Genesis 3:12
ମନୁଷ୍ଯ ଉତ୍ତର ଦଲୋ, ତୁମ୍ଭେ ମାେ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ ସେ ମାେତେ ସହେି ଫଳ ଖାଇବାକୁ ଦଲୋ। ତେଣୁ ମୁଁ ତାହା ଖାଇଲି।
Genesis 3:12 in Other Translations
King James Version (KJV)
And the man said, The woman whom thou gavest to be with me, she gave me of the tree, and I did eat.
American Standard Version (ASV)
And the man said, The woman whom thou gavest to be with me, she gave me of the tree, and I did eat.
Bible in Basic English (BBE)
And the man said, The woman whom you gave to be with me, she gave me the fruit of the tree and I took it.
Darby English Bible (DBY)
And Man said, The woman, whom thou hast given [to be] with me, she gave me of the tree, and I ate.
Webster's Bible (WBT)
And the man said, The woman, whom thou gavest to be with me, she gave me of the tree, and I ate.
World English Bible (WEB)
The man said, "The woman whom you gave to be with me, she gave me of the tree, and I ate."
Young's Literal Translation (YLT)
and the man saith, `The woman whom Thou didst place with me -- she hath given to me of the tree -- and I do eat.'
| And the man | וַיֹּ֖אמֶר | wayyōʾmer | va-YOH-mer |
| said, | הָֽאָדָ֑ם | hāʾādām | ha-ah-DAHM |
| woman The | הָֽאִשָּׁה֙ | hāʾiššāh | ha-ee-SHA |
| whom | אֲשֶׁ֣ר | ʾăšer | uh-SHER |
| thou gavest | נָתַ֣תָּה | nātattâ | na-TA-ta |
| me, with be to | עִמָּדִ֔י | ʿimmādî | ee-ma-DEE |
| she | הִ֛וא | hiw | heev |
| gave | נָֽתְנָה | nātĕnâ | NA-teh-na |
| me of | לִּ֥י | lî | lee |
| tree, the | מִן | min | meen |
| and I did eat. | הָעֵ֖ץ | hāʿēṣ | ha-AYTS |
| וָאֹכֵֽל׃ | wāʾōkēl | va-oh-HALE |
Cross Reference
ଆୟୁବ ପୁସ୍ତକ 31:33
ଅନ୍ୟ ଲୋକମାନେ ସମାନଙ୍କେର ପାପକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ମୁଁ କବେେ ମାରେ ଦୋଷକୁ ଲୁଚାଏ ନାହିଁ।
ଯାକୁବଙ୍କ ପତ୍ 1:13
ଯେତବେେଳେ ଜଣେ ବ୍ଯକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ ନୁହେଁ ଯେ, ପରମେଶ୍ବର ମାେତେ ପରୀକ୍ଷା କରୁଛନ୍ତି। କାରଣ ମନ୍ଦତା ପରମେଶ୍ବରଙ୍କୁ ପରୀକ୍ଷା କରିପା ରେ ନାହିଁ। ଏବଂ ପରମେଶ୍ବର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
ହିତୋପଦେଶ 28:13
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
ଆଦି ପୁସ୍ତକ 2:18
ଏହାପରେ ସଦାପ୍ରଭୁ ପରମେଶ୍ବର କହିଲେ, ମୁଁ ଦେଖି ପାରୁଛି ଯେ ମନୁଷ୍ଯ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପୟୁକ୍ତ ସହକାରିଣୀ ନିର୍ମାଣ କରିବି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:3
ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।
ଲୂକଲିଖିତ ସୁସମାଚାର 10:29
ନିଜେ ଠିକ୍ ଜୀବନ ଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଚାହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଚାରିଲେ, ତବେେ ଯେଉଁମାନଙ୍କୁ ପ୍ ରମେ କରିବି, ସମାନେେ କିଏ?
ହିତୋପଦେଶ 19:3
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
ପ୍ରଥମ ଶାମୁୟେଲ 15:20
ଶାଉଲ କହିଲେ, ମୁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମାେତେ ଯେଉଁଠାକକ୍ସ୍ଟ ପଠାଇ ଥିଲେ, ମୁ ସଠାେକକ୍ସ୍ଟ ୟାଇଥିଲି, ମୁ ସମସ୍ତ ଅମାଲକେୀଯମାନଙ୍କୁ ଧ୍ବଂସ କରିଥିଲି। ମୁ ଅମାଲକେୀଯ ରାଜାଙ୍କକ୍ସ୍ଟ ଆଣିଥିଲି ଓ ସମାନଙ୍କେୁ ଧ୍ବଂସ କଲି ା
ଯାତ୍ରା ପୁସ୍ତକ 32:21
ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?
ଆଦି ପୁସ୍ତକ 2:22
ସଦାପ୍ରଭୁ ପରମେଶ୍ବର ମନୁଷ୍ଯର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ। ଏବଂ ମନୁଷ୍ଯ ନିକଟକୁ ତାହାକୁ ଆଣିଲେ।
ଆଦି ପୁସ୍ତକ 2:20
ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।