ଆଦି ପୁସ୍ତକ 46:32 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 46 ଆଦି ପୁସ୍ତକ 46:32

Genesis 46:32
ସମାନେେ ମଷେପାଳକ, ମନୁଷ୍ଯମାନେ ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ଦିଅନ୍ତି। ଏଣୁ ସମାନେେ ଆପଣାମାନଙ୍କ ଗୋମଷୋଦି ପଲ ପ୍ରଭୃତି ସର୍ବସ୍ବ ଆଣିଛନ୍ତି।'

Genesis 46:31Genesis 46Genesis 46:33

Genesis 46:32 in Other Translations

King James Version (KJV)
And the men are shepherds, for their trade hath been to feed cattle; and they have brought their flocks, and their herds, and all that they have.

American Standard Version (ASV)
and the men are shepherds, for they have been keepers of cattle; and they have brought their flocks, and their herds, and all that they have.

Bible in Basic English (BBE)
And these men are keepers of sheep and owners of cattle, and have with them their flocks and their herds and all they have.

Darby English Bible (DBY)
and the men are shepherds, for they have been occupied with cattle; and they have brought their sheep, and their cattle, and all that they have.

Webster's Bible (WBT)
And the men are shepherds, for their employment hath been to feed cattle; and they have brought their flocks, and their herds, and all that they have.

World English Bible (WEB)
These men are shepherds, for they have been keepers of cattle, and they have brought their flocks, and their herds, and all that they have.'

Young's Literal Translation (YLT)
and the men `are' feeders of a flock, for they have been men of cattle; and their flock, and their herd, and all that they have, they have brought.'

And
the
men
וְהָֽאֲנָשִׁים֙wĕhāʾănāšîmveh-ha-uh-na-SHEEM
are
shepherds,
רֹ֣עֵיrōʿêROH-ay

צֹ֔אןṣōntsone
for
כִּֽיkee
trade
their
אַנְשֵׁ֥יʾanšêan-SHAY
hath
been
מִקְנֶ֖הmiqnemeek-NEH
to
feed
cattle;
הָי֑וּhāyûha-YOO
brought
have
they
and
וְצֹאנָ֧םwĕṣōʾnāmveh-tsoh-NAHM
their
flocks,
וּבְקָרָ֛םûbĕqārāmoo-veh-ka-RAHM
herds,
their
and
וְכָלwĕkālveh-HAHL
and
all
אֲשֶׁ֥רʾăšeruh-SHER
that
לָהֶ֖םlāhemla-HEM
they
have.
הֵבִֽיאוּ׃hēbîʾûhay-VEE-oo

Cross Reference

ଆଦି ପୁସ୍ତକ 47:3
ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, ତୁମ୍ଭେ କି କାର୍ୟ୍ଯ କରୁଅଛ?

ଯିଖରିୟ 13:5
ସହେି ଲୋକମାନେ କହିବେ, 'ମୁଁ ଜଣେ ଭବିଷ୍ଯଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମାରେ ବାଲ୍ଯକାଳରୁ ମାରେ ଅଧିକାର ରେ ଅଛି।'

ଯିଶାଇୟ 40:11
ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।

ଗୀତସଂହିତା 78:70
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।

ପ୍ରଥମ ରାଜାବଳୀ 18:5
ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।

ପ୍ରଥମ ରାଜାବଳୀ 9:27
ପୁଣି ହୀରମ ସହେି ଜାହାଜ ରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମ ରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ।

ପ୍ରଥମ ଶାମୁୟେଲ 17:15
କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।

ଯାତ୍ରା ପୁସ୍ତକ 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

ଆଦି ପୁସ୍ତକ 46:34
ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।

ଆଦି ପୁସ୍ତକ 45:10
ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମଷୋଦି ସର୍ବସ୍ବ ସହିତ ଗୋଶନ ପ୍ରଦେଶ ରେ ବାସକରି ମାରେ ନିକଟବର୍ତ୍ତୀ ହବେ।

ଆଦି ପୁସ୍ତକ 37:2
ଏହା ହେଉଛି ଯାକୁବ ପରିବାରର ଇତିହାସ।

ଆଦି ପୁସ୍ତକ 31:18
ତେଣୁ ସମାନେେ ଯାହା ପା୍ରପ୍ତ ହାଇେଥିଲେ ପଦ୍ଦନ ଅରାମ ରେ ସମସ୍ତ ଜୀବନ୍ତ ବସ୍ତ୍ର ଓ ସମ୍ପତ୍ତି ନେଲେ ଏବଂ ଚାଲିଗଲେ। ସମାନେେ ପ୍ରସ୍ଥାନ କଲେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କୀଣାନୀଯକୁ।

ଆଦି ପୁସ୍ତକ 9:20
ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।

ଆଦି ପୁସ୍ତକ 4:2
ଏହାପରେ ହବା କଯିନର ଭାଇ ଏବଲଙ୍କୁ ଜନ୍ମ କଲେ। ଏବଲ ମଷେପାଳକ ଓ କଯିନ କୃଷକ ହେଲ।

ପ୍ରଥମ ଶାମୁୟେଲ 16:11
ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ତୁମ୍ଭର ସବୁ ସନ୍ତାନ କ'ଣ ଏଠା ରେ ଅଛନ୍ତି?