Hosea 1

fullscreen3 ତେଣୁ ହାେେଶୟ ଦିବ୍ଲାଇମଙ୍କ କନ୍ଯା ଗୋମରଙ୍କୁ ବିବାହ କଲେ। ଗୋମର ଗର୍ଭବତୀ ହେଲେ ଏବଂ ହାେେଶୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ।

fullscreen4 ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।

fullscreen5 ମୁଁ ଇଶ୍ରାୟେଲର ଧନୁକୁ ସହେି ୟିଷ୍ରିଯଲେ ଉପତ୍ୟକା ରେ ଭାଙ୍ଗିବି।

3 So he went and took Gomer the daughter of Diblaim; which conceived, and bare him a son.

4 And the Lord said unto him, Call his name Jezreel; for yet a little while, and I will avenge the blood of Jezreel upon the house of Jehu, and will cause to cease the kingdom of the house of Israel.

5 And it shall come to pass at that day, that I will break the bow of Israel in the valley of Jezreel.

Hosea 1 in Tamil and English

3 ତେଣୁ ହାେେଶୟ ଦିବ୍ଲାଇମଙ୍କ କନ୍ଯା ଗୋମରଙ୍କୁ ବିବାହ କଲେ। ଗୋମର ଗର୍ଭବତୀ ହେଲେ ଏବଂ ହାେେଶୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ।
So he went and took Gomer the daughter of Diblaim; which conceived, and bare him a son.

4 ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।
And the Lord said unto him, Call his name Jezreel; for yet a little while, and I will avenge the blood of Jezreel upon the house of Jehu, and will cause to cease the kingdom of the house of Israel.

5 ମୁଁ ଇଶ୍ରାୟେଲର ଧନୁକୁ ସହେି ୟିଷ୍ରିଯଲେ ଉପତ୍ୟକା ରେ ଭାଙ୍ଗିବି।
And it shall come to pass at that day, that I will break the bow of Israel in the valley of Jezreel.