ଏବ୍ରୀମାନଙ୍କ ନିକଟକୁ ପତ୍ର 9:5 in Oriya

ଓଡିଆ ଓଡିଆ ବାଇବେଲ ଏବ୍ରୀମାନଙ୍କ ନିକଟକୁ ପତ୍ର ଏବ୍ରୀମାନଙ୍କ ନିକଟକୁ ପତ୍ର 9 ଏବ୍ରୀମାନଙ୍କ ନିକଟକୁ ପତ୍ର 9:5

Hebrews 9:5
ବାକ୍ସ ଉପରେ କିରୁବ ସ୍ବର୍ଗଦୂତଗଣ ପରମେଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ 'ଦୟାର ଆସନ'317 ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟ ରେ କହି ପାରିବୁ ନାହିଁ।

Hebrews 9:4Hebrews 9Hebrews 9:6

Hebrews 9:5 in Other Translations

King James Version (KJV)
And over it the cherubims of glory shadowing the mercyseat; of which we cannot now speak particularly.

American Standard Version (ASV)
and above it cherubim of glory overshadowing the mercy-seat; of which things we cannot now speak severally.

Bible in Basic English (BBE)
And over it were the winged ones of glory with their wings covering the mercy-seat; about which it is not possible now to say anything in detail.

Darby English Bible (DBY)
and above over it the cherubim of glory shadowing the mercy-seat; concerning which it is not now [the time] to speak in detail.

World English Bible (WEB)
and above it cherubim of glory overshadowing the mercy seat, of which things we can't now speak in detail.

Young's Literal Translation (YLT)
and over it cherubim of the glory, overshadowing the mercy-seat, concerning which we are not now to speak particularly.

And
ὑπεράνωhyperanōyoo-pare-AH-noh
over
δὲdethay
it
αὐτῆςautēsaf-TASE
the
cherubims
χερουβιμcheroubimhay-roo-veem
glory
of
δόξηςdoxēsTHOH-ksase
shadowing
κατασκιάζονταkataskiazontaka-ta-skee-AH-zone-ta
the
mercyseat;
τὸtotoh

ἱλαστήριον·hilastērionee-la-STAY-ree-one
of
περὶperipay-REE
which
ὧνhōnone
we
cannot
οὐκoukook

ἔστινestinA-steen
now
νῦνnynnyoon
speak
λέγεινlegeinLAY-geen
particularly.
κατὰkataka-TA

μέροςmerosMAY-rose

Cross Reference

ଲେବୀୟ ପୁସ୍ତକ 16:2
ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।

ଯାତ୍ରା ପୁସ୍ତକ 25:17
ଏହାପରେ ତୁମ୍ଭମାନେେ ଶୁଦ୍ଧ ସୁବର୍ଣ୍ଣ ରେ ଅଢଇେ ହାତ ଲମ୍ବା ଦେଢ ହାତ ପ୍ରସ୍ଥ ଓ ଏକ ପାପାଚ୍ଛାଦନ ନିର୍ମାଣ କରିବ।

ପ୍ରଥମ ରାଜାବଳୀ 8:6
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।

ପିତରଙ୍କ ପ୍ରଥମ ପତ୍ 1:12
ସହେି ଭବିଷ୍ଯଦ୍ ବକ୍ତାମାନଙ୍କ ସବୋକାର୍ୟ୍ଯ ସମାନଙ୍କେ ନିଜ ପାଇଁ ନୁହେଁ ବୋଲି ସମାନଙ୍କେୁ ଦଖାଇେ ଦିଆ ହେଲା। ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭର ସବୋ କରୁଥିଲେ। ସମାନେେ ସବୋ କଲା ବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସହେି ସୁସମାଚାର କହିଲେ, ସମାନେେ ହିଁ ତାହା କହିଥିଲେ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ ରେ ସମାନେେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, ସଗେୁଡ଼ିକୁ ସ୍ବର୍ଗଦୂତମାନେ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:16
ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:10
ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।

ଗୀତସଂହିତା 99:1
ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।

ଗୀତସଂହିତା 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ପ୍ରଥମ ବଂଶାବଳୀ 28:11
ଏହାପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କଠାେରୀମାନ, ତାହାର ଭିତରର କଠାେରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ଯ ଏହି ଯୋଜନା ହାଇେଥିଲା।

ଦିତୀୟ ରାଜାବଳୀ 19:15
ହିଜକିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ , ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କବଳେ ଏ ସମଗ୍ର ବିଶ୍ବର ପରମେଶ୍ବର ଅଟ। ଆଉ ମଧ୍ଯ ତୁମ୍ଭେ ସ୍ବର୍ଗ ଓ ପୃଥିବୀ ନିର୍ମାଣ କରି ଅଛ।

ପ୍ରଥମ ଶାମୁୟେଲ 4:4
ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।

ଗଣନା ପୁସ୍ତକ 7:89
ଏହାପରେ ମାଶାେ ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ ତମ୍ବୁ ରେ ପ୍ରବେଶ କଲା ବେଳେ, ନିଯମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ର ଉପରୁ, କିରୁବଦ୍ବଯ ମଧ୍ଯରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ବର ମାଶାଙ୍କେ ସହିତ କଥା ହେଲେ।

ଲେବୀୟ ପୁସ୍ତକ 16:13
ସଦାପ୍ରଭୁଙ୍କ ସମ୍ମୁଖ ରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦବୋ ଉଚିତ୍। ତାହାଦ୍ବାରା ନିଯମ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।

ଯାତ୍ରା ପୁସ୍ତକ 37:6
ଏହାପରେ ବତ୍ସଲଲେ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା'ର ଲମ୍ବ ଅଢଇେ ହାତ ଓ ପ୍ରସ୍ଥ ଦେଢହାତ ଥିଲା।