେ ଗୋଟିଏ ନଗର ରେ ଜଣେ ବିଚାରପତି ଥିଲା। ପରମେଶ୍ବରଙ୍କୁ ତାହାଙ୍କର ଡର ନଥିଲା କି ଲୋକମାନେ ତାହାଙ୍କ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର କରୁ ନଥିଲେ।

ଲୂକଲିଖିତ ସୁସମାଚାର 19:46
ଯୀଶୁ କହିଲେ, ଶାସ୍ତ୍ର ରେ ଲଖାେଅଛି: 'ମାେ ଗୃହ ପ୍ରାର୍ଥନାଗୃହ ହବେ।' କିନ୍ତୁ ତୁମ୍ଭମାନେେ ଏହାକୁ ଚୋରମାନଙ୍କ ଆଡ୍ଡାସ୍ଥଳି କରି ଦଇେଛ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 4:5
ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ।

ହୋଶେୟ 7:3
ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।

ହୋଶେୟ 4:18
ମାତାଲ ହାଇଗେଲା ପ ରେ ସମାନେେ ବ୍ଯଭିଗ୍ଭରିଣୀ ପରି ବ୍ଯବହାର କରନ୍ତି। ସମାନେେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସମାନଙ୍କେର ଶାସକଗଣ ସମାନଙ୍କେର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି।

ଦାନିଏଲ 9:5
ମାତ୍ର, ହେ ସଦାପ୍ରଭୁ, ଆମ୍ଭମାନେେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହାଇେଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ଯାଗ କରିଅଛୁ।

ଦିତୀୟ ବଂଶାବଳୀ 24:17
ଯିହାୟୋଦାରଦାଙ୍କ ମୃତ୍ଯୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ୟୋଯାଶ୍ଙ୍କ ସମ୍ମୁଖ ରେ ପ୍ରଣିପାତ କଲେ। ରାଜା ସହେି ନେତାମାନଙ୍କର କଥା ଶୁଣିଲେ।

ଦିତୀୟ ବଂଶାବଳୀ 36:14
ଆହୁରି ମଧ୍ଯ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ବସ୍ତ ହେଲେ। ସମାନେେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସହେି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ୟିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ।

ହିତୋପଦେଶ 17:23
ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।

ହିତୋପଦେଶ 29:24
ଚୋରର ଭାଗିଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଚାରାଳଯ ରେ ବାଧ୍ଯ ହୁଏ କହିବାକୁ, ତବେେ ସେ ସତ୍ଯ କହିବାକୁ ବହୁତ ଭୟ କରିବ।

ଯିଶାଇୟ 3:14
ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସମାନଙ୍କେ ବିରୁଦ୍ଧ ରେ ବିଚାର ଦବେେ।

ଯିଶାଇୟ 10:1
ଯେଉଁମାନେ ଅଧର୍ମ ବ୍ଯବସ୍ଥା କରନ୍ତି ସେ ଆଇନ ପ୍ରଣଯନକାରୀମାନଙ୍କୁ ଧ୍ଯାନ ଦିଅ। ଯେଉଁ ନିଯମ ପ୍ରଣଯନକାରୀ ଲୋକମାନଙ୍କର ଜୀବନକୁ କଷ୍ଟମଯ ଓ ଜଟିଳ କରିବା ପାଇଁ ଲେଖନ୍ତି। ସମାନେେ ସନ୍ତାପର ପାତ୍ର।

ଯିଶାଇୟ 33:15
ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।

ଯିରିମିୟ 5:5
ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

ଯିରିମିୟ 5:28
ସମାନେେ ଅଧିକରୁ ଅଧିକ ମାଟୋ ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ୟାଆନ୍ତି। ସମାନେେ ଅନାଥମାନଙ୍କର ମକଦ୍ଦମା ରେ ନ୍ଯାଯୋଚିତ ବିଚାର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରିପାରନ୍ତି। ସମାନେେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।

ଯିରିମିୟ 22:17
ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।

ଯିହିଜିକଲ 22:6
'ଆଉ, ଦେଖ, ଇଶ୍ରାୟେଲର ଅଧିପତିଗଣ ପ୍ରେତ୍ୟକକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧିଅରେ ରହିଅଛନ୍ତି।

ଦିତୀୟ ବିବରଣ 16:19
ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।