Genesis 30:23
ରାହେଲ ଗର୍ଭବତୀ ହାଇେ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ରାହେଲ କହିଲା, ପରମେଶ୍ବର ମାରେ ଲଜ୍ଜ୍ଯା ନଇୟୋଇଛନ୍ତି।
Genesis 30:23 in Other Translations
King James Version (KJV)
And she conceived, and bare a son; and said, God hath taken away my reproach:
American Standard Version (ASV)
And she conceived, and bare a son: and said, God hath taken away my reproach:
Bible in Basic English (BBE)
And she was with child, and gave birth to a son: and she said, God has taken away my shame.
Darby English Bible (DBY)
And she conceived, and bore a son, and said, God has taken away my reproach.
Webster's Bible (WBT)
And she conceived, and bore a son; and said, God hath taken away my reproach:
World English Bible (WEB)
She conceived, bore a son, and said, "God has taken away my reproach."
Young's Literal Translation (YLT)
and she conceiveth and beareth a son, and saith, `God hath gathered up my reproach;'
| And she conceived, | וַתַּ֖הַר | wattahar | va-TA-hahr |
| and bare | וַתֵּ֣לֶד | wattēled | va-TAY-led |
| a son; | בֵּ֑ן | bēn | bane |
| said, and | וַתֹּ֕אמֶר | wattōʾmer | va-TOH-mer |
| God | אָסַ֥ף | ʾāsap | ah-SAHF |
| hath taken away | אֱלֹהִ֖ים | ʾĕlōhîm | ay-loh-HEEM |
| אֶת | ʾet | et | |
| my reproach: | חֶרְפָּתִֽי׃ | ḥerpātî | her-pa-TEE |
Cross Reference
ଲୂକଲିଖିତ ସୁସମାଚାର 1:25
ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।
ଯିଶାଇୟ 4:1
ସହେି ସମୟରେ ସାତଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, ଆମ୍ଭମାନେେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହା ହେଲେ ଆମ୍ଭମାନେେ ଆମ୍ଭମାନଙ୍କର ସମସ୍ତ କାର୍ୟ୍ଯ କରିବୁ। ଆମ୍ଭମାନଙ୍କୁ କବଳେ ତୁମ୍ଭର ନାମ ରେ ଖ୍ଯାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।'
ଆଦି ପୁସ୍ତକ 29:31
ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
ପ୍ରଥମ ଶାମୁୟେଲ 1:5
ଇଲ୍କାନା ମଧ୍ଯ ତା'ର ସ୍ତ୍ରୀ ହାନ୍ନାକକ୍ସ୍ଟ ତା'ର ଦକ୍ସ୍ଟଇଗକ୍ସ୍ଟଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକକ୍ସ୍ଟ ସେ ବାସ୍ତବ ରେ ପ୍ ରମେ କରୁଥିଲା। କିନ୍ତୁ ସଦାପ୍ରଭୁ ତା' କୋଳ ରେ କୌଣସି ସନ୍ତାନ ସନ୍ତତି ଦଇେ ନ ଥିଲେ।
ଲୂକଲିଖିତ ସୁସମାଚାର 1:21
ତଣେେ ଲୋକମାନେ ବାହା ରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସମାନେେ ଆଶ୍ଚର୍ୟ୍ଯ ହେଲେ ଯେ ଏତେ ସମୟ ପର୍ୟ୍ଯନ୍ତ ଜିଖରିୟ ମନ୍ଦିର ଭିତ ରେ କାହିଁକି ଅଟକି ରହିଛନ୍ତି!
ଲୂକଲିଖିତ ସୁସମାଚାର 1:27
ଦାଉଦଙ୍କ ବଂଶଜ ୟୋ ସଫେ ନାମକ ଜଣେ ପୁରୁଷ ସହିତ ସେ କନ୍ଯାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।