ହୋଶେୟ 12:5 in Oriya

ଓଡିଆ ଓଡିଆ ବାଇବେଲ ହୋଶେୟ ହୋଶେୟ 12 ହୋଶେୟ 12:5

Hosea 12:5
ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରମେଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।

Hosea 12:4Hosea 12Hosea 12:6

Hosea 12:5 in Other Translations

King James Version (KJV)
Even the LORD God of hosts; the LORD is his memorial.

American Standard Version (ASV)
even Jehovah, the God of hosts; Jehovah is his memorial `name'.

Bible in Basic English (BBE)
He had a fight with the angel and overcame him; he made request for grace to him with weeping; he came face to face with him in Beth-el and there his words came to him;

Darby English Bible (DBY)
-- even Jehovah, the God of hosts, -- Jehovah is his memorial.

World English Bible (WEB)
Even Yahweh, the God of hosts; Yahweh is his name of renown!

Young's Literal Translation (YLT)
Even Jehovah, God of the Hosts, Jehovah `is' His memorial.

Even
the
Lord
וַֽיהוָ֖הwayhwâvai-VA
God
אֱלֹהֵ֣יʾĕlōhêay-loh-HAY
hosts;
of
הַצְּבָא֑וֹתhaṣṣĕbāʾôtha-tseh-va-OTE
the
Lord
יְהוָ֖הyĕhwâyeh-VA
is
his
memorial.
זִכְרֽוֹ׃zikrôzeek-ROH

Cross Reference

ଯାତ୍ରା ପୁସ୍ତକ 3:15
ପରମେଶ୍ବର ମାଶାଙ୍କେୁ ଆହୁରି କହିଲେ, ତୁମ୍ଭେ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ଏହିକଥା କହିବ, 'ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର, ଅର୍ଥାତ୍ ଅବ୍ରହାମର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ସଦାପ୍ରଭୁ (ସ୍ବଯମ୍ଭୁ)ଙ୍କର ଏହି ନାମ ଅନନ୍ତକାଳସ୍ଥାଯୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀଯ ଅଟେ।' ' ସେ ତୁମ୍ଭମାନଙ୍କ ନିକଟକୁ ମାେତେ ପଠାଇଛନ୍ତି।'

ଆଦି ପୁସ୍ତକ 28:16
ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।

ଆଦି ପୁସ୍ତକ 32:30
ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।

ଗୀତସଂହିତା 135:13
ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହବେ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।

ଯିଶାଇୟ 42:8
ମୁଁ ସଦାପ୍ରଭୁ ଓ ତାହାହିଁ ମାରେ ନାମ। ମାରେ ପ୍ରଶଂସା ଓ ମହିମା ମୁଁ ସହେି ଖାଦେିତ ପ୍ରତିମାଗଣକୁ ଦବେି ନାହିଁ।