ଆଦି ପୁସ୍ତକ 46:21 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 46 ଆଦି ପୁସ୍ତକ 46:21

Genesis 46:21
ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।

Genesis 46:20Genesis 46Genesis 46:22

Genesis 46:21 in Other Translations

King James Version (KJV)
And the sons of Benjamin were Belah, and Becher, and Ashbel, Gera, and Naaman, Ehi, and Rosh, Muppim, and Huppim, and Ard.

American Standard Version (ASV)
And the sons of Benjamin: Bela, and Becher, and Ashbel, Gera, and Naaman, Ehi, and Rosh, Muppim, and Huppim, and Ard.

Bible in Basic English (BBE)
And the sons of Benjamin were Belah and Becher and Ashbel, Gera and Naaman, Ehi and Rosh, Muppim and Huppim and Ard.

Darby English Bible (DBY)
-- And the sons of Benjamin: Belah, and Becher, and Ashbel, Gera and Naaman, Ehi and Rosh, Muppim, and Huppim, and Ard.

Webster's Bible (WBT)
And the sons of Benjamin were Belah, and Becher, and Ashbel, Gera, and Naaman, Ehi, and Rosh, Muppim, and Huppim, and Ard.

World English Bible (WEB)
The sons of Benjamin: Bela, Becher, Ashbel, Gera, Naaman, Ehi, Rosh, Muppim, Huppim, and Ard.

Young's Literal Translation (YLT)
And sons of Benjamin: Belah, and Becher, and Ashbel, Gera, and Naaman, Ehi, and Rosh, Muppim, and Huppim, and Ard.

And
the
sons
וּבְנֵ֣יûbĕnêoo-veh-NAY
of
Benjamin
בִנְיָמִ֗ןbinyāminveen-ya-MEEN
Belah,
were
בֶּ֤לַעbelaʿBEH-la
and
Becher,
וָבֶ֙כֶר֙wābekerva-VEH-HER
and
Ashbel,
וְאַשְׁבֵּ֔לwĕʾašbēlveh-ash-BALE
Gera,
גֵּרָ֥אgērāʾɡay-RA
and
Naaman,
וְנַֽעֲמָ֖ןwĕnaʿămānveh-na-uh-MAHN
Ehi,
אֵחִ֣יʾēḥîay-HEE
and
Rosh,
וָרֹ֑אשׁwārōšva-ROHSH
Muppim,
מֻפִּ֥יםmuppîmmoo-PEEM
and
Huppim,
וְחֻפִּ֖יםwĕḥuppîmveh-hoo-PEEM
and
Ard.
וָאָֽרְדְּ׃wāʾārĕdva-AH-red

Cross Reference

ପ୍ରଥମ ବଂଶାବଳୀ 7:6
ବିନ୍ଯାମୀନଙ୍କର ତିନି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ବଲୋ, ବେଖର ଓ ୟିଦୀଯଲେ।

ଆଦି ପୁସ୍ତକ 49:27
ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।

ଗଣନା ପୁସ୍ତକ 1:11
ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।

ଗଣନା ପୁସ୍ତକ 1:36
ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 26:38
ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।

ଦିତୀୟ ବିବରଣ 33:12
ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।

ପ୍ରଥମ ବଂଶାବଳୀ 8:1
ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ।