ଆଦି ପୁସ୍ତକ 43:1 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 43 ଆଦି ପୁସ୍ତକ 43:1

Genesis 43:1
ଏହି ସମୟରେ ସେ ଦେଶ ରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା।

Genesis 43Genesis 43:2

Genesis 43:1 in Other Translations

King James Version (KJV)
And the famine was sore in the land.

American Standard Version (ASV)
And the famine was sore in the land.

Bible in Basic English (BBE)
And when the grain which they had got in Egypt was all used up, their father said to them, Go again and get us a little food.

Darby English Bible (DBY)
And the famine was grievous in the land.

Webster's Bible (WBT)
And it came to pass, when they had consumed the corn which they had brought from Egypt, their father said to them, Go again, buy us a little food.

World English Bible (WEB)
The famine was severe in the land.

Young's Literal Translation (YLT)
And the famine `is' severe in the land;

And
the
famine
וְהָֽרָעָ֖בwĕhārāʿābveh-ha-ra-AV
was
sore
כָּבֵ֥דkābēdka-VADE
in
the
land.
בָּאָֽרֶץ׃bāʾāreṣba-AH-rets

Cross Reference

ଆଦି ପୁସ୍ତକ 12:10
ସହେି ସମୟରେ ସହେି ଦେଶର ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ୟାତ୍ରା କଲେ।

ଆଦି ପୁସ୍ତକ 18:13
ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।

ଆଦି ପୁସ୍ତକ 41:54
ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।

ଆଦି ପୁସ୍ତକ 42:5
କିଣାନୀଯ ଦେଶ ରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣିନୀଯ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶଷ୍ଯ କିଣିବାକୁ ଗଲେ। ସମାନଙ୍କେ ମଧିଅରେ ଯାକୁବର ପୁତ୍ରମାନେ ମଧ୍ଯ ଥିଲେ।

ଉପଦେଶକ 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।

ଯିରିମିୟଙ୍କ ବିଳାପ 5:10
କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:11
ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶ ରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟ ରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।