Genesis 41:33
ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାଯିତ୍ବ ଦବୋ ପାଇଁ ମନୋନୀତ କରିବେ।
Genesis 41:33 in Other Translations
King James Version (KJV)
Now therefore let Pharaoh look out a man discreet and wise, and set him over the land of Egypt.
American Standard Version (ASV)
Now therefore let Pharaoh look out a man discreet and wise, and set him over the land of Egypt.
Bible in Basic English (BBE)
And now let Pharaoh make search for a man of wisdom and good sense, and put him in authority over the land of Egypt.
Darby English Bible (DBY)
And now let Pharaoh look himself out a man discreet and wise, and set him over the land of Egypt.
Webster's Bible (WBT)
Now therefore let Pharaoh look out a man discreet and wise, and set him over the land of Egypt.
World English Bible (WEB)
Now therefore let Pharaoh look for a discreet and wise man, and set him over the land of Egypt.
Young's Literal Translation (YLT)
`And now, let Pharaoh provide a man, intelligent and wise, and set him over the land of Egypt;
| Now | וְעַתָּה֙ | wĕʿattāh | veh-ah-TA |
| therefore let Pharaoh | יֵרֶ֣א | yēreʾ | yay-REH |
| out look | פַרְעֹ֔ה | parʿō | fahr-OH |
| a man | אִ֖ישׁ | ʾîš | eesh |
| discreet | נָב֣וֹן | nābôn | na-VONE |
| wise, and | וְחָכָ֑ם | wĕḥākām | veh-ha-HAHM |
| and set | וִֽישִׁיתֵ֖הוּ | wîšîtēhû | vee-shee-TAY-hoo |
| him over | עַל | ʿal | al |
| the land | אֶ֥רֶץ | ʾereṣ | EH-rets |
| of Egypt. | מִצְרָֽיִם׃ | miṣrāyim | meets-RA-yeem |
Cross Reference
ଆଦି ପୁସ୍ତକ 41:39
ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।
ଯାତ୍ରା ପୁସ୍ତକ 18:19
ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
ଦିତୀୟ ବିବରଣ 1:13
ତେଣୁ ମୁ କହିଲି, 'ତୁମ୍ଭମାନେେ ତୁମ୍ଭମାନଙ୍କ ପ୍ରେତ୍ୟକକ ଗୋଷ୍ଠୀରୁ ବକ୍ସ୍ଟଦ୍ଧିମାନ ଓ ବିଖ୍ଯାତ ଲୋକମାନଙ୍କୁ ଜଣଜଣକକ୍ସ୍ଟ ବାଛ। ମୁ ସମାନଙ୍କେୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିୟକ୍ସ୍ଟକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବକ୍ସ୍ଟଦ୍ଧିମାନ, ବିଚାରଶୀଳ, ଜ୍ଞାନି ଓ ଅଭିଜ୍ଞ ହାଇେଥିବେ।'
ଦାନିଏଲ 4:27
ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:3
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।